ଆମ ଜିଲା ଖବର

ମାଓବାଦୀ-ପୋଲିସ ଗୁଳି ବିନିମୟ: ୩ ମାଓବାଦୀ ନିହତ

ମ.ରାମପୁର,୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ବନାଞ୍ଚଳ ଟାପରଙ୍ଗ ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଡିଏସ୍‌ପି ଅତୁଲ ଦାସ...

ମୁକୁଳା ପଡ଼ିଛି ଡ୍ରେନ

ପୁରୀ ଅଫିସ,୯ା୫: ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା ଥିବାବେଳେ ପୁରୀ ସହରକୁ ରାଜ୍ୟ ତଥା ରାଜ୍ୟ ବାହାର ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ପ୍ରଦାନ କରାଯାଉଛି। ଏପରିକି ଘନଘନ ବୈଠକ...

ଗ୍ରାମକୁ ରାସ୍ତା ନାହିଁ, ଜିଲାପାଳଙ୍କୁ ଦାବିପତ୍ର

ଗୋପ,୯।୫(ଡି.ଏନ୍‌.ଏ.): ରାଜ୍ୟ ସରକାର ସାଧାରଣ ଲୋକଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ଗୋପ ବ୍ଲକ କୁଆଁପଡା ପଞ୍ଚାୟତ ଦଳିତ ନାୟକ ସାହି ଗ୍ରାମକୁ ଏପର୍ଯ୍ୟନ୍ତ ରାସ୍ତା ନାହିଁ। ଏହି ଗ୍ରାମରେ ୨୦ରୁ ଊଦ୍ଧର୍‌ବ ପରିବାର ବାସ କରୁଥିବାବେଳେ ବ୍ଲକ...

ଆଶା, ନିରାଶା ଆଣିଲା ସୁପ୍ରିମକୋର୍ଟଙ୍କ ରାୟ

ପୁରୀ ଅଫିସ, ୯ା୫: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବା ନେଇ ଆଇନଜୀବୀ ମୃଣାଳିନୀ ପାଢ଼ୀ ୨୦୧୮ ଜୁନ୍‌ରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରେ ରତ୍ନଭଣ୍ଡାର ଚାବି ହଜିବା, ରତ୍ନ ଅଳଙ୍କାର ଗଣତି ଓ ରତ୍ନଭଣ୍ଡାର ଖୋଲାଯିବା...

ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଯାଏ ଚକ...

ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍‌କୁ ଯାଇଛନ୍ତି। ଇଭିଏମ୍‌ ଓ ଅନ୍ୟାନ୍ୟ କାଗଜପତ୍ର ସହ ପୋଲିସ ସୁରକ୍ଷାରେ ସେମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ କେନ୍ଦ୍ରକୁ ଯାଇଛନ୍ତି। ୨୫୩ ବୁଥ୍‌...

ପ୍ରଦୂଷଣ ଜ୍ୱାଳାରେ ୨୦ରୁ ଊର୍ଦ୍ଧ୍ୱ ଗାଁ

ଯାଜପୁର ଅଫିସ,୯ା୫: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରେ ମିଶୁଛି। ଏହି ନଦୀ ଜଳରେ ମାରାତ୍ମକ ସାୟନାଇଡ୍‌ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ପରିମାଣ...

ଦନ୍ତାହାତୀ ଉତ୍ପାତ: ୪ ଜଣଙ୍କ ଘର ଭାଙ୍ଗିଲା

ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ରେଞ୍ଜରୁ ଗୋଠଛଡା ଦନ୍ତା ହାତୀ ପ୍ରବେଶକରି ଉତ୍ପାତ ଆରମ୍ଭ କରିଛି। ହାତୀ ଉତ୍ପାତରେ ୪ଜଣଙ୍କ ଘର ଭାଙ୍ଗିଛି। ଏହି ହାତୀଟି ପାଟଣା ରେଞ୍ଜ ମଲ୍ଲୀପଶି ବିଟ...

ପୂର୍ବ ଶତ୍ରୁତା: ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା

କାମାକ୍ଷାନଗର/ଭୁବନ, ୯।୫(ଡି.ଏନ୍‌.ଏ.): ରାଜନୈତିକ କନ୍ଦଳ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତ (୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ପୁଅ ସୁଜିତ ରାଉତଙ୍କ ଅଭିଯୋଗକ୍ରମେ କାମାକ୍ଷାନଗର...

କଥା ନ ହେବାରୁ ନାବାଳିକାଙ୍କ ତଣ୍ଟି କାଟିଦେଲେ

ଅନୁଗୋଳ ଅଫିସ, ୯ା୫: ବର୍ଷେ ହେଲା ନାବାଳିକାଙ୍କୁ ଜାଣିଥିଲେ ଯୁବକ। ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ବାର୍ତ୍ତାଳାପ ବନ୍ଦ କରିଦେଇଥିଲେ ନାବାଳିକା। ଆଉ ଏହାକୁ ନେଇ ଯୁବକ ଜଣକ ରାଗରେ ଏପରି ରକ୍ତମୁଖା ହୋଇଉଠିଥିଲେ...

ସଫେଇ କର୍ମଚାରୀଙ୍କୁ ମିଳୁନିି ଦରମା

ଦେବଗଡ଼୯।୫(ଡି ଏନ ଏ): ଦେବଗଡ଼ର ମୁନିସିପାଲିଟି ପୌର ପରିଷଦର ସଫେଇ କର୍ମଚାରୀମାନେ ଏକ ମାସର ଦରମା ପାଇଁ ନ ଥିବାରୁ ମଙ୍ଗଳବାର ମୁନିସିପାଲିଟି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୌର ପରିଷଦ ସଫେଇ କର୍ମଚାରୀ ସଂଘର ସଭାପତି ଧର୍ମେନ୍ଦ୍ର...

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ ହେବାରୁ ଏପରି କାମ କରିଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ। କଲେଜ ପଢୁଥିବା ଏକ ଝିଅଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri