ଆମ ଜିଲା ଖବର

ରାଜ୍ୟପାଳଙ୍କୁ ରିପୋର୍ଟ ଦେଲେ କୁଳପତି

ବାରିପଦା ଅଫିସ, ୧୩ା୫: ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ ଘଟଣାକୁ ନେଇ ଶୁକ୍ରବାର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ରାଜ୍ୟପାଳଙ୍କୁ ରିପୋର୍ଟ...

ଦୁର୍ଗମ ତୁଳସୀ ଗାଁରେ ବରିଷ୍ଠ ପୋଲିସ ଅଧିକାରୀ

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଥିବା ଦୁର୍ଗମ ତୁଳସୀ ଘାଟିରେ ଗତ ମାସଠାରୁ ଅସ୍ଥାୟୀ ବିଏସ୍‌ଏଫ୍‌ କ୍ୟାମ୍ପ ଖୋଲାଯାଇଛି। ଶୁକ୍ରବାର ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅପରେଶନ ଅମିତାଭ ଠାକୁର, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ,...

ରାଜଧାନୀ ସୁପରଫାଷ୍ଟରେ ନିଆଁ

ବାଲେଶ୍ୱର ଅଫିସ/ ଜଳେଶ୍ୱର,୧୩ା୫(ଡି.ଏନ.ଏ.): ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ୨୨୮୨୪ ଡାଉନ୍‌ ରାଜଧାନୀ ଟ୍ରେନ୍‌ର ପେଣ୍ଟ୍ରିକାର୍‌ ଚକରେ ଶୁକ୍ରବାର ନିଅଁା ଲାଗିଯାଇଥିଲା। ହେଲେ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌କୁ ବ୍ରେକ୍‌ ଦେଇ ଜଳେଶ୍ୱର ଷ୍ଟେଶନର ଅନତି ଦୂରରେ...

ବିଦ୍ୟୁତ୍‌ ଆଘାତରେ ୪ ହାତୀ ମୃତ

ଗୁଣପୁର/ପାରଳାଖେମୁଣ୍ଡି,୧୩ା୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ହାତୀ ମୃତଦେହଗୁଡ଼ିକ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନିକଟରେ ପଡ଼ି ରହିଛି। ତେଣୁ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟିଥିବା...

ମାଲକାନଗିରିରେ ହଁ, କୋରାପୁଟରେ ନା

କଳ୍ପତରୁ ମହାନ୍ତି ବୈପାରିଗୁଡ଼ା, ୧୩ା୫: ଦୀର୍ଘବର୍ଷର ଦାବି ସତ୍ତ୍ୱେ କୋରାପୁଟ ଜିଲାରେ ବସବାସ କରୁଥିବା ‘ଦୁରୁଆ’ଙ୍କୁ ମିଳୁନାହିଁ ଆଦିବାସୀ ମାନ୍ୟତା। ପଡ଼ୋଶୀ ମାଲକାନଗିରି ଜିଲାରେ ସମାନ ବର୍ଗର ଲୋକଙ୍କୁ ଜନଜାତି ପ୍ରମାଣପତ୍ର ପ୍ରଦାନ କରାଯାଉଥିବାବେଳେ ପ୍ରଶାସନିକ ଅବହେଳାରୁ କୋରାପୁଟରେ ଦୁରୁଆ...

ପାରିବାରିକ କଳହରେ ବିଷ ପିଇ ଜୀବନ ହାରିଲେ ବିବାହିତା ମହିଳା

କୋକସରା,୧୨।୫(ଡି.ଏନ.ଏ) ପାରିବାରିକ କଳହ ଅସହ୍ୟ ହେବାରୁ ମାନସିକ ଚାପରେ ଆସି କୀଟନାଶକ ଔଷଧ ପିଇ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା କନ୍ଦା ବୁଟୁରା ପଞ୍ଚାୟତ ତୁନଗାଁରେ।...

ବଡବିଲରେ ଏକାଧିକ ଚୋରି ମାମଲାରେ ୨ ଗିରଫ

ବଡବିଲ,୧୨।୫(ସ୍ବ:ପ୍ର:): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୨ ଜଣ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ...

ଭାଲୁକୁ ନେଇ ବନ ବିଭାଗ ନାକେଦନ, ଲୋକେ ଆତଙ୍କିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଯୋଗିମଠ ଗ୍ରାମ ନିକଟରେ ଏକ ବଣୁଆ ଭାଲୁ ଗ୍ରାମାଞ୍ଚଳକୁ ଚାଲି ଆସିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ସକାଳ ୭ଟା ସମୟରେ ଜଡିପଦା ଜଙ୍ଗଲରୁ ଗୋବର୍ଦ୍ଧନ ଦେଇ ଭାଲୁଟି ଆସୁଥିଲା। ଲୋକମାନେ...

ବାଣପୁର ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବାଣପୁର,୧୨।୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହି ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା ଘଟଣାରେ ବାଣପୁର ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗୁରୁବାର ବାଣପୁର ଭୀମପୁର...

ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

ଛତ୍ରପୁର,୧୨।୫(ଡି.ଏନ.ଏ.): ଗଞ୍ଜାମ ଜିଲା ଅଧୀନ ଗଞ୍ଜାମ ବ୍ଲକର ମାଳି ଜଗନ୍ନାଥପୁର ଗାଁରେ ହୋଇଥିବା ଏକ ବଳାତ୍କାର ମାମଲାରେ ଶୁକ୍ରବାର ଛତ୍ରପୁର ଏଡିଜେ ମନୋରଞ୍ଜନ ଦାଶ ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ୨ଜଣଙ୍କୁ ଜେଲ ଦଣ୍ଡାଦେଶ

ଫୁଲବାଣୀ ଅଫିସ,୧୨।୫: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣଙ୍କୁ ୪ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ...

ସ୍ବାଧୀନତାର ୭୬ବର୍ଷ ପରେ ଗୁହାରି ଶୁଣିଲେ ସରକାର,ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡି,୧୨।୫(ଡି.ଏନ.ଏ): ଦିଲୋରୀ ଓ ବୁଡାଗୁଡା ପଞ୍ଚାୟତର ଖଡଗ ନଦୀରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ଏଥିପାଇଁ ବିଜୁ ସେତୁ ଯୋଜନାରେ ୫କୋଟି ୪୮ ଟଙ୍କା ଅନୁଦାନ ଆସିଛି। ଏହି ପୋଲ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri