ଆମ ଜିଲା ଖବର

ଜଙ୍ଗଲରେ ଜଳ ସଙ୍କଟ, ବିପଦରେ ବନ୍ୟପ୍ରାଣୀ

ସରୁନି ଜଳାଶୟ କାମ କେନ୍ଦୁଝର,୧୮।୪(ସ୍ବ.ପ୍ର.) ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳ ସୁବିଧା ପାଇଁ ବନ ବିଭାଗ ପକ୍ଷରୁ ଜଳାଶୟ ଖନନ କରାଯାଉଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ସରୁ ନ ଥିବାରୁ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ...

ସାଇକେଲରେ ବୁହା ହେଉଛି ଅଳିଆ

କେନ୍ଦୁଝର ପୌରପାଳିକା କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଟ୍ରଲି ଗାଡ଼ି ଦିଆଯାଉନାହିଁ।...

ନଗଦ ଟଙ୍କା ଅଭାବ, ଲୋକେ ହଇରାଣ

ସମ୍ବଲପୁର,୧୮ା୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାକୁ ନେଇ ଜିଲାରେ ୫ଦିନ ହେଲା ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏହାସହ କର୍ଫ୍ୟୁ ମଧ୍ୟ ଲଗାଯାଇଛି। ଏଥିଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିିଛି। ବିଶେଷ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ରାଇରଙ୍ଗପୁର,୧୭ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ କଇଁପୁର ଗ୍ରାମର ଜଣେ ମହିଳାଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସାଉନା ମୁର୍ମୁଙ୍କ ସ୍ତ୍ରୀ ଥୁଲି(୩୦)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ଥାନାରେ ଏକ...

କଳା ପଲସର୍‌ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ରୂପ୍‌ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଞ୍ଚଳରେ କଳା ପଲସର୍‌ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ହାରର ମୂଲ୍ୟ...

ଅସନବଣି ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀଛୁଆ ମୃତଦେହ ଜବତକଲା ବନ ବିଭାଗ

ମୋରଡ଼ା/ବେତନଟୀ,୧୭ା୪(ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର ଭଦ୍ରାଶୋଳର ଅସନବଣି ସଂରକ୍ଷିତ ଜଙ୍ଗଲରୁ ଏକ ହାତୀଛୁଆର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଉକ୍ତ ହାତୀର ବୟସ ୧ ବର୍ଷ ହେବ। ସପ୍ତାହେ...

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ,ଧରିଲା ପୋଲିସ

ବାଲିଗୁଡ଼ା: ୧୭/୪:(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡା ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ସହ ଗୋଟିଏ...

ଗଞ୍ଜାମ ଜିଲାପରିଷଦ, ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଛତ୍ରପୁର,୧୭।୪(ଡି.ଏନ୍‌.ଏ.): ଦେଶରେ ଶ୍ରେଷ୍ଠ ଜିଲାପରିଷଦ ଭାବେ ଗଞ୍ଜାମ ଜିଲାପରିଷଦ ଏବଂ ଶ୍ରେଷ୍ଠ ବ୍ଲକ ଭାବେ ହିଞ୍ଜିଳ ବ୍ଲକକୁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ସମ୍ମାନ ମିଳିଛି। ସୋମବାର ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ...

କେନ୍ଦୁପତ୍ର କ୍ରୟ ମାମଲା: ଏକାଠି ହେଲେ ତୋଳାଳି, କର୍ମଚାରୀ

କୋକସରା,୧୭।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ...

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌

କଟକ ଅଫିସ,୧୭।୪: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଲିଙ୍କରୋଡ଼ ଠାରେ। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଛନ୍ତି। ଏଥିରେ କେହି ମୃତାହତ ହୋଇ ନ...

ବିଜୁବାବୁଙ୍କ ତିରୋଧାନ ଦିବସ

ସୋରଡ଼ା,୧୭ା୪(ଡି.ଏନ୍‌.ଏ.): ବିଜୁବାବୁଙ୍କ ୨୬ ତମ ଶ୍ରାଦ୍ଧ ଦିବସ ବିଜୁ ଜନତା ଦଳ ତରଫରୁ ପାଳିତ ହୋଇଯାଇଛି। ସକାଳୁ ବିଜୁ ପ୍ରେମୀମାନେ ଦଳୀୟ କାର୍ଯ୍ୟାଳୟରେ ଏକ ସଭା କରିଥିଲେ।ସେଠାରୁ ଶୋଭାଯାତ୍ରାରେ ବାହାରି ଗଣିଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସରକାରୀ ମେଡିକାଲରେ...

ଫ୍ଲାଏଓଭର ବ୍ରିଜ୍‌ କାମ ନିମ୍ନମାନର

ବଇଣ୍ଡା,୧୭।୪(ଡି.ଏନ.ଏ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ନିର୍ମାଣାଧୀନ ୫୫ନଂ. ଜାତୀୟ ରାଜପଥ ଫ୍ଲାଏଓଭର କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ସଞ୍ଜୀବ କୁମାର ପ୍ରଧାନ ଶୁକ୍ରବାର ଅନୁଗୋଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିଯୋଗପତ୍ରରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri