ଆମ ଜିଲା ଖବର

ଖବର ପ୍ରକାଶ ପରେ ଛାତ୍ରାବାସରେ ପାନୀୟ ଜଳ ସମସ୍ୟା ସୁଧୁରିଲା

ମାଲକାନଗିରି,୩୦।୪ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ଗୋରାଖଣ୍ଟା ୫-ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ୧୧୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯାଇଛି। ଏହି ଛାତ୍ରାବାସରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୦୦ ଜଣ...

କେନ୍ଦୁଗୁଡ଼ା ଗ୍ରାମରେ ଅଚଳ ହୋଇପଡ଼ିଛି ସୋଲାର ପ୍ରକଳ୍ପ

ବାଲିମେଳା, ୩୦।୪ (ଡି.ଏନ୍‌.ଏ.): ଏବେ ଚାଲିଛି ଗ୍ରୀଷ୍ମଋତୁ। ମାଲକାନଗିରି ଜିଲାରେ ଆରମ୍ଭ ହୋଇଛି ଜଳସଙ୍କଟ। ଜିଲାର କୋରୁକୋଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଜଳସଙ୍କଟ ତୀବ୍ର ହୋଇଛି। ପ୍ରାୟ ୪ମାସରୁ ଊର୍ଦ୍ଧ୍ୱ ହେବ ଏହି ଗ୍ରାମରେ ଅଚଳ ହୋଇପଡ଼ିଛି...

ଗେଣ୍ଡୁ ଫୁଲ ଚାଷ ଦେଇଛି ସ୍ବତନ୍ତ୍ର ପରିଚୟ

ଅମରପାଲି,୩୦।୪: (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଯୁବ ଚାଷୀ ଗେଣ୍ଡୁ ଫୁଲ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ...

ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ

ଦେବଗଡ଼, ୩୦।୪ (ଡି.ଏନ୍‌.ଏ.) ଦେବଗଡ଼ ସହରସ୍ଥିତ କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ। ବାରମ୍ବାର ଉଚ୍ଛେଦ ପାଇଁ ଆସି ବିଭିନ୍ନ ଆଳ ଦେଖାଇ ଫେରିଯାଉଛନ୍ତି। ଶୁକ୍ରବାର...

ରାସ୍ତାରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ବାଧା

ରାଉରକେଲା ଅଫିସ, ୩୦।୪: ରାଉରକେଲାର ବିଭିନ୍ନ ମୁଖ୍ୟମାର୍ଗରେ ଇଟା, ବାଲି, ଗେଟି, ମାଟି ଆଦି ନିର୍ମାଣ ସାମଗ୍ରୀ ପକାଇ ରାସ୍ତା ଅବରୋଧ କରାଯାଉଛି। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏଭଳି କାର୍ଯ୍ୟ କରୁଥିବା ଲୋକମାନଙ୍କ ଉପରେ...

୧୦୦ ବଦଳରେ ୩୦ ଶଯ୍ୟା ଡାକ୍ତରଖାନା

ଯାଜପୁର ଅଫିସ, ୩୦।୪: କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବା ଭୁୁଶୁଡ଼ି ପଡିଛି। ଏହି କ୍ରମରେ ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୁପରସ୍ପେଶାଲିଟି ହସ୍ପିଟାଲ କରିବାକୁ ୧୪ ଦିନ...

୨୫ କୋଟି ବ୍ୟୟ, ଚାଷୀଙ୍କ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୩୦।୪: କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ଜଳସେଚନ ସୁବିଧା ନାହିଁ। ଉଠା ଜଳସେଚନ ଅଥବା ବର୍ଷାକୁ ଚାଷୀ ଭରସା କରିଥାନ୍ତି। ତେବେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ଏକ ବୃହତ...

ଲାଲ୍‌ବାହିନୀର ଲାଲ୍‌ ଘରେ କମ୍ପ୍ୟୁଟର ଶିକ୍ଷା

ଚିତ୍ରକୋଣ୍ଡା,୨୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ଉପଦୃତ ଆଦିବାସୀ ଅଧ୍ୟୁଷିତ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ନିକଟସ୍ଥ ଥିବା ଲାଲ୍‌ବାହିନୀର ଲାଲ୍‌ ଘରେ ବହୁଦିନ ହେଲା ଯବାନମାନେ ରହିଆସୁଥିବା ବେଳେ ଜିଲା ପ୍ରଶାସନ...

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କୁ...

ନିଖୋଜ ମହିଳାଙ୍କ ମୃତଦେହ ମିଳିଲା

ହିଞ୍ଜିଳିକାଟୁ,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରି ଗ୍ରାମର ଅମୂଲି ନାହାକ ପାରିବାରିକ କଳହରୁ ଗତ ତାରିଖରୁ ନିଖୋଜ ଥିଲେ। କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ଜଗତି ପାହାଡ଼ରୁ ଶନିବାର ଅମୂଲିଙ୍କ ମୃତଦେହ ଜବତ ହୋଇଛି। ଅମୂଲିଙ୍କ ନିଖୋଜ ସମ୍ପର୍କରେ ପରିବାର...

ଟ୍ରକ୍‌ ଧକ୍କାରେ ଭାଙ୍ଗିଲା ଅରୁଣ ସ୍ତମ୍ଭ

ବୁଗୁଡ଼ା,୨୯ା୪(ଡି.ଏନ୍‌.ଏ.): ଓଡ଼ିଶାର ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରସିଦ୍ଧ ଦ୍ବିତୀୟ କାଷ୍ଠ ଅର୍କକ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖସ୍ଥ ଅରୁଣ ସ୍ତମ୍ଭଟି ଟ୍ରକ୍‌ ଧକ୍କାରେ ଭାଙ୍ଗି ମୁଖଶାଳା ଉପରେ ପଡ଼ିବାରୁ ଉପରେ ଥିବା ଅରୁଣ ମୂର୍ତ୍ତିଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଦୀର୍ଘ...

ବିବାହ ବାର୍ଷିକୀ ପାଳନ ପାଇଁ ଶ୍ୱଶୁର ଘରକୁ ଯିବା ବେଳେ ଦୁର୍ଘଟଣା, ଦମ୍ପତିଙ୍କ ସହ ଦୁଇ ଶିଶୁ ଆହତ

ଗଞ୍ଜାମ,୨୯ା୪(ଡି.ଏନ୍‌.ଏ.): ବିବାହ ବାର୍ଷିକୀ ପାଳନ ପାଇଁ ଶ୍ୱଶୁର ଘରକୁ ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଦମ୍ପତି। ଏହି ଦୁର୍ଘଟଣାରେ ଦୁଇ ଶିଶୁ କନ୍ୟା( ୬ ଓ ୨ ବର୍ଷ ) ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri