ଆମ ଜିଲା ଖବର

‘ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ହେଉ’

ପାଟଣା,୨୪ା୪(ସ୍ବ.ପ୍ର.): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ତରଫରୁ ଅପ୍ରେଲ ୧୨ରେ ହୋଇଥିବା ବାଇକ୍‌ ରାଲି ଓ ଅପ୍ରେଲ ୧୪ରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁମାନଙ୍କ ଉପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମାରଣାସ୍ତ୍ର୍‌ରେ ଆକ୍ରମଣ ଓ ଦଙ୍ଗା...

ବାବା ଶଗଡେଶ୍ୱରଙ୍କ ପୀଠରେ ଗଣ୍ଠିଲି ଫିଟା ଓ ଥାଳଉଠା ନୀତି

ଜମନକିରା,୨୪ା୪(ଡି.ଏନ.ଏ.): ଶୀତଳଷଷ୍ଠୀ ପୂଜା ପାଇଁ ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତସ୍ଥିତ ବାବା ଶଗଡେଶ୍ୱର ପୀଠରେ ଗଣ୍ଠିଲି ଫିଟା ଓ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷରେ ପିତାମାତା ହୋଇଥିବା ଅଜୟ ବେହେରା ଓ ସହଧର୍ମିଣୀ...

ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ତଥା ଦେବଦମ୍ପତି (ଶିବପାର୍ବତୀ)ଙ୍କ ବିବାହ କାର୍ଯ୍ୟ ପାଇଁ ରବିବାର ବିଭିନ୍ନ ଶିବାଳୟରେ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇବା ପରେ ଶୌଭାଗ୍ୟପ୍ରାପ୍ତି ହୋଇଥିବା ଦମ୍ପତି ଓ ପରିବାର ବର୍ଗ...

କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ

ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି...

ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ରାଇଘର, ୨୪।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି ଯୋଜନାରେ ମେଶିନ୍‌ ଦ୍ବାରା କାର୍ଯ୍ୟ କରାଯାଇ ଶ୍ରମିକଙ୍କୁ କାମ ଦିଆଯାଇଥିବା ଦର୍ଶାଇ କୋଟି...

ବାଲିଚୁଆ ପାଣି ଭରସାରେ ଗ୍ରାମବାସୀ

ନୂଆପଡା ଅଫିସ,୨୪।୪: ବିଶୁଦ୍ଧ ପାନୀୟ ଯୋଗାଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜାନା ଉପରେ ଯୋଜନା କରୁଛନ୍ତି। ସ୍ଥାନୀୟ ଅଧିକାରୀ ବା କର୍ମଚାରୀଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଯୋଗୁ ଲୋକେ...

ବୁଡ଼ିବାକୁ ବସିଲାଣି ବାଉଁଶ ଶିଳ୍ପ

ବାଲିମେଳା,୨୪ା୪(ଡ଼ି.ଏନ୍‌.ଏ.): ଦିନକୁ ଦିନ ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ। ଜଙ୍ଗଲକ୍ଷୟ ଓ ବାଉଁଶରେ ପ୍ରସ୍ତୁତ ସମଗ୍ରୀର ଚାହିଦା କମୁଥିବାରୁ ଏହି ଶିଳ୍ପକୁ ବୃତ୍ତି କରି ପରିବାର ଚଳାଉଥିବା ଲୋକେ ହତାଶ ହୋଇ ଦାଦନ ଖଟିବାକୁ ଅନ୍ୟତ୍ର ଯିବା ପାଇଁ ବାଧ୍ୟ...

କଲରାପତରିଆ ବାଘ ଛାଲ ଜବତ: ବନ୍ଧାହେଲେ ୨ ଅଭିଯୁକ୍ତ

ଫୁଲବାଣୀ ଅଫିସ, ୨୪।୪: କନ୍ଧମାଳ ଜିଲା ଖଜୁରୀପଡ଼ା ଷ୍ଟେଟ ବ୍ୟାଙ୍କ ଛକରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖଜୁରୀପଡ଼ା ଥାନା ଆରାପାଜୁ...

ଦକ୍ଷିଣାଞ୍ଚଳ ଅବକାରୀ ରେଞ୍ଜରେ ବଢୁଛି ନିଶା କାରବାର

ବ୍ରହ୍ମପୁର ଅଫିସ,୨୪ା୪: ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ରେଞ୍ଜରେ ଦିନକୁ ଦିନ ନିଶା କାରବାର ବଡୁଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନ୍‌ଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ୍‌-୨ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଅପେକ୍ଷା ଗତବର୍ଷ ଦୁଇ ଗୁଣା...

ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟର ମାଇଣ୍ଡ୍‌ ବୋଲି...

ଜିଲା ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଆତଙ୍କ

ଅନୁଗୋଳ ଅଫିସ, ୨୪।୪: କ୍ରମିକ ସଂଖ୍ୟା ଅନୁଯାୟୀ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଅଣଦେଖା କଲେ। ପଛରେ ଆସିଥିବା ଲୋକଙ୍କୁ ଆଗୁଆ ଡାକ୍ତରଙ୍କ ପରାମର୍ଶ ପାଇଁ ଛାଡ଼ିଲେ। ଏହାର ପ୍ରତିବାଦ କରିବାରୁ ଅସୁସ୍ଥ ଶିଶୁଙ୍କୁ ନେଇ ଚିକିତ୍ସା...

ବାର୍‌ହା ଆକ୍ରମଣରେ ୫ ଗୁରୁତର

ସମ୍ବଲପୁର,୨୪।୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଜୁମରା ଥାନା ଅଞ୍ଚଳରେ ସୋମବାର ବାର୍‌ହା ଆକ୍ରମଣରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ କାୟାକୁଦା ପଞ୍ଚାୟତ ଆମିଲିପାଣି ଗ୍ରାମର ମା’ଶଖା ଧୁରିଆ(୩୫) ଏବଂ ତାଙ୍କର ଝିଅ ଲକ୍ଷ୍ମୀପ୍ରିୟା ଧୁରିଆ(୯) ଓ ମା’ ଶାନ୍ତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri