ଆମ ଜିଲା ଖବର

ଶୁଖୁଛି ନାଗାବଳୀ, କମୁଛି ପାଣି

ରାୟଗଡ଼ା, ୭ା୫(ସ୍ବ.ପ୍ର.) ରାୟଗଡ଼ା ଜିଲାର ଜଳ ପାଇଁ ଜୀବନରେଖା ହେଉଛି ଚିରସ୍ରୋତା ନାଗାବଳୀ। ଏହାର ଉପତ୍ତ୍ତି ନିୟମଗିରି ପାହାଡ଼ରୁ ହୋଇଥିଲେ ହେଁ ଅନାଦି କାଳରୁ ଜିଲାବାସୀଙ୍କ ଜୀବନର ଆଧାର ପାଲଟିଛି। କୃଷି କ୍ଷେତ୍ରରୁ ଆରମ୍ଭ କରି ଜନସାଧାରଣଙ୍କ ଶୋଷ ମେଣ୍ଟାଇବାରେ...

୧୦ ଏକର ଜମିରେ ୮ଫୁଟ୍‌ର ପାଣି

ପାପଡ଼ାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁ ୧୦ ଏକର ଜମିରେ ପାଣି ଜମିଛି। କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ ୮ ଫୁଟ ଉଚ୍ଚର ପାଣି...

ସପ୍ତାହେ ନ ପୂରୁଣୁ ରାସ୍ତାରୁ ଉଠିଲାଣି ପିଚୁ

ଚନ୍ଦାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ଗ୍ରାମାଞ୍ଚଳରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ ଭତାଝରରୁ ଧୁରୁଆପଡ଼ା ରାସ୍ତାକୁ ଏସ୍‌ଆର ଫଣ୍ଡରେ ସଡ଼କ ଯୋଜନାରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପକ୍କା ସଡକ ତିଆରି ହେଲା।...

୬ ଦିନ ହେଲା ବାଲିଯାତ୍ରା ପଡ଼ିଆ ଅନ୍ଧାର

ପାରାଦୀପ, ୭ା୫(ସ୍ବ.ପ୍ର.) ପାରାଦୀପର ସବୁଠାରୁ ଚିତ୍ତବିନୋଦନ ସ୍ଥାନ ବାଲିଯାତ୍ରା ପଡ଼ିଆ ତଥା ବତୀଘର ପାଖ ସମୁଦ୍ର ବେଳାଭୂମି ଗତ ୬ ଦିନ ହେଲା ଅନ୍ଧାରରେ ରହିଛି। ଏହାଦ୍ୱାରା ଉକ୍ତ ସ୍ଥାନ ସା ପରଠାରୁ ଶୂନଶାନ ହେବା ସହ ଭୟାତୁର ପରିବେଶ...

ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ

ପଟ୍ଟାମୁଣ୍ଡାଇ, ୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ଗ୍ରାମସ୍ଥ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ଭାବେ ମାଟି ଖୋଳାଯାଇ ଚାଲାଣ କରାଯାଉଛି। ଜେସିବି ଲଗାଇ ନଦୀପଠାର ମାଟିକୁ ତଡ଼ାଯାଉଛି। ପରେ ଏହାକୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ବିକ୍ରି...

ଏନ୍‌ଜିଟି ନିୟମ ମାନୁନାହାନ୍ତି ଇଟା ବ୍ୟବସାୟୀ

କେନ୍ଦ୍ରାପଡ଼ା ଅଫିସ, ୭ା୫: ମେ’ମାସରେ ତାତି ବଢ଼ିଛି। ଗତ ସପ୍ତାହରେ ତାପମାତ୍ରା ୪୦ ଡିଗ୍ରୀ ଟପି ସାରିଛି। ଏହା ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନାଲି ଇଟା ଭାଟିରୁ ନିଆଁ ଲିଭୁନି। ସେହିପରି ବାଲି ଚୋରାଚାଲାଣ ଜିଲାର ନଦୀଶଯ୍ୟାକୁ ବେହାଲ କରୁଛି।...

୫ ଗାଁକୁ ଖୋଲିବ ରାସ୍ତା

ରାଇକିଆ,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶର ପଞ୍ଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ୫ ଊଦ୍ଧର୍‌ବ ଗାଆଁକୁ ସଂଯୋଗ କରୁଥିବା ଏହି ଏହି ରାସ୍ତା ଉପରେ ପୋଲ ନ ଥିବାରୁ ଲୋକେ ଅସୁବିଧାର...

୨ ଜଣଙ୍କୁ ପଳାତକ ଘୋଷଣା କରି କାନ୍ଥରେ ନୋଟିସ୍‌ ମାରିଲା ପୋଲିସ

ଚିତ୍ରକୋଣ୍ଡା,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓ ଦୌରା ତଥା ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ବାରମ୍ବାର କୋର୍ଟ ନୋଟିସକୁ ଅବମାନନା କରି ଧାର୍ଯ୍ୟ ତାରିଖଗୁଡିକରେ ହାଜର ନ ହେବାରୁ ଦୁଇଜଣଙ୍କୁ ପଳାତକ ଘୋଷଣା କରାଯାଇଛି। ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର...

୫-ଟି ରୂପାନ୍ତରଣରେ ଝଲସିଲା ଜଙ୍କିଆ ଭଗବତ ଦେବ ବିଦ୍ୟାପୀଠ

ନିରାକାରପୁର,୬ା୫(ଡି.ଏନ୍‌.ଏ.): ଶନିବାର ଓଡ଼ିଶାରେ ୩୨୩ଟି ହାଇସ୍କୁଲର ୫-ଟି ରୂପାନ୍ତରଣରେ ସାମିଲ ହୋଇଥିବା ବେଳେ ଖୋର୍ଦ୍ଧା ଜିଲାର ୬୨ଟି ସ୍କୁଲ ଏହି ଯୋଜନାରେ ସାମିଲ ହୋଇ ଉଦ୍‌ଘାଟିତ ହୋଇଛି। ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଜଙ୍କିଆ ପଞ୍ଚାୟତ ଭଗବତ ଦେବ ବିଦ୍ୟାପୀଠ ମଧ୍ୟ...

ପୋଖରୀ ନିକଟରେ ପଡ଼ିଥିଲା ଭାଲୁର ମୃତଦେହ

ଆନନ୍ଦପୁର,୬ା୫(ସ୍ବ.ପ୍ର.): ଆନନ୍ଦପୁର ବନଖଣ୍ଡ ଅଧୀନ ବରାଙ୍ଗ ଜଙ୍ଗଲ ପାର୍ଶ୍ୱ କଡ଼ରାମାଳ ଗାଁ ନିକଟ ପୋଖରୀ କୂଳରୁ ଏକ ଭାଲୁର ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଭାଲୁର ମୃତଦେହ ଦେଖି ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ସୂଚନା ଦେବାପରେ ବନ କର୍ମଚାରୀମାନେ...

ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ଗଛ ପକାଇ ପୋଷ୍ଟର ମାରିଲେ

ବାଲିଗୁଡ଼ା,୬ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ୍‌...

ଗଜପତିରେ ଲଜ୍ଜା, ଗର୍ଭବତୀ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୬।୫: ଗଜପତି ଜିଲା ରାୟଗଡ଼ ବ୍ଲକ ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଜିଲାର ଲକ୍ଷ୍ମୀପୁର ନିକଟସ୍ଥ କ୍ଷେତଡ଼ କାନ୍ୟାଶ୍ରମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri