ଆମ ଜିଲା ଖବର

ଟ୍ରକ୍‌ ଚାପାରେ ଦୁଇ ମୃତ , ଜଣେ ଗୁରୁତର

କେନ୍ଦୁଝର,୪।୫ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ରାଙ୍କିି ପେଟ୍ରୋଲ ପମ୍ପ ନିକଟରେ ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ରକ୍‌ ଚାପି ଦେବାରୁ ରାସ୍ତାରେ ଠିଆ ହୋଇଥିବା ଦୁଇ ଜଣ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟ ଜଣେ...

ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୪।୫(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି। କରୋନା କଟକଣା ଯୋଗୁଁ ଦୀର୍ଘ ଚାରି ବର୍ଷ ପରେ ମା’...

ହାତୀ ଆକ୍ରମଣରେ ଜଣେ ଗୁରୁତର

ମୋରଡା,୪।୫(ଡି.ଏନ.ଏ.): ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧିନ ସଂଘାଡ଼ିହି ଗ୍ରାମର ମଙ୍ଗଲ ହେମ୍ବ୍ରମ (୩୮) ବୁଧବାର ରାତିରେ ବିଲକୁ ଯାଇଥିବା ସମୟରେ ସେଠାରେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଯାହା ଫଳରେ...

ଦେଶୀ ମଦଭାଟିକୁ ବିରୋଧ, ଭାଙ୍ଗିଦେେଲେ ଗ୍ରାମବାସୀ

କୋଡ଼ିଙ୍ଗା, ୪।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅଧୀନ ଡାଡିଆ ମଝିଗୁଡା ଗାଁରେ ଦେଶୀମଦ ଭାଟିକୁ ଗ୍ରାମବାସୀ ଭାଙ୍ଗି ଦେଇଛନ୍ତି। ଶୋଭାଯାତ୍ରାରେ ଶତାଧିକ ମହିଳା ପୁରୁଷ ଆସି ମଦ ଭାଟି ଭିତରେ ପ୍ରବେଶ କରି ରନ୍ଧା ଦେଶୀ ମଦ, ମଦ,...

ପାଣି ଟାଙ୍କି ନିର୍ମାଣ ସରିଲାନି, ଲୋକେ ହନ୍ତସନ୍ତ

ମାଥିଲି,୪ା୫(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଟେମୃପାଲି ପଞ୍ଚାୟତରେ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଉଥିବା ପାଣି ଟାଙ୍କି କାମ ୩ ବର୍ଷ ପରେ ବି ସରିଲାନି। ଫଳରେ ଲୋକେ ପାଣି ପାଇଁ ନାହି୍ୟ ନ ଥିବା ଅସୁବିଧାର ସମ୍ମୁଖୀନ...

ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ

ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ ଶ୍ରେଣୀରେ ରହିଛି। ସେଥିପାଇଁ ଉଭୟ ଶ୍ରେଣୀରେ ଉପସ୍ଥାନ ପଡୁଛି। ନୟାଗଡ ବ୍ଲକରେ ଏପରି...

ଧିମେଇ ଚାଲିଛି ନୂଆଗାଁ ବ୍ଲକର ବିକାଶ

ନୂଆଗାଁ, ୪।୫(ଡି.ଏନ.ଏ.): ଗାଁଠୁ ସହର ଯାଏ ସବୁର ଉନ୍ନତି ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେହି ଅନୁଦାନକୁ ସଠିକ ଭାବେ ବିନିଯୋଗ କରାଯାଉନାହିଁ। ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରି ଗାଁର ବିକାଶ କରିବାରେ ଅସଫଳ...

୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଶିଶୁ ଓ...

ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ତାତି ଶିଥିଳ

କାମାକ୍ଷାନଗର, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୭ଟି ଗ୍ରାମକୁ ନେଇ ଓଡ଼ିଶା ଥର୍ମାଲ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଓଟିପିସିଏଲ୍‌) ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌ ପ୍ରକଳ୍ପରେ ଶିଥିଳତା ଦେଖାଦେଇଛି। ୨୦୧୧ରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲାଗି ପ୍ରକ୍ରିୟା...

ରେଳ ଧାରଣାକୁ ଖସିପଡ଼ିଲା ହାଇଓ୍ବା

ଭୁବନ, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ଯମୁନାକୋଟ ଗ୍ରାମ ନିକଟ ରେଳଧାରଣାରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ବା (ନଂ. ଓଡ଼ି ୦୪ ଏନ୍‌ ୧୦୯୬) ଭାରସାମ୍ୟ ହରାଇ ଓଭରବ୍ରିଜ୍‌ ଉପରୁ...

ଜିଲାପାଳଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ

ଫୁଲବାଣୀ ଅଫିସ, ୪ା୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ କିଓସ୍କ ବ୍ୟାଙ୍କି ସଂସ୍ଥା ଠକେଇ ଘଟଣାରେ ହିତାଧିକାରୀ କିପରି ଟଙ୍କା ପାଇବେ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡିଛିା ଗରିବ ଶ୍ରେଣୀର ଏହି ହିତାଧିକାରୀମାନେ ଟଙ୍କା ନ ପାଇ...

ରାଷ୍ଟ୍ରପତିଙ୍କ ଅପେକ୍ଷାରେ ଜନ୍ମମାଟି

ବାରିପଦା ଅଫିସ,୪ା୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତକୁ ନେଇ ରାଇସିନାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରଶାସନ ତତ୍ପର ହୋଇପଡ଼ିଛି। ସମଗ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri