ଜଗତ୍ସିଂହପୁର ଅଫିସ,୫।୫:୨୦୧୯ରେ ଫନୀ ବାତ୍ୟାରେ ଜଗତ୍ସିଂହପୁର ସମେତ ମୋଟ ୧୦ ଜିଲା ପ୍ରଭାବିତ ହୋଇଥିଲା। ବାତ୍ୟା ପରେ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବେ ବୋଲି ଘୋଷଣା କରିଥିଲେ। ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା...
ପଟ୍ଟାମୁଣ୍ଡାଇ,୫ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ରେ ରାଜ୍ୟ ସରକାର ଏନ୍ଏସ୍ସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୩୫ବର୍ଷ ପୂରିଛି। କ୍ରମବଦ୍ଧିଷ୍ଣୁ ସହର ଏବେ ନଦୀ, ନାଳ, ପୋଖରୀକୁ...
ଡେରାବିଶ/ପାଟକୁରା, ୫ା୫(ସ୍ବ.ପ୍ର./ଡି.ଏନ୍.ଏ.): ଜମାକାରୀଙ୍କ ଅଗୋଚରରେ ଫିକ୍ସ ଡିପୋଜିଟ୍ରୁ ୮ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲ୍ଳକ ବଙ୍ଗାଳପୁର ପଞ୍ଚାୟତ ମାହାଳସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ। ଏହି ଶାଖାରେ...
Page 1,339 of 6,011« First«...102030...1,3371,3381,3391,3401,341...1,3501,3601,370...»Last »
Archives
Model This Week
ପିଲାଙ୍କ ଧରିତ୍ରୀ