ଆମ ଜିଲା ଖବର

ଜୁଆଆଡ୍ଡାରେ ବଡ଼ଧରଣର ଚଢ଼ାଉ: ୯ ଗିରଫ, ୧୨ କାର୍‌ ଜବତ

ବରଗଡ଼ ଅଫିସ/ସୋହେଲା୧୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଜୁଆଆଡ୍ଡାରେ ଚଢ଼ାଉ କରିଥିଲା। ଜିଲାର ସୋହେଲା ଥାନା ଲୁହୁରାଚଟି ନିକଟ ରାଜସ୍ଥାନୀ ଢାବା ପଛପଟେ ଚାଲିଥିବା ଏହି ଜୁଆଆଡ୍ଡାରୁ ପୋଲିସ ନଗଦ ୨ଲକ୍ଷ...

ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ଏମ୍‌ପି...

ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କ ଯୋଡ଼ା-ବଡ଼ବିଲ ଗସ୍ତ

ବଡ଼ବିଲ,୧୯ା୪(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ବୁଧବାର କେନ୍ଦୁଝର ଜିଲା ଯୋଡ଼ା-ବଡ଼ବିଲ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ସିଂହ, ପ୍ରଥମେ ଯୋଡ଼ା ବ୍ଲକ କଣ୍ଡରାଠାରେ...

ଋଷିକୂଲ୍ୟା ମୁହାଣରେ ଡଲ୍‌ଫିନ୍‌

ଗଞ୍ଜାମ,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍‌ଫିନ୍‌୍‌ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ ନିଜ କ୍ୟାମେରାରେ ଡଲଫିନଙ୍କ ଫଟୋ ଉତ୍ତୋଳନ କରିଥିଲେ। ପ୍ରାୟ ଏକାଠି ୧୦ରୁ ଊର୍ଦ୍ଧ୍ୱ...

ସାଇ ମନ୍ଦିରରୁ ଚୋରି: ଦାନ ବାକ୍ସ, ବାବାଙ୍କ ରୁପା ମୁକୁଟ ନେଇଗଲେ ଦୁର୍ବୃତ୍ତ

ବରପାଲି,୧୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି କେନାଲ ରୋଡ୍‌ରେ ନୂଆ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ...

ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ଯାଜପୁର ଅଫିସ,୧୯ା୪: ଯାଜପୁର ଜିଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି...

ବଲାଙ୍ଗୀରରେ ବନ୍ଦ ପାଳନ

ବଲାଙ୍ଗୀର ଅଫିସ,୧୯ା୪: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି । ସମ୍ବଲପୁର ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟଣା...

ସମ୍ବଲପୁର ହିଂସା ପ୍ରତିବାଦ: ସୁନ୍ଦରଗଡ଼ରେ ବନ୍ଦ ପାଳନ

ସୁନ୍ଦରଗଡ଼,୧୯ା୪(ଡି.ଏନ୍‌): ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବୁଧବାର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁ ସୁନ୍ଦରଗଡ଼ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଶ୍ୱ...

‘ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ସମ୍ମାନ’ରେ ସମ୍ମାନିତ ହେଲେ ଶ୍ରୀସନ୍ନ୍ୟାସୀ ଜୀ

କଟକ ଅଫିସ,୧୯ା୪: କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଇଷାଣି ବ୍ରହ୍ମପୁର ପଞ୍ଚାୟତ ମଲ୍ଲୀପୁରର ମହାନଦୀପଠାରେ ‘ମହାନଦୀ ତଟୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର, ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ...

ଶରଣକୁଳ କଲେଜରେ ରାଗିଂ ଅଭିଯୋଗ

ନୟାଗଡ଼ ଅଫିସ,୧୯।୪: ନୟାଗଡ଼ ଜିଲାର ଶରଣକୁଳ କଲେଜର ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ୨ୟ ବର୍ଷର ୨୪ ଛାତ୍ରୀଛାତ୍ରଙ୍କୁ କଲେଜର ଅଧ୍ୟକ୍ଷ ଓ ଆଧ୍ୟାପକ ରାଗିଂ କରୁଥିବାର ଅଭିଯୋଗ ହୋଇଛି। ଅଧ୍ୟକ୍ଷ ଓ ଆଧ୍ୟାପକଙ୍କ କୋଚିଂ ସେଣ୍ଟରରେ ନ ପଢ଼ି...

ସମ୍ବଲପୁର ହିଂସା ଘଟଣାର ପ୍ରତିବାଦ: କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ

ଭବାନୀପାଟଣା,୧୯।୪(ସ୍ବ.ପ୍ର.): ସମ୍ବଲପୁର ହିଂସା ଘଟଣାରେ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓ ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲାକୁ ମିଶାଇ ମୋଟ ୧୪ ଜିଲାରେ ବୁଧବାର ବନ୍ଦ ଡାକରା...

ବନ୍ଦ ପ୍ରଭାବରେ ମାଲକାନଗିରି ଜିଲାରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ

ମାଲକାନଗିରି, ୧୯।୪ (ଡି.ଏନ୍‌.ଏ) ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ଦଙ୍ଗା ବିରୋଧରେ ବୁଧୁବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତରଫରୁ ଓଡିଶାର ୧୪ଟି ଜିଲାରେ ୧୨ଘଣ୍ଟିଆ ବନ୍ଦ ପାଳନ ହେଉଛି। ତେବେ ମାଲକାନଗିରି ଜିଲାରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri