ଆମ ଜିଲା ଖବର

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଷ୍ଟେଶନ-କେନ୍ଦୁଝର ଟ୍ରାଫିକ ପୋଲିସ ଷ୍ଟେଶନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ୨।୫: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେଶନ ଭାବେ ଉନ୍ନୀତ କରାଯାଇଛି। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ...

ଟ୍ରଲର ପଛରେ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ: ଜଣେ ମୃତ

ପାଟଣା,୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରଲରକୁ ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଛି। ଟ୍ରଲର...

ଆସୁଛନ୍ତି ରାଷ୍ଟ୍ରପତି: ୪ ଓ ୫ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ତେବେ...

ଓଡ଼ିଶାରୁ ଗୁଜରାଟକୁ ହେଉଥିଲା ଚାଲାଣ, ଧରିଲା ପୋଲିସ

କୋରାପୁଟ,୨/୫(ସ୍ବ.ପ୍ର.): ମାଛକୁଣ୍ଡ ପୋଲିସ ପକ୍ଷରୁ ମଙ୍ଗଳବାର ଚଢାଉ କରାଯାଇ ୫୦୨ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି। ଏନେଇ ମାଛକୁଣ୍ଡ ଥାନାରେ ୫୯/୨୦୨୩ରେ ଏକ ଏନଡିପିଏସ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛିା ଏହି ଚଢାଉବେଳେ ଗଞ୍ଜେଇ ମାଫିଆମାନେ...

ଶ୍ରମିକଙ୍କ ଦୁଃଖ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ ମକରନ୍ଦ

ରାୟଗଡ଼ା,୧।୫(ସ୍ବ.ପ୍ର.): ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସୋମବାର ସରକାରଙ୍କ ଉପରେ ଖୋଲାଖୋଲି ବର୍ଷିଛନ୍ତି। ମଞ୍ଚ ଉପରେ ନିଜର ଅଭିଭାଷଣ ରଖି ରାଜ୍ୟ ଓ କେନ୍ଦ୍ର ସରକାର ସମେତ ଜିଲା ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ...

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ପାଳିଲେ ସାମ୍ବାଦିକ

କୋରାପୁଟ,୧।୫(ସ୍ବ.ପ୍ର.): ଓଡ଼ିଶା ସାମ୍ବାଦିକ ୟୁନିୟନ ଆହ୍ବାନ କ୍ରମେ ସୋମବାର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୂପେ କୋରାପୁଟ ଜିଲା ସାମ୍ବାଦିକ ସଂଘ ପାଳନ କରିଛି । ଏଥିସହ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି...

ଗଞ୍ଜାମ ଜ଼ିଲାରେ ଆରମ୍ଭ ହେଲା ପଛୁଆ ବର୍ଗଙ୍କ ସାମାଜିକ, ଶିକ୍ଷାଗତ ସ୍ଥିତି ସର୍ଭେ

ଛତ୍ରପୁର,୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ପଛୁଆ ବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହୋଇଛି। ସର୍ଭେ କାର୍ଯ୍ୟ ଯେପରି ଠିକ୍‌ ହେବ ସେଥିନିମନ୍ତେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜିଲାର ପଛୁଆ...

ଶିମିଳିପାଳରୁ କଳାବାଘର ମୃତଦେହ ଜବତ: ସନ୍ଦେହରେ ଶିକାରୀ ଓ କର୍ମଚାରୀ

ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ  କଳା ବାଘର ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭୁବନେଶ୍ୱର ପିସିସିଏଫ୍‌ ସୁଶୀଲ କୁମାର ପୋପଲି ପ୍ରକାଶ କରିବା ସହ ଘଟଣାର ତଦନ୍ତ କରିବାକୁ...

ଗାଁ ପରିଦର୍ଶନ ପୂର୍ବରୁ ହୋଇଥିଲା ରାସ୍ତା ଅବରୋଧ: କାର୍ଯ୍ୟକ୍ରମ ଜାରି ରଖିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟ୍ଟାଙ୍ଗୀ,୧।୫(ଡି.ଏନ୍‌.ଏ.): ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଅନୁପ୍ରବେଶ କରି ତାଙ୍କ ରାଜ୍ୟ ସରକାରୀ ଯୋଜନାକୁ ନେଇ ଘରେ ଘରେ ବୁଲି ସଚେତନତା କରୁଥିବା ବେଳେ ଓଡ଼ିଶା ଜିଲା ପ୍ରଶାସନ ରାସ୍ତା ଉପରେ ମାଟି ପକାଇ ରାସ୍ତା ଅବରୋଧ କରି...

ଋଣ ଶୁଝି ସୁନା ଆଣିବାକୁ ଯାଇଥିଲେ: ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତ ନେଇଗଲେ ୧ଲକ୍ଷ ୯୯ ହଜାର

ଭଦ୍ରକ ଅଫିସ,୧।୫: ବ୍ୟାଙ୍କ ଋଣ ଶୁଝି ସୁନା ଆଣିବାକୁ ଯାଉଥିଲେ। ବାଇକ୍‌ ଡିକିରେ ଟଙ୍କା ରଖି ମେଡିସିନ ଦୋକାନକୁ ଯାଇଥିଲେ । ହେଲେ ଫେରିଲା ବେଳକୁ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଫେରାର। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା...

ଅବକାଶ କାଳୀନ ହୋମଓ୍ବର୍କ ସହାୟତା କେନ୍ଦ୍ର ଉଦ୍‌ଘାଟିତ

ସୁନ୍ଦରଗଡ୧।୫(ଡିଏନଏ):  ରାଜ୍ୟ ସରକାରଙ୍କ ତରଫରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଗ୍ରୀଷ୍ମ ଅବକାଶ କାଳୀନ ହୋମଓ୍ବର୍କ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଯାହାକି ମେ ୧ରୁ ଆରମ୍ଭ ହୋଇ ଗ୍ରୀଷ୍ମ ଅବକାଶ ସମାପ୍ତ...

ବିବାହ ପୂର୍ବରୁ ଭାଇରାଲ ହେଲା ଭିଡିଓ: କପଲ୍‌ ଡ୍ୟାନ୍ସ କରୁଛନ୍ତି ବହୁଚର୍ଚ୍ଚିତ ଯୋଡ଼ି

ସମ୍ବଲପୁର,୧।୫(ବ୍ୟୁରୋ): ଆଉ କିଛି ସମୟର ଅପେକ୍ଷା ପରେ ବିବାହ ବନ୍ଧରେ ବାନ୍ଧି ହେବେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା । ଆସାମ ଗୁଆହାଟୀରେ ଏକ ବିଳାସମୟ ହୋଟେଲରେ ଉଭୟଙ୍କର ବାହାଘର ହେବ। ହେଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri