ଆମ ଜିଲା ଖବର

ବିଏସ୍‌ଏନ୍‌ଏଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୧୪ା୫: ଅଳିଆଗଦାରୁ ଅଗ୍ନିକାଣ୍ଡ ଘଟି ରବିବାର ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ) ଗୋଦାମରେ ମହଜୁଦ ଥିବା ଲକ୍ଷାଧିକ ଟଙ୍କାର ପାଇପ୍‌ ପୋଡି ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନାମୁତାବକ, ବୈକୁଣ୍ଠନଗର ନିକଟରେ ବିଏସ୍‌ଏନ୍‌ଏଲ୍‌ର କେବଲ ଓ ପାଇପ୍‌ ଗୋଦାମ ରହିଛି।...

କାରାଗାରରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରର ଜଣେ କଏଦୀ ରବିବାର ପାଇଖାନାକୁ ଶୌଚ ହେବାକୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସଦର ଥାନା ତକବା ଗ୍ରାମର ଧରଣୀଧର ମହାନନ୍ଦ(୪୫)। ଏ ନେଇ ଧନୁପାଲି ପୋଲିସ ଏକ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର: ୧୫ରୁ ୭ ଜିଲାକୁ ବନ୍ଦ ଡାକରା

ବାଲିଗୁଡ଼ା,୧୪।୫:(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ ସଂଗଠନ। ଦାରିଙ୍ଗବାଡ଼ି ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ରବିବାର ମାଓବାଦୀ ବ୍ୟାନର ଏବଂ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ଼...

କାରଖାନାରେ ଦୁର୍ଘଟଣା: ଅକ୍ସିଜେନ ସିଲିଣ୍ଡର ଫାଟି ୩ ଗୁରୁତର

ବଡ଼ବିଲ,୧୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ-ବଲାଣି ରାସ୍ତା ମାଟକାମବେଡ଼ାରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ୍‌ କମ୍ପାନୀ ପ୍ରାଇଭେଟ ଲିମିଟେଡ୍‌ରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍‌ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ...

ଜଳନ୍ତା ଚୁଲିରେ ପଡ଼ି ଶିଶୁ ଗୁରୁତର

ହାଟଡିହୀ,୧୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଦଲିକି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗ୍ରାମର ବାଜୁ ହୋଙ୍କ ସ୍ତ୍ରୀ ବୁଧୁନି ଶନିବାର ରାତିରେ ତରକାରୀ ରୋଷେଇ କରୁଥିଲେ l ସେତିକିବେଳେ ଚୁଲି ପାଖରେ ତାଙ୍କର...

ଓଡ଼ିଶାରେ ପାକିସ୍ତାନ ଲିଙ୍କ୍‌, ତଥ୍ୟ ଦେଇ ବନ୍ଧାହେଲେ ୩

ଭୁବନେଶ୍ୱର/ନୟାଗଡ଼,୧୪ା୫(ବ୍ୟୁରୋ/ଡି.ଏନ୍‌.ଏ.): ଓଟିପି ଶେୟାରିଂ ସ୍କାମ୍‌ ନେଇ ଏସ୍‌ଟିଏଫ୍‌ ଚଢ଼ାଉ କରି ନୟାଗଡ଼ର ପଠାଣୀ ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍‌...

ବରିଷ୍ଠ ଆଇନଜୀବୀଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ଏମ୍‌ପି ବିଧାୟକ

ଭଦ୍ରକ ଅଫିସ, ୧୪।୫: ଭଦ୍ରକ ସହରର ବରିଷ୍ଠ ଆଇନଜୀବୀ ରାୟ ରମାନନ୍ଦ ମହାପାତ୍ରଙ୍କର ୬୮ ବର୍ଷରେ ଶନିବାର ରାତିରେ ହୃଦଘାତରେ ପରଲୋକ ହୋଇଛି । ସେ ଏକାଧାରରେ ଜଣେ ଆଇନଜୀବୀ, ନାଟ୍ୟ ନିର୍ଦ୍ଦେଶକ, ଶ୍ରୀରାମ ନବମୀ ମହୋତ୍ସବ କମିଟି ସଭାପତି,...

କଳାହାଣ୍ଡିରେ ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ: ଏମ୍‌ ରାମପୁର ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର

ଭବାନୀପାଟଣା,୧୪।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଏମ୍‌ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଡ଼ିଏସପି...

ବିପଦ ସାଜିଛି ଭୂତଳ ପୋଲ

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି ରାସ୍ତା ରେଳୱେ ଭୂତଳ ପୋଲ ଯାତ୍ରୀଙ୍କ ପାଇଁ ବିପଦ ସଙ୍କୁଳ ହୋଇପଡିଛି। ଶିଉଳି ଯୋଗୁ ଶନିବାର ଖସି ପଡି ବସ୍ତିର ମହେଶ କର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା...

କୋଟଗଡ଼ ଅଞ୍ଚଳର ଧମକପୂର୍ଣ୍ଣ ମାଓବାଦୀ ପୋଷ୍ଟର : ୭ ଜିଲାରେ ବନ୍ଦ ଡାକରା

କୋଟଗଡ଼,୧୪।୫(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଥାନା ଅଞ୍ଚଳର ବଣ୍ଡାପିପିଲି ସ୍କୁଲ ନିକଟ ଗଛରେ ବ୍ୟାନର...

ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି

ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ...

ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ରାଉରକେଲା ଅଫିସ,୧୪ା୫: ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ସହରର ଅଧିକାଂଶ ପ୍ରତିଷ୍ଠାନ ଖୋଲାଖୋଲି ଭାବେ ନଦୀକୁ ନର୍ଦ୍ଦମା ପାଣି ଛାଡୁଛନ୍ତି। ଏ ନେଇ ସରକାରୀ ସ୍ତରରେ କୌଣସି କଟକଣା ଜାରି କରାଯାଉ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri