ଆମ ଜିଲା ଖବର

ନିଶା ଖାଇବାକୁ ଟଙ୍କା ନ ଦେବାରୁ ବୃଦ୍ଧ ପିତାଙ୍କୁ ମାରିଲେ ପୁଅ

ଆଠଗଡ଼,୩୦।୪(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବେଣ୍ଟପଦା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅ ଅପର୍ତ୍ତି ମହାନ୍ତିଙ୍କ ଲୁହାଛଡ଼ ଆକ୍ରମଣରେ ବୃଦ୍ଧ ପିତା ବାଲୁକେଶ୍ୱର ମହାନ୍ତି (୭୫)ଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆଠଗଡ଼...

ରାସ୍ତା ନିର୍ମାଣରେ ଅନିୟମିିତତା

ନିଶ୍ଚିନ୍ତକୋଇଲି,୩୦।୪(ସ୍ବ.ପ୍ର.) ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ପଞ୍ଚାୟତର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ...

ଭାଜପା ପ୍ରଚାର ଗାଡ଼ିିରୁ ପୋଷ୍ଟର ଫାଡ଼ିଲେ

ସମ୍ବଲପୁର,୩୦।୪(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି, କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ସଭାସମିତି କରିବା ସହ ପ୍ରଚାର ଗାଡି ମଧ୍ୟ ବୁଲୁଛି। ଏପରିସ୍ଥଳେ ଝାରସୁଗୁଡା ମ୍ୟୁନିସିପାଲିଟି ୨୦ନଂ. ୱାର୍ଡ...

ମେ’ ୧ ରୁ ୩ ମାସ ଭିତରକନିକା ବନ୍ଦ

ରାଜନଗର,୩୦।୪(ଡି.ଏନ.ଏ.): ସରୀସୃପଙ୍କ ନନ୍ଦନକାନନ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ’ ୧ ରୁ...

ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ନେଟ୍‌ସେବା ବନ୍ଦ କରି...

ଅବସରର ଦିନକ ପୂର୍ବରୁ ନିଲମ୍ବିତ

କୁଜଙ୍ଗ,୨୯ା୪(ଡି.ଏନ୍‌.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ...

ରେଳ ସାଇଡିଂରେ ପଡ଼ିଛି ଲକ୍ଷେରୁ ଊର୍ଦ୍ଧ୍ୱ ମେଟ୍ରିକ୍‌ ଟନ୍‌ ଖଣିଜ

ଯୋଡ଼ା,୩୦।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବିଭିନ୍ନ ରେଳ ସାଇଡିଂରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଏକ ଲକ୍ଷରୁ ଊର୍ଦ୍ଧ୍ୱ ମେଟ୍ରିକ ଟନ୍‌ ଲୁହାପଥର ପଡ଼ିରହିଛି। ଏହା ପଡ଼ି ପଡ଼ି ନଷ୍ଟ ହେଉଥିବା ବେଳେ ରେଳ ମନ୍ତ୍ରଣାଳୟ...

ପିଣ୍ଡି ଏକ ଦୁର୍ଗ ସଦୃଶ ରହିଥିଲା

ଖୋର୍ଦ୍ଧା ଅଫିସ,୩୦।୪: ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା, ଏ ମାଟିର ଗର୍ବ ଓ ଗୌରବ। ଭାରତ ସ୍ବାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହ ଇତିହାସର ସ୍ବର୍ଣ୍ଣାକ୍ଷାରରେ ଲିପିବଦ୍ଧ ହୋଇ ରହିଛି। ଏହି ଐତିହାସିକ ସଂଗ୍ରାମ ପଛର ମହାନାୟକଙ୍କୁ ସମ୍ମାନ...

ହାତୀ ନେଲା ଚାଷୀଙ୍କ ଜୀବନ

ଢେଙ୍କାନାଳ ଅଫିସ,୩୦।୪: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧ ପଞ୍ଚାୟତ କୁରମଟାଙ୍ଗର ଗ୍ରାମରେ ରବିବାର ହାତୀ ଆତଙ୍କ ଦେଖାଦେଇଛି। ଦନ୍ତା ଆକ୍ରମଣରେ ଚାଷୀ ଶ୍ରୀକାନ୍ତ ପରିଡ଼ାଙ୍କ ଭୋର ସମୟରେ ମୃତ୍ୟୁ ଘଟିଛି । ଶ୍ରୀକାନ୍ତ ଧାନ...

ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍‌ଚର

ଅନୁଗୋଳ ଅଫିସ, ୩୦।୪: ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍‌, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍‌ଚର। ଏହାଦ୍ୱାରା କେବଳ ଆବର୍ଜନାର ଉଚିତ ପରିଚାଳନା ହେଉନାହିଁ, ଅଧିକନ୍ତୁ ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି।...

ଡାକ୍ତର ଅଭାବରୁ ଅବ୍ୟବସ୍ଥା

ଭଦ୍ରକ ଅଫିସ/ବାରିପଦା ଅଫିସ/ବାଲେଶ୍ୱର ଅଫିସ/କେନ୍ଦୁଝର(ସ୍ବ.ପ୍ର.),୩୦।୪:ଭଦ୍ରକ ଜିଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀର ୭୦ ପ୍ରତିଶତ ପଦବୀ ଖାଲି ପଡ଼ିଛିି। ଯେଉଁମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଲମ୍ବା ଛୁଟିରେ ଯାଇଥିବା ବେଳେ କେତେଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା। ଜିଲାର...

ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ

ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି । ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନବିଭାଗ ଏହାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri