ଆମ ଜିଲା ଖବର

ନକଲି ସାର୍ଟିଫିକେଟ୍‌ରେ ଚାକିରି ଘଟଣା: ଆଉ ୫ ଅଟକ, ୨ କାର୍‌ ଜବତ

ବ୍ରହ୍ମପୁର ଅଫିସ,୨୬ା୪: ନକଲି ସାର୍ଟିଫିକେଟରେ ଚାକିରି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ପକାଇଛି। ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇବା ଅଭିଯୋଗ ଗଞ୍ଜାମ ଜିଲାରେ ବହୁଦିନ ଧରି ହୋଇଆସୁଛି। ଏବେ ଏହି ରାକେଟ ଗଞ୍ଜାମ ଜିଲାରେ...

ପୂର୍ବତନ ଆର୍‌ଆଇଙ୍କୁ ଜେଲ୍‌

ବ୍ରହ୍ମପୁର ଅଫିସ,୨୬ା୪: ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ବୁଧବାର ଏକ ଲାଞ୍ଚ ଗ୍ରହଣ ମାମଲାର ରାୟ ୮ବର୍ଷ ପରେ ପ୍ରକାଶ କରିଛନ୍ତି। ସେ ଗଞ୍ଜାମ ଜିଲା ଆସ୍କା ତହସିଲର ତତ୍କାଳୀନ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ...

ଚାକିରି ଦେବା ନାଁରେ ଲୁଟ୍‌, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୨୬ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବହୁ ଲୋକଙ୍କଠାରୁ ବିଦ୍ୟୁତ୍‌ ବିଭାଗରେ ଚାକିରି କରାଇ ଦେବା ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟିଥିବା ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି। ଏ ସମ୍ପର୍କରେ ଏସ୍‌ପି. ନୀତିଶ ବାଧ୍ୱାନୀ ଦେଇଥିବା ସୂଚନାନୁଯାୟୀ,...

ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ...

ଗ୍ରାମାଞ୍ଚଳ ଥାନାରେ ନିୟୋଜିତ ହେବେ ୨୧ ନୂଆ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ,୨୬ା୪: ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଁ ୨ ମାସ ଟ୍ରେନିଂ ନେବା ପରେ ପ୍ରାକ୍ଟିକାଲ ଟ୍ରେନିଂ ନେବାକୁ ବ୍ରହ୍ମପୁର ପୋଲିସ ଜିଲାରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ଥାନାରେ ୨୧ଜଣ ପୋଲିସ ନିୟୋଜିତ ହେବେ। ଏଥିସହ ଗୋଟିଏ ସପ୍ତାହ କୌଣସି...

ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ଢେଙ୍କାନାଳ ପୋଲିସର ତନାଘନା

ଢେଙ୍କାନାଳ ଅଫିସ,୨୬।୪: ଜେରକ୍ସ ଦୋକାନରେ କମ୍ପ୍ୟୁଟର ସହାୟତାରେ ପ୍ରସ୍ତୁତ କରାଯାଉଥିଲା ନକଲି ସାର୍ଟିଫିକେଟ। ଟଙ୍କା ଦେଲେ ମିଳିଯାଉଥିଲା ପ୍ରମାଣପତ୍ର। ନା ପରୀକ୍ଷା ଦେବାକୁ ପଡୁଥିଲା ନା କମ୍‌ ମାର୍କ ଆସିବାର ଭୟ ରହୁଥିଲା। ଆଶାୟୀଙ୍କ ମନ ମୁତାବକ ସାର୍ଟିଫିକେଟରେ ମାର୍କ...

କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

ଭୋଗରାଇ,୨୬ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାଯାଇଛି। ୭ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟାଙ୍କ ଗ୍ରାହକ ଓ କର୍ମଚାରୀଙ୍କୁ ମାଡ଼ମାରିବା ସହିତ ଭୟଭୀତ କରି ଲକ୍ଷାଧିକ ଟଙ୍କା...

ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ନିର୍ମାଣ ନେଇ ବିବାଦ

ଭଦ୍ରକ ଅଫିସ,୨୬।୪: ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣକୁ ନେଇ ନଦୀଗାଁ ଓ ଫଳପୁର ଦୁଇ ମୌଜା ମଧ୍ୟରେ ବିବାଦ ଉପୁଜିଛ। ଏ ନେଇ ବୁଧବାର ନଦୀଗାଁ ପଞ୍ଚାୟତବାସୀ ଓ ପାଖ ଗ୍ରାମର...

୩ ଚୋର ଗିରଫ: ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ

ପଦ୍ମପୁର,୨୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ଗଞ୍ଜାମ ଜିଲାର ଆସ୍କା ଥାନା ଅଞ୍ଚଳରୁ ୩ ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମନେ ହେଲେ...

ଝାରସୁଗଡ଼ା ଉପନିର୍ବାଚନ: ପ୍ରଚାର ଜୋରଦାର

ଝାରସୁଗୁଡ଼ା ଅଫିସ ୨୬।୪: ଝାରସୁଗଡ଼ା ଉପନିର୍ବାଚନକୁ ଆଉ ମାତ୍ର ୧୪ ଦିନ ଥିବା ବେଳେ ପ୍ରଚାର ସରିବାକୁ ରହିଛି ୧୨ ଦିନ । ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ...

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ରେ ଏକ...

ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୬।୪: ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗରେ ୫ ସଦସ୍ୟ ପଦ ଖାଲି ପଡ଼ିବା ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri