ଆମ ଜିଲା ଖବର

ମାଠିଆ ଗଡୁଛି, ପାଣି ନାହିଁ

ଖୋର୍ଦ୍ଧା ଅଫିସ,୨୨।୪: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦଶରୁ ଊର୍ଦ୍ଧ୍ୱ ସହରର ତାପମାତ୍ରା ବଢି ଚାଲିଛି। ତାପମାତ୍ର ଦୈନିକ ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା...

ଭୋଜିଭାତ କରି ଆନନ୍ଦରେ ପାଳିଲେ ଇଦ

ସୋରଡା, ୨୨।୪: ସୋରଡାରେ ପବିତ୍ର ରମଯାନ ମାସର ଶେଷଦିବସ ଓ ଇଦ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି । ଶୁକ୍ରବାର ସାରେ ମସଜିଦ ପରିସରରେ ଆୟୋଜିତ ଇଫତାର ପାର୍ଟିରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ସମେତ କାଉନ୍‌ସିଲରମାନେ ଯୋଗ ଦେଇଥିଲେ...

ଆଇରନ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ: କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭଦ୍ରକ ଅଫିସ,୨୨।୪: ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥର ବନ୍ତ ବଜାର ଜଳସେଚନ ଅଫିସ ନିକଟରେ ଆଇରନ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଶୁକ୍ରବାର ରାତିରୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି...

ଅନ୍ଧାର ଆଡ଼କୁ ଗତି କରୁଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼, ୨୨।୪: (ଡି.ଏନ୍‌.ଏ.) କଳାହାଣ୍ଡି ଜିଲାରେ ବର୍ତ୍ତମାନ ଜମି ମାଫିଆଙ୍କ ଅରାଜକତା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି। ଜମି ମାଫିଆ ଓ ଅଧିକାରୀଙ୍କ ସଲାସୂତରାରେ ଗୋଚର ଜମି ହେଉ, ଦେବୋତ୍ତର ଜମି ହେଉ କିମ୍ବା ସ୍କୁଲ ନିର୍ମାଣ ହୋଇଥିବା ଜମି...

ରାନ୍ଦିଆ କମ୍ପାନୀ ଗେଟ୍‌ ଆଗରେ ୧୪୪ ଧାରା ବଳବତ୍ତର

ଭଦ୍ରକ ଅଫିସ, ୨୨।୪: ଭଦ୍ରକ ରାନ୍ଦିଆରେ ଥିବା ଏକ କମ୍ପାନୀର ୨୦୦ ମିଟର ଅଞ୍ଚଳରେ ଶନିବାର ପୂର୍ବାହ୍ନ ୬ ଟାରୁ ୨୫ ଏପ୍ରିଲ ପୂର୍ବାହ୍ନ ୬ ଟା ପର୍ଯ୍ୟନ୍ତ ୧୪୪ ଧାରାକୁ ବଳବତ୍ତର କରାଯାଇଛି । କମ୍ପାନୀ ରେ ଫରନେସ...

ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଯୋଜନା ବାଟବଣା

ରାଉରକେଲା ଅଫିସ୍‌, ୨୨।୪: ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ପାଇଁ ରାଉରକେଲା ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସହରରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ଯୋଜନା ଚାଲିଛି। ଏହି ଯୋଜନା ୨୦୧୨ରେ ଆରମ୍ଭ ହୋଇଥିଲେ ମଧ୍ୟ ରାଉରକେଲା ସହରରେ...

ପାଣି ନ ଦେଲେ ବିଦ୍ୟୁତ୍‌ ସଂଯୋଗ ବନ୍ଦ

ବରପାଲି, ୨୨।୪: (ଡି.ଏନ.ଏ.) ବରଗଡ଼ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି ଓ ବିଜେପୁର ବ୍ଲକର କେତେକ ଗ୍ରାମର ଚାଷଚଜମି ଜଳସେଚିତ କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ମେଗା ଜଳପ୍ରକଳ୍ପ ଯୋଜନା କରାଯାଇଛି। ମାତ୍ର ଏହି ପ୍ରକଳ୍ପରୁ ବରପାଲି ବ୍ଲକର ଗୋପାଇପାଲି,...

ଫର୍ଣ୍ଣେସରେ ପୋଡିଯାଇଥିବା ଗୁରୁତର ଶ୍ରମିକଙ୍କ ସିକିତ୍ସାଧୀନ ଅବସ୍ଥାରେ ମୃତ

ଭଦ୍ରକ ଅଫିସ,୨୨।୪: ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ ଗୁରୁତର ହୋଇଥିବା ଶ୍ରମିକ ବରପଦାର ବିଜୟ ମହାପାତ୍ରଙ୍କର ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି ।ସେ ଗୁରୁତର ଅବସ୍ଥାରେ ମୁମ୍ବାଇସ୍ଥିତ ନ୍ୟାସନାଲ ବର୍ଣ୍ଣ ସେଣ୍ଟରରେ ସିକିତ୍ସାଧୀନ ଥିଲେ...

ନେଟ୍‌ସେବା ବନ୍ଦ: ଗ୍ରାହକଙ୍କ ଡେଟା କ୍ଷତି

ସମ୍ବଲପୁର, ୨୨।୪: (ବ୍ୟୁରୋ) ସମ୍ବଲପୁର ଜିଲାରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାତ୍ମକ ଘଟଣା ଘଟିଥିଲା। ତେଣୁ ଜିଲା ପ୍ରଶାସନର ଅନୁରୋଧକ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୧୩ ତାରିଖଠାରୁ ମୋବାଇଲ, ବ୍ରଡ୍‌ବ୍ୟାଣ୍ଡ ଓ ବିଭିନ୍ନ...

ସହଲା ଗ୍ରାମ ପଞ୍ଚାୟତ: କାର୍ଯ୍ୟରେ ଯୋଗଦେଲେ ନିଲମ୍ବିତ ସରପଞ୍ଚ

ଡୁଙ୍ଗୁରିପାଲି, ୨୨।୪: (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ଗ୍ରାମ ପଞ୍ଚାୟତରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନିଲମ୍ବିତ ସରପଞ୍ଚ ପଟୁଆରୀ ପଧାନ । ସୂଚନା ଅନୁସାରେ, ସହଳା ଗ୍ରାମ ପଞ୍ଚାୟତର ସରପଞ୍ଚ ପଧାନ ଅପରାଧିକ ମାମଲାରେ ଗିରଫ...

ଘାଟିରୁ ଅଟୋ ଓଲଟି ୩ ମୃତ, ୧୦ ଆହତ

ପାରଳାଖେମୁଣ୍ଡି/ଆର.ଉଦୟଗିରି,୨୨।୪(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ନୂଆଗଡ଼ ଅଞ୍ଚଳର କାଣ୍ଡାମା ଘାଟିରୁ ଶୁକ୍ରବାର ଏକ ଅଟୋ ଓଲଟି ଜଣେ ମହିଳା, ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବ୍ରହ୍ମପୁର...

ସପ୍ତଗିରିଙ୍କୁ ରିପିଟ୍‌ କରିପାରେ କଂଗ୍ରେସ

ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri