ଆମ ଜିଲା ଖବର

ଅଭିଯୁକ୍ତଙ୍କୁ ଛାଡ଼ିବା ଦାବିରେ ଥାନା ଆଗରେ ଧାରଣା

ଶେରଗଡ଼, ୨୭ା୪(ଡି.ଏନ.ଏ.): ଶେରଗଡ ବ୍ଲକର ସୁନାନ୍ତର ଛକରେ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ଘଟି ୧୩ଜଣ ଆହତ ହୋଇଥିଲେ। ସୁନାନ୍ତର ଗ୍ରାମର ଆହତ ଗନ୍ତାୟତ ଗୌଡଙ୍କ ଏତଲାକୁ ଭିତ୍ତି କରି ଶେରଗଡ଼ ପୋଲିସ ମାମଲା ରୁଜୁ କରି ଗୋଟିଏ ଗୋଷ୍ଠୀର...

ସୁନାଗହଣା ସହ ୩.୬୦ ଲକ୍ଷ ଜବତ, ୩ ଗିରଫ

ବାସୁଦେବପୁର,୨୭ା୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରୁ ତାରାକାନ୍ତ ସାହୁ ନାମକ ଜଣେ ସୁନା ବ୍ୟବସାୟୀଙ୍କ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ବାସୁଦେବପୁର ପୋଲିସ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ୪୮୬ ଗ୍ରାମର...

ବକେୟା ଚାଉଳ ଦାବିକଲେ ହିତାଧିକାରୀ

ଚମ୍ପୁଆ,୨୭ା୪(ଡି.ଏନ୍‌.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର ଅଧିକାରୀ ବୁଧବାର ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ହିତାଧିକାରୀ ବକେୟା ଚାଉଳ...

ସ୍ବାମ-ପିପିଳି ରାସ୍ତା ମରଣଯନ୍ତା

ପାଟଣା,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ପିପିଳିଆ ପୂର୍ତ୍ତ ବିଭାଗର ୧୦ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥା ରାସ୍ତାରୁ ପିଚୁ ତାଡ଼ି ଅଧପନ୍ତରିଆ ଭାବେ ଛାଡ଼ି ଦେଇଛି। ଫଳରେ ମେଟାଲ ଉଠି ଦୈନିକ ଦୁର୍ଘଟଣା...

୧୪୦୧ ଶିକ୍ଷକ ପଦବୀରୁ ୩୩୧ ଖାଲି

ଜଗତ୍‌ସିଂହପୁର ଅଫିସ, ୨୭ା୪: ରାଜ୍ୟ ସରକାର ଏବେ ଉଚ୍ଚ ବିଦ୍ୟାଳୟଗୁଡିକୁ ୫-ଟିରେ ରୂପାନ୍ତରଣ ଅଭିଯାନ ଜାରି ରଖିଛନ୍ତି। ଏହାଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଭିତ୍ତିଭୂମିର ଅଭାବ ଦୂର କରାଯାଇ ପାରୁଛି। ଏଥିସହ ପ୍ରତ୍ୟେକ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟରେ ୨ଟି ଲେଖାଏ...

ବିଡିଓ, ଭେଣ୍ଡରଙ୍କୁ ଜବାବ ତଲବ

କୋରେଇ,୨୭ା୪(ଡି.ଏନ.ଏ.): ଜାଲ ଭେଣ୍ଡର ରସିଦରେ ବିପୁଳ ଟଙ୍କାର ବିଲ କରି ଟିକସ ଫାଙ୍କି ଅଭିଯୋଗ ଘଟଣାରେ ଯାଜପୁର ଜିଲା କୋରେଇ ବିଡିଓ ହରଡ଼ଘଣାରେ ପଡିଛନ୍ତି। ଏନେଇ ସିଟିଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଆଞ୍ଚଳିକ ଅଧିକାରୀ ତଦନ୍ତ କରି ଗତ ୬ ତାରିଖରେ କୋରେଇ...

ରେଙ୍ଗାଲି କେନାଲ ନିର୍ମାଣ ପାଇଁ ଘର ଉଚ୍ଛେଦ

କାଳିଆପାଣି,୨୭ା୪(ଡି.ଏନ.ଏ.): ରେଙ୍ଗାଲି କେନାଲ ନିର୍ମାଣରେ ସମସ୍ୟା ଉପୁଯାଉଥିବା ଜଣେ ବ୍ୟକ୍ତିଙ୍କ ଘରକୁ ଜିଲା ପ୍ରଶାସନ ବୁଲଡୋଜର ଲଗାଇ ବୁଧବାର ଭାଙ୍ଗିଦେଇଛି। କାଳିଆପାଣି ଥାନା ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ କେନାଲ...

ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ

ରସୁଲପୁର,୨୭ା୪(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତ ହରିପୁର ମୌଜାର ଜିତେନ୍ଦ୍ର କୁମାର ସାହୁଙ୍କ ନାମରେ ଥିବା ଏକ ଘରୋଇ ଜମିରେ ଶବଦାହ ଗୃହ ନିର୍ମାଣ କରାଯାଉଛି। ଏହାକୁ ଜିତେନ୍ଦ୍ର ବିରୋଧ କରୁଛନ୍ତି। ହେଲେ ତାଙ୍କ ବିରୋଧକୁ ପଞ୍ଚାୟତ ପକ୍ଷରୁ...

ଜଳାଶୟରେ ମଲାମାଛ ଭାସୁଛନ୍ତି

ପାରାଦୀପ, ୨୭ା୪(ସ୍ବ.ପ୍ର.): ପାରାଦୀପ ବନ୍ଦର ବାଲିଝରା ଜଳାଶୟରେ ବୁଧବାର ସକାଳୁ ମଲାମାଛ ଭାସୁଥିବା ଦେଖିବାକୁ ମିଳିଛି। ସ୍ବଳ୍ପ ପରିମାଣରେ ଏହି ମାଛ ଭାସୁଛନ୍ତି। ଅତ୍ୟଧିକ ଖରା ଓ କାଳବୈଶାଖୀ ବର୍ଷା କାରଣରୁ ପାଣିର ଅମ୍ଳଜାନ ହ୍ରାସ ଯୋଗୁ ଏପରି ହୋଇ...

ନିଜକୁ ଭୂତ ସଂଘ ସଭାପତି କହୁଥିବା ବିପିନ ଗିରଫ

ଖୋର୍ଦ୍ଧା ଅଫିସ,୨୭ା୪: ନିଜକୁ ଭୂତ ସଂଘର ସଭାପତି କହୁଥିବା ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ନନ୍ଦପୁରରୁ ତାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ...

କୁଷ୍ଠରୋଗୀଙ୍କ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି ନୈରାଶ୍ୟଜନକ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ, ୨୭ା୪: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରିକନ୍‌ଷ୍ଟ୍ରକ୍ଟିଭ୍‌ ସର୍ଜରି(ଆର୍‌ସିଏସ୍‌)ପ୍ରକ୍ରିୟାକୁ ସୁଦୃଢ଼ୀକରଣ କରିବାକୁ ୨୦୨୨-୨୩ରେ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ପ୍ଲାନ୍‌ରୁ ବିଭିନ୍ନ ଯନ୍ତ୍ରପାତି କିଣିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ରାଜ୍ୟର ସମସ୍ତ ୩୦ ଜିଲା...

ପ୍ରେମ ପାଇଁ ଜୀବନ ଗଲା

ପରଜଙ୍ଗ, ୨୭।୪(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇ ଗ୍ରାମ ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ବୁଧବାର ଜବତ କରାଯାଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ମନୋଜ ବିଶ୍ୱାଳ। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଗୋଟିଏ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri