ଆମ ଜିଲା ଖବର

ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ

କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ମାତ୍ର ଏହା ଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।...

ବିକ୍ଷୋଭ ବେଳେ ପୋଲିସ ସହ ଧସ୍ତାଧସ୍ତି ମାମଲା: ୨୨ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଲା

କଟକ ଅଫିସ,୨୧ା୪: ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜେଲ୍‌ରେ ଥିବା ୨୨ ଜଣ ଭାଜପା ଯୁବମୋର୍ଚ୍ଚା ନେତାଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ବିକ୍ଷୋଭ କରିବାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇ ଯୁବମୋର୍ଚ୍ଚା ନେତାମାନେ ଗିରଫ...

ସମୁଦ୍ରରେ ନାବାଳକ ପ୍ରୀତମ ନିଖୋଜ ଘଟଣା: ଏସ୍‌ପି, ଡିଜିଙ୍କୁ ମାସେ ମହଲତ ଦେଲେ ଏନ୍‌ଏଚ୍‌ଆର୍‌ସି

ପାରାଦୀପ,୨୧ା୪(ସ୍ବ:ପ୍ର:): ପାରାଦୀପ ବିଜୁ ମଇଦାନ ସମୁଦ୍ରକୂଳରେ ୨୦୨୨ ମେ ୨୧ତାରିଖରେ ନାବାଳକ ପ୍ରୀତମ ଦାସ ନିଖୋଜ ହୋଇଥିଲେ। ଏହି ଘଟଣାରେ ଜଗତ୍‌ସିଂହପୁର ଏସ୍‌ପି ଓ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ମାସେ ମହଲତ ଦିଆଯାଇଛି। ଆସନ୍ତା ୨୪ ତାରିଖରେ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ...

ଶାନ୍ତି ଫେରୁଛି, ନେଟ୍‌ ସେବା କୋହଳ

ସମ୍ବଲପୁର,୨୧ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଗତ ୧୨ରେ ପଥରମାଡ଼ ଓ ୧୪ରେ ପୋଡ଼ାଜଳା ଘଟଣା ପରେ ସହର ଅଶାନ୍ତ ହୋଇପଡିଥିଲା। ଏହା ପରଠାରୁ ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ...

ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

ସାକ୍ଷୀଗୋପାଳ,୨୧ା୪ (ସ୍ବ.ପ୍ର./ଡି.ଏନ୍‌.ଏ.): ଜମ୍ମୁ କଶ୍ମୀରର ପୁଞ୍ଚର ମେନ୍ଧାର ଅଞ୍ଚଳରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ...

ସମ୍ବଲପୁରରେ ୟୁପି ପୋଲିସ ଟିମ୍‌କୁ ନେଇ ଚର୍ଚ୍ଚା

ସମ୍ବଲପୁର,୨୧ା୪(ବ୍ୟୁରୋ): ଉତ୍ତରପ୍ରଦେଶ ପ୍ରୟାଗରାଜର ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ତଥା ଗୁଳିମାଡ଼ରେ ମୃତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ସହଯୋଗୀଙ୍କ ଗୁଡ୍ଡୁ ମୁସଲିମ୍‌ ଦୀର୍ଘଦିନ ହେବ ଫେରାର ଅଛନ୍ତି। ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ବିଭିନ୍ନ...

ବିଷ ପିଇ ଜୀବନ ହାରିଲେ ନାବାଳିକା: ବନ୍ଧାହେଲେ ଅଭିଯୁକ୍ତ ପ୍ରେମିକ

କୋକସରା,୨୦ା୪(ଡି.ଏନ.ଏ.): ପ୍ରେମ ପ୍ରତାରଣାର ଶିକାର ହୋଇ ଜଣେ ନାବାଳିକା ଲୋକଲଜ୍ଜା ସହି ନ ପାରି ବିଷ ପିଇ ଗୁରୁତର ହୋଇପଡିଥିଲେ। ଏକ ମାସ ହେଲା ନାବାଳିକ ବୁର୍ଲା ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ। ଏମିତି...

ଝାଡ଼ାବାନ୍ତିରେ ୩୪ ଛାତ୍ରୀ ଅସୁସ୍ଥ

ସୁନ୍ଦରଗଡ଼/ଟେନସା/ବଣାଇ,୨୦।୪(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ବ୍ଲକ ଅଧୀନ ସ୍ବୟମ୍ବା ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ନିବାସରେ ବାସିଖାଦ୍ୟ ଖାଇ ୩୪ଜଣ ଅନ୍ତେବାସିନୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ କେ. ବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ଚିକିତ୍ସା...

ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍‌ ଅଭାବରୁ ତଳେ ଶୋଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ ଏଭଳି ବହୁ ପ୍ରସୂତି ନବଜାତ ଶିଶୁକୁ...

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଯିବା ଘଟଣା: ପୁଅ ଗିରଫ

ଦାରିଙ୍ଗବାଡ଼ି,୨୦ା୪(ଡି.ଏନ୍‌.ଏ.): ପୁଅବୋହୂଙ୍କ ଆକ୍ରମଣରେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟଣାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ମୃତ ବୃଦ୍ଧା ପୁଷ୍ପାଞ୍ଜଳି ପରିଚ୍ଛାଙ୍କ ପୁଅ ସୁନାମ ପରିଛା। ତାଙ୍କ...

ଗଛରେ ପିଟିହେଲା ତହସିଲଦାରଙ୍କ ଗାଡ଼ି, ୨ ଗୁରୁତର

କୁଜଙ୍ଗ,୨୦ା୪(ଡି.ଏନ୍‌.ଏ.): ଗୁରୁବାର ଅପରାହ୍ନରେ କୁଜଙ୍ଗ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି। ପ୍ରକାଶ ଯେ, କୁଜଙ୍ଗ ତହସିଲଦାର ବ୍ୟବହାର କରୁଥିବା ଓଡି ୦୫ ଏୟୁ ୮୨୩୬ ନମ୍ବର ବିଶିଷ୍ଟ ବୋଲେରୋରେ ଅତିରିକ୍ତ ତହସିଲଦାର ବାଇଧର...

ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ ଯନ୍ତ୍ରାଂଶ ନୟାଗଡ଼ରେ ପହଞ୍ଚିଛି। ଏଥିରେ ୨୪୦୦ ବାଲଟ ୟୁନିଟ୍‌ ଏବଂ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri