ଆମ ଜିଲା ଖବର

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ: ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଜିଲାପାଳ ବିନୀତ ଭରଦ୍ବାଜ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇ ଦେଇଛନ୍ତି। ଏନେଇ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ...

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ଦେଖାଦେଲା ବିଦ୍ୟୁତ୍‌ ବିଭ୍ରାଟ। ପାୱାର ଟ୍ରିପ୍‌ ଯୋଗୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିବା କୁହାଯାଉଛି। ଶନିବାର ପୂର୍ବାହ୍ନ ୧୧ଟା ୫୬ରୁ ୧୨ଟା...

ଟ୍ରେନ ବଗିରୁ ନବଜାତ ଶିଶୁ ଉଦ୍ଧାର

ଖୋର୍ଦ୍ଧା ଅଫିସ,୬।୫ : ଖୋର୍ଦ୍ଧାରୋଡ଼ ଷ୍ଟେଶନରୁ ଶନିବାର ଏକ ନବଜାତ ଶିଶୁ ପୁତ୍ରଙ୍କୁ ରେଳବାଇ ପୋଲିସ ଶନିବାର ଉଦ୍ଧାର କରିଛି। ବାଙ୍ଗାଲୋରରୁ ଭୁବନେଶ୍ବର ଆସୁଥିବା ସାଇପ୍ରଶାନ୍ତି ନିଳୟମ୍‌ ଟ୍ରେନର ଜେନେରାଲ ବଗିରୁ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। କେହି ଜନ୍ମ ପରେ...

ଘୋଷଯାତ୍ରା ପାଇଁ ପୁରୀ ପଠାଗଲା ଫାସିକାଠ

ଖୋର୍ଦ୍ଧା ଅଫିସ,୬।୫ : ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ର ଶ୍ରୀନଅର ନିକଟ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ରଥ ନିର୍ମାଣ ପାଇଁ ଖୋର୍ଦ୍ଧା ବନଖଣ୍ଡ ଅଧୀନ ବାଙ୍କୀ ବୈଦ୍ଧେଶ୍ବର ଜଙ୍ଗଲରୁ ୧୫ଖଣ୍ଡ ଫାସିକାଠ ଶନିବାର ଟ୍ରକ ଯୋଗେ ପଠାଯାଇଛି...

ଗୁଣି, ଗାରେଡିକୁ ବିଲୋପ କରିବାକୁ ପ୍ରଶାସନର ଉଦ୍ୟମ

ଛତ୍ରପୁର,୬।୫(ଡି.ଏନ୍‌.ଏ.): ଜିଲାରେ ଗୁଣି ଗାରେଡି, ଡାହାଣୀ ଭଳି କୁପ୍ରଥା ଏବେ ବି ରହିଛି। ଏହାକୁ ନେଇ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଉଛି। ଏହାର ବିଲୋପ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଚେତନତା କରିବାକୁ ସ୍ଥିର କରାଯାଇଛି।...

ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ

ଆର୍‌ଡି,୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟରେ ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭ୍ୟାସଭ୍ୟ ବିରୋଧ କରିଛନ୍ତି। ସୂଚନା ମୁତାବକ, କୋଇଲଖା ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ କନକ ମୁଣ୍ଡା...

କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ

ବୈପାରୀଗୁଡା,୬।୫(ଡି.ଏନ୍‌.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ କାମର ବିଲ କରାଇବା ପାଇଁ ଲାଞ୍ଚ...

ପଲୁରୁ ଅଞ୍ଚଳରେ ୨ ମାସ ମଧ୍ୟରେ ହେବ ପୁଷ୍ପା-୨ ଶୁୁଟିଂ

ମାଲକାନଗିରି,୬ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପଲୁରୁ ଅଞ୍ଚଳରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ପୁଷ୍ପା-୨ ଚଳଚ୍ଚିତ୍ର ଶୁଟିଂ। ଶୁକ୍ରବାର ପୁଷ୍ପା-୨ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାରଙ୍କ ସହ ଜର୍ମାନୀରୁ କ୍ୟାମେରା ମୁଖ୍ୟ କୁବା ମାଲକାନଗିରି ଜିଲାରେ...

ଅଶ୍ୱିନୀ, ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗୀର ଅଫିସ,୬ା୫: ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ବଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ...

ପଞ୍ଚାୟତବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସମ୍ବଲପୁର/କୋଲାବିରା,୬ା୫(ବ୍ୟୁରୋ/ଡି.ଏନ.ଏ.): ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ପ୍ରତିବାଦରେ ଶୁକ୍ରବାର ଝାରସୁଗୁଡା ଜିଲା କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତବାସୀ ବୈଠକ କରି ଉପନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଜାଣିବା ପରେ ଅଞ୍ଚଳରେ ପ୍ରଚାର କରୁଥିବା...

ମସିଣା ବନ୍ଧ କାମ ଆରମ୍ଭ

ଲାଠୋର, ୬।୫ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଡ୍ୟାମ (ବନ୍ଧ) ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିବା ଦେଖାଯାଇଛି। ୧୯୮୦...

ନର୍ଲା ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର

ପଲମ,୬।୫ (ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ନର୍ଲା ସରକାରୀ ଡାକ୍ତରଖାନାରେ ନାହଁ।ନ୍ତି ବିଶେଷଜ୍ଞ ଡାକ୍ତର। ରାଜ୍ୟ ସରକାର ସବୁବେଳେ ମହିଳା ଓ ସେବା ପ୍ରତି ସବୁ ସମୟରେ ପ୍ରାଥମିକତା ଦେଇ ଆସୁଥିବାବେଳେ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗଁ ଏହାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri