ଆମ ଜିଲା ଖବର

ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ହେବ ବୋଲି ସରକାରଙ୍କ...

ଓଡ଼ିଆ ଭାଷାରେ ନାମଫଳକ ନ ଥିବାରୁ ନୋଟିସ

ଜୟପୁର,୮ା୫ (ନି.ପ୍ର.): ଜୟପୁର ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାଲିକମାନଙ୍କୁ ପୂର୍ବରୁ ଓଡିଆ ଭାଷାରେ ପ୍ରତିଷ୍ଠାନର ନାମ ଲେଖିବାକୁ କୁହାଯାଇଥିଲା। ଏବେ ପ୍ରଶାସନ ପକ୍ଷରୁ ତଦାରଖ ଆରମ୍ଭ ହୋଇଛି। ଯେଉଁମାନେ ନିଜ ପ୍ରତିଷ୍ଠାନର ନାମ...

ଥାନାରେ ଅଟକ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

କୁଚିଣ୍ଡା,୮ା୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ମନ୍ତ୍ରୀମୁଣ୍ଡା ପ୍ରାଥମିକ ସ୍କୁଲ ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ(୪୩) ଓରଫ ମଣ୍ଟୁଙ୍କ ଗଳାକାଟି ହତ୍ୟା କରାଯିବା ଘଟଣାର ଇତିମଧ୍ୟରେ ୩୬ ଘଣ୍ଟା ବିତିଲାଣି। ହେଲେ ଶିକ୍ଷକଙ୍କୁ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ହତ୍ୟା...

ଚାପମୁକ୍ତ ଜୀବନ ଉପରେ ଗୁରୁତ୍ୱ

ସମ୍ବଲପୁର,୮ା୫(ବ୍ୟୁରୋ): ସମ୍ବଲପୁର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାପମୁକ୍ତ ଜୀବନ ଓ ଦିବ୍ୟ ନେତୃତ୍ୱ ଶୀର୍ଷକ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ହୀରାକୁଦ ହିଣ୍ଡାଲକୋ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ, ବ୍ରହ୍ମକୁମାରୀ ବିଧାତ୍ରୀ ଯୋଗଦେଇ ବକ୍ତବ୍ୟ...

ତ୍ରିଶୂଳିଆଠାରେ କାଠଯୋଡ଼ିରେ ହେବ ଦ୍ୱିତୀୟ ସେତୁ

କଟକ ଅଫିସ,୮ା୫: କଟକର ତ୍ରିଶୂଳିଆ ନିକଟ କାଠଯୋଡ଼ି ନଦୀ ଉପରେ ଖୁବ୍‌ଶୀଘ୍ର ଦ୍ୱିତୀୟ ସେତୁ ନିର୍ମାଣ ହେବ। ଏହି ସେତୁ ୪ ଲେନ୍‌ ବିଶିଷ୍ଟ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗରେ ଏହି...

ଅନିଶ୍ଚିତତାରେ ରବି ଧାନ ସଂଗ୍ରହ

ପଦ୍ମପୁର,୮।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ରବିଧାନ ସଂଗ୍ରହ କେବେ ହେବ ସେ ନେଇ ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ମଣ୍ଡିକୁ ଅପେକ୍ଷା କରିରହିଛନ୍ତି। ପଦ୍ମପୁର, ପାଇକମାଳ,...

ଏଣିକି ଷ୍ଟିଲସିଟିରେ ମିଳିବ ତଟକା ପରିବା

ରାଉରକେଲା ଅଫିସ,୮।୫: ସୁନ୍ଦରଗଡ଼ ଜିଲା ଲାଠିକଟା, କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ଆଦି ବ୍ଲକର ପରିବା ଚାଷ କରୁଥିବା ୫ହଜାରରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କ ଅଭାବୀ ବିକ୍ରି ସମସ୍ୟା ଦୂର ହେବ। ଷ୍ଟିଲସିଟି ରାଉରକେଲା ସହରରେ ବର୍ଷଯାକ ତଟକା ପନିପରିବା...

ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ସେଲ୍‌ଫି ନେଲେ ଫାର୍ମାସିଷ୍ଟ

ବାରିପଦା ଅଫିସ,୮ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ୍‌ ବିଭ୍ରାଟ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି ପରିଲକ୍ଷିତ ହୋଇଛି। ଗସ୍ତ ସମୟରେ ନିୟୋଜିତ ଥିବା ଜଣେ ଫାର୍ମାସିଷ୍ଟ ରାଷ୍ଟ୍ରପତିଙ୍କ ଗମନାଗମନରେ ନିୟୋଜିତ...

ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ଜଙ୍ଗଲରେ ୧୯୮୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ...

ବନ୍ତଳା ବନାଞ୍ଚଳରେ ଥମୁନି ଦନ୍ତା ଦୌରାତ୍ମ୍ୟ

ଅନୁଗୋଳ ଅଫିସ,୮।୫: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଦନ୍ତା ଦୌରାତ୍ମ୍ୟ ଥମିବାର ନାଁ ନେଉନାହିଁ। ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଶୁଣ୍ଢରେ ପିଟି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୃତା ହେଲେ ତଳଗଡ଼ ଗ୍ରାମର ବିଜୁଳି ସାହୁ (୬୨)।...

ଜଳବାୟୁ ସହ ସମନ୍ବିତ ବିକାଶକୁ ଗୁରୁତ୍ୱ

ରାଉରକେଲା ଅଫିସ,୮।୫:ରାଉରକେଲା ବନଖଣ୍ଡ ଅଫିସ ସମ୍ମିଳନୀ କକ୍ଷରେ ରବିବାର ଜୈବ ଅର୍ଥନୀତି ସମ୍ପର୍କିତ ତ୍ରିଦିବସୀୟ ଜାତୀୟସ୍ତରର ଆଲୋଚନାଚକ୍ର ଉଦ୍‌ଘାଟିତ ହୋଇଯାଇଛି। ଏହି ଆଲୋଚନାଚକ୍ର ନୂଆଦିଲ୍ଲୀ ସ୍ଥିତ କେସି ଫାଉଣ୍ଡେଶନ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ ଓ ରାଉରକେଲା ବନଖଣ୍ଡର...

କଳାକୃତି ଗ୍ରାମରେ ହେବ ଓ୍ବାଟରପାର୍କ

ଢେଙ୍କାନାଳ ଅଫିସ,୮।୫: ଢେଙ୍କାନାଳ ଜିଲା ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଏଥିଲାଗି ତତ୍ପରତା ପ୍ରକାଶ ପାଇଛି। ବିଶେଷକରି କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁରକୁ ବିଶ୍ୱସ୍ତରୀୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri