ଆମ ଜିଲା ଖବର

ଅଜଣା ରୋଗ ପରେ କାଳବୈଶାଖୀ ଚିନ୍ତା

ବରଗଡ ଅଫିସ୍‌,୨୧।୪: ବରଗଡ଼ ଜିଲାରେ ଆଉ ୧୫ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ମେ ୬ତାରିଖରୁ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଅଧୀନ ମଣ୍ଡି ଗୁଡ଼ିକରୁ ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ କରାଯିବ। ଧାନ...

ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ନାହିଁ ଶୌଚାଳୟ

ଦେବଗଡ,୨୧।୪: (ଡି ଏନ ଏ) ଦେବଗଡ ପୌରପାଳିକାର ଜନସଂଖ୍ୟା ବଢିବାରେ ଲାଗିଛି। ସହରର ପରିମଳ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇ ବିଭନ୍ନ ସ୍ଥାନରେ ଶୌଚାଳୟ ଏବଂ ଗୋଷ୍ଠୀ ଶୌଚାଳୟ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ବ୍ୟସ୍ତବହୁଳ ସଦର ମହକୁମାସ୍ଥିତ...

ଗଛ ଭାଙ୍ଗିଲା, ବିଦ୍ୟୁତ୍‌ ସେବା ପ୍ରଭାବିତ

କୁଆଁରମୁଣ୍ଡା,୨୧।୪: (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢେ ୧ଟାରେ ହଠାତ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ୍‌...

ବିପଦପୂର୍ଣ୍ଣ ଭାବେ ଝୁଲୁଛି ଗଛଡାଳ

ରାଉରକେଲା ଅଫିସ୍‌,୨୧।୪: ରାଉରକେଲା ସହର ମୁଖ୍ୟ ମାର୍ଗ ଡେଲିମାର୍କେଟ ଶୁଦ୍ଧ ଭୋଜନାଳୟ ସମ୍ମୁଖରେ ଏକ ପିପ୍ପଲ ବୃକ୍ଷର ଶୁଖିଲା ଶାଖା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। ଗତ କିଛିଦିନ ତଳେ ଏହି ବୃକ୍ଷର ଗୋଟିଏ ଶାଖା ପବନ ଯୋଗୁ ତଳେ...

ଚଢ଼େଇ ଧରିବାକୁ ଗଛରେ ଚଢ଼ି ଦୁଇ ନାବାଳକଙ୍କ ଜୀବନ ଗଲା

ମାଲକାନଗିରି,୨୧ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୁକ୍ରବାର ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମୀ(୯) ଓ ମାଙ୍ଗା ମାଣ୍ଡି(୭) ଗଛରେ ଚଢ଼େଇ ବସିଥିବା ଦେଖି ଦୁହେଁ ଧରିବାକୁ ଗଛରେ ଚଢ଼ିଥିଲେ। ତେବେ...

ମାଛ ଧରିବା ନେଇ ବ୍ଲାଷ୍ଟିଂ

ସୋନପୁର,୨୧।୪: (ନି.ପ୍ର.) ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍‌ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି...

ତୁଟିଲା ବିବାଦ, କେରିମିଟିରେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୁନ୍ଦୁରା,୨୧ା୪ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ ପ୍ରତିଷ୍ଠା ହେବାର ୨୦ବର୍ଷ ବିତିଗଲାଣି। ମାତ୍ର ଏଠାରେ ଏଯାଏ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇପାରିନାହିଁ। ଏନେଇ ଗୁରୁବାର ନୂତନ ବିଡିଓ ରାମପ୍ରସାଦ ଦୋରାଙ୍କୁ ଭେଟି ଶତାଧିକ ଗ୍ରାମବାସୀ ପୂର୍ବତନ...

କର୍ଫ୍ୟୁ: ଇଦ୍‌ଗାରେ ହେବନାହିଁ ନମାଜପାଠ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ସହରରେ ଉପୁଜିଥିବା ଅଶାନ୍ତ ପରିବେଶ ଯୋଗୁ କର୍ଫ୍ୟୁ ଲଗାଯାଇଥିବାବେଳେ ନେଟ୍‌ସେବା ବନ୍ଦ କରି ଦିଆଯାଇଛି। ୭ଦିନ ହେଲା ଜିଲାରେ ନେଟ୍‌ସେବା ବନ୍ଦ ହୋଇଥିବା ବେଳେ ଗୁରୁବାର କେବଳ ବ୍ରଡ୍‌ବ୍ୟାଣ୍ଡ ଓ ଲିଜ୍‌ଲାଇନ ଉପରେ ସାମୟିକ ଭାବେ...

ନେଟ୍‌ସେବା ବନ୍ଦ: ଛାତ୍ରୀଛାତ୍ର ହଇରାଣ

ସମ୍ବଲପୁର,୨୧।୪: (ବ୍ୟୁରୋ) ସମ୍ବଲପୁର ନାଗରିକ କଲ୍ୟାଣ ସମିତି ସଦସ୍ୟମାନେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି। ସମ୍ବଲପୁରରେ ହୋଇଥିବା ହିଂସା ଘଟଣା ପରେ ସହର ଅଶାନ୍ତ ହୋଇପଡିଛି। ନେଟ୍‌ସେବା ବନ୍ଦ...

୫-ଟି ଅନୁଦାନ ବାଟମାରଣା

ଢେଙ୍କାନାଳ ଅଫିସ,୨୧।୪: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ପଞ୍ଚାୟତର ରଘୁନାଥଜୀଉ ବିଦ୍ୟାମନ୍ଦିରରେ ‘୫-ଟି’ ଅନୁଦାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବାରମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଶୌଚାଳୟ, ଜଳଯୋଗାଣ ଗୃହ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା...

୧୦ କି.ମି. ପାଇଁ ଖର୍ଚ୍ଚ ହେବ ସାଢ଼େ ୯ କୋଟି

ପରଜଙ୍ଗ,୨୧।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଭାଲୁମୁଣ୍ଡାଠାରୁ ସରାଙ୍ଗ ଗ୍ରାମ ନିକଟ ୫୩ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତ ହେବ। ଗୁରୁବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ତଥା...

ଜିଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ

ନୂଆପଡ଼ା ଅଫିସ୍‌,୨୧।୪: ଟିପିଡବ୍ଲୁଓଡିଏଲର ମନମୁଖୀ କାର୍ଯ୍ୟ ଓ ଶୋଷଣର ପ୍ରତିବାଦ କରି ଗୁରୁବାର ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ନୂଆପଡା ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୟ କିଷାନ ମଜଦୁର ସଂଗ୍ରାମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri