ଆମ ଜିଲା ଖବର

ପାଣି ପାଇଁ ହଇରାଣ ଅନ୍ତେବାସୀ

ଲାଠୋର, ୧୮ା୪(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ନୂତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ଏଠାରେ ଥିବା ଛାତ୍ରୀଛାତ୍ର...

ଡୋକରୀଚଞ୍ଚରା, ବୁଢ଼ାରଜା ମନ୍ଦିର ସ୍ଥିତି ଅନୁଧ୍ୟାନ

କୋକସରା,୧୮।୪(ଡି.ଏନ.ଏ)-ସୋମବାର କଳାହାଣ୍ଡି ଜିଲାର ପ୍ରଶାସନିକ ଅଧିକାରୀଙ୍କ ମିଳିତ ଟିମ୍‌ କୋକସରା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ଓ ଆମପାଣି ବୁଢ଼ାରଜା ମନ୍ଦିର ପରିଦର୍ଶନ କରିଛନ୍ତି। କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ...

ଶୁଣିଲାନି ପ୍ରଶାସନ, ଶ୍ରମଦାନ କରି କୂଅ ଖୋଳିଲେ ଗ୍ରାମବାସୀ

ଦଶମନ୍ତପୁର,୧୮ା୪( ଡି.ଏନ.ଏ. ): ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଲାନାହିଁ। ଜନ ପ୍ରତିନିଧିଙ୍କୁ କହି କିଛି ସୁଫଳ ମିଳିଲାନି। ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ। ଗ୍ରାମରେ...

ପଦା ହେଉଛି ସୁଲିଆ ସଂରକ୍ଷିତ ଜଙ୍ଗଲ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ। ଜଙ୍ଗଲ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ। କେଉଁଠି ଜଙ୍ଗରେ ନିଆଁ ବଡ ବଡ...

୧୯ରେ ବରଗଡ଼ ଜିଲା ବନ୍ଦ

ବରଗଡ଼ ଅଫିସ୍‌,୧୮।୪: ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଆସନ୍ତା ୧୯ତାରିଖରେ ବରଗଡ଼ ଜିଲା ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ବରଗଡ଼ ମାରୱାଡ଼ି ଧର୍ମଶାଳାରେ ଏକ ବୈଠକ...

୩ ମହିଳାଙ୍କ ଜଣେ ସ୍ବାମୀ

ଭବାନୀପାଟଣା,୧୮।୪(ସ୍ବ.ପ୍ର): ସ୍ବାମୀ ଜଣେ, ସ୍ତ୍ରୀ ତିନୋଟି। ଫିଲ୍ମ ଷ୍ଟାଇଲରେ ପ୍ରେମ। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏପରି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲା ଭବାନୀପାଟଣାରେ। ଏଠିକାର ଜଣେ ବ୍ୟକ୍ତି ୩ ମହିଳାଙ୍କୁ ଠକି ବିବାହ କରିଥିବା...

ପ୍ରାର୍ଥନା କ୍ଲାସରେ ଅସୁସ୍ଥ ହୋଇପଡ଼ିଲେ ଛାତ୍ର

ପାଟଣା,୧୮।୪(ସ୍ବ. ପ୍ର.): କେନ୍ଦୁଝର ଜିଲାରେ ଦିନ ୧୦ଟା ବାଜିଲେ ପ୍ରବଳ ଖରା ଅନୁଭୂତ ହେଉଛି। ଖରାରେ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ପହଞ୍ଚିଛି। ଏଭଳିସ୍ଥିତିରେ...

ବେପରୁଆ ଗାଡ଼ି ଚାଳନା, ବଢୁଛି ଦୁର୍ଘଟଣା

କଟକ ସଦର,୧୮ା୪(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ମୁଖ୍ୟ ରାସ୍ତାର ଝିଙ୍କିରିଆଠାରୁ ଚାନ୍ଦୁଲି ପର୍ଯ୍ୟନ୍ତ ୧୬ କିମି ଅଂଶରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ଅଧିକାଂଶ ଦିନ ଦୁର୍ଘଟଣା ଘଟିଛି। ଇତିମଧ୍ୟରେ...

ଏସ୍‌ସିବିରେ ରକ୍ତ କର୍କଟ ରୋଗୀଙ୍କ ଜଟିଳ ପରୀକ୍ଷା ସୁବିଧା ନାହିଁ

କଟକ ଅଫିସ,୧୮ା୪: ଜଣେ ଗରିବ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଥିବାବେଳେ ବିଶ୍ୱସ୍ତରୀୟ ପଥରେ ଅଗ୍ରସର ହେଉଥିବା ଏସ୍‌ସିବି ମେଡିକାଲରୁ ଏଭଳି ରୋଗୀଟିଏ ଫେରିଯିବା ଅତ୍ୟନ୍ତ ଦୁଃଖଦ ପରିସ୍ଥିତି...

୨୭ରୁ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ୱରଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ। ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ...

ଡରାଉଛି ଖରା, ଅସ୍ତବ୍ୟସ୍ତ ଜନଜୀବନ

ଖୋର୍ଦ୍ଧା ଅଫିସ,୧୮ା୪: ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରଭାବ ରହୁଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହେଲାଣି। ଖରା ସହ ଖୋର୍ଦ୍ଧା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ସହରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ...

କେନାଲରେ ପାଣି ନାହିଁ,ଖୋଲୁନି ଜଳଛତ୍ର

ନିଶ୍ଚିନ୍ତକୋଇଲି,୧୭।୪(ସ୍ବ.ପ୍ର.): ଏପ୍ରିଲ ମାସରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏପରିକି ଦିନେ ଦୁଇ ଦିନ ହେବ ସତେଯେପରି ଆକାଶରୁ ଅଗ୍ନି ବର୍ଷା ହେଉଛି। ଏଭଳିସ୍ଥିତିରେ ନିଶ୍ଚିନକୋଇଲିରେ ନଈ ପୋଖରୀ ଓ କେନାଲରେ ପାଣି ଶୁଖି ଜଳ ପତନ କମିଯାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri