ଆମ ଜିଲା ଖବର

କାମରେ ଆସୁନି ଜଳପ୍ରକଳ୍ପ

ଦଶମନ୍ତପୁର, ୨୦।୪: ( ଡି.ଏନ୍‌.ଏ.) କାମରେ ଆସୁନି ୯ ଲକ୍ଷ ଟଙ୍କାର ଜଳପ୍ରକଳ୍ପ। ଜଳ କଷ୍ଟ ଭୋଗୁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଟିଶିଲଗୁଡା ଗ୍ରାମବାସୀ । ଏହି ଗ୍ରାମରେ ୭୨ ପରିବାର ବସବାସ କରନ୍ତି। ଜନସଂଖ୍ୟା...

ବନ୍ଦ ଯୋଗୁ ଜୀବନଜୀବିକା ଠପ୍‌

କୋରାପୁଟ/ଲମତାପୁଟ/ସୁନାବେଡ଼ା/ ସେମିଳିଗୁଡ଼ା/ଜୟପୁର/ପଟ୍ଟାଙ୍ଗି/ ନନ୍ଦପୁର, ୨୦।୪: (ସ୍ବ.ପ୍ର./ଡି.ଏନ୍‌.ଏ./ନି.ପ୍ର.) ସମ୍ବଲପୁରରେ ଘଟିଥିବା ହିଂସା ପ୍ରତିବାଦରେ ବୁଧବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ କୋରାପୁଟରେ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି। ଏହି ସମୟରେ ଗାଡି ଚଳାଚଳ ଠପ ସାଙ୍ଗକୁ ଦୋକାନବଜାର...

ଲୋ-ଭୋଲ୍‌ଟେଜ୍‌ରେ ନୟାନ୍ତ

ଢେଙ୍କାନାଳ ଅଫିସ, ୨୦।୪: ତତଲା କଡ଼େଇରେ ପରିଣତ ହୋଇଛି ସାରା ରାଜ୍ୟ। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ। ଜିଲାର ତାପମାତ୍ରା ୪୦ ଟପିଥିବାବେଳେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ଲୋ-ଭୋଲ୍‌ଟେଜ ସମସ୍ୟା ବୋଝ ଉପରେ...

ଭୟାବହ ଅଗ୍ନିକାଣ୍ଡ: ୧୪ ପରିବାର ସର୍ବସ୍ବାନ୍ତ

ଢେଙ୍କାନାଳ ଅଫିସ/ପରଜଙ୍ଗ (ଡି.ଏନ୍‌.ଏ.), ୨୦।୪: ଢେଙ୍କାନାଳ ଜିଲାର ପୃଥକ୍‌ ସ୍ଥାନରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ ବଖରା ପୋଡ଼ି ଛାରଖାର ହୋଇଯାଇଥିବାବେଳେ ୧୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁାର କରାଳ ରୂପ ଦେଖିବାକୁ ମିଳିଛି ସଦର ଥାନା...

ରାସ୍ତାକୁ ଓହ୍ଲାଇଲେ ଆଳତୁମାବାସୀ

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.) ଅନୁଗୋଳରୁ ଯାଜପୁରକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଧୀମେଇଛି। ଉକ୍ତ ବ୍ୟସ୍ତବହୁଳ ସଡ଼କ ମରଣଯନ୍ତା ପାଲଟିଥିବାବେଳେ ଏହାକୁ ନେଇ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ପ୍ରତିବାଦରେ ବୁଧବାର ଢେଙ୍କାନାଳ ଜିଲା କାମାକ୍ଷାନଗର...

ପଟାସ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ପାଟଣା,୨୦/୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକବୁଢୀ କାପୁଡି ପଞ୍ଚାୟତ ପାଣପଶି ପଟାସ ଜଙ୍ଗଲରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ମୃତଦେହ ନିକଟରେ କୀଟନାଶକ ସହ ସାଇକେଲ ପଡିରହିଥିବା...

ଅତିଷ୍ଠ କରୁଛି ବିଦ୍ୟୁତ୍‌ ବିଭ୍ରାଟ

ବଅଁରପାଳ, ୨୦।୪ (ଡି.ଏନ.ଏ.) ଅନୁଗୋଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି। ତାପମାତ୍ରା ରେକର୍ଡ ପରେ ରେକର୍ଡ କରୁଥିବା ବେଳେ ବଅଁରପାଳ ବ୍ଲକ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଦିନରେ ତାତି ଓ...

ଓଭରବ୍ରିଜ ତଳକୁ ଖସିପଡିଲା ବାଇକ୍‌, ଇଂଞ୍ଜିନିୟର ମୃତ

କେନ୍ଦୁଝର,୨୦।୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ଧୃପଦା ଓଭର ବ୍ରିଜ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଖସି ପଡିଛି। ଫଳରେ ଜଣେ ଇଂଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗସିଂହପୁର ଜିଲା କାକଟପୁର ଥାନା ଅଞ୍ଚଳର ଅରୁଣ କୁମାର...

ପାଞ୍ଚୋଟି ଚେକ୍‌ ଡ୍ୟାମ୍‌ର ପୁନରୁଦ୍ଧାର ଦାବି

ପୋଲସରା, ୨୦।୪: ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନାଥପୁର ଡାବୁରିଆ ନାଳରେ ନିର୍ମିତ ପାଞ୍ଚୋଟି ଚ୍ୟାକ୍‌ ଡ୍ୟାମ୍‌ର ମାଟି ବ୍ୟାଙ୍କ, ଗାର୍ଡ ୱାଲ, ପଥର ପ୍ୟାକିଙ୍କି, ଆବଶ୍ୟକ କଂକ୍ରିଟ କେନାଲ ନିର୍ମାଣ କରିବା, କାଶୀନାଥପୁର ଚ୍ୟାକ୍‌ ଡ୍ୟାମ୍‌ ଅର୍ଥାତ ପ୍ରାୟ...

୨୧ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ

ଗଞ୍ଜାମ, ୨୦।୪(ଡି.ଏନ.ଏ.) ଗଞ୍ଜାମ ସହର ବଡ଼ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ଅବସ୍ଥିତ। ଏଠାରେ ସ୍କୁଲ ନିର୍ମାଣ ପାଇଁ ଗଞ୍ଜାମ ତଥା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍‌ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ମା’ ସ୍ବର୍ଗତ ଯଶୋଦା ପଣ୍ଡା ଜମି ପ୍ରଦାନ...

ପାଣି ପାଇଁ ଡହଳବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ

ବାଲିଗୁଡା, ୨୦।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରତିଦିନର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି କାରଣରୁ ନଦୀ...

ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri