ଆମ ଜିଲା ଖବର

କୃଷିବହୁଳ ଜିଲାର ୭୦% ଲୋକ ଚାଷ ଉପରେ ନିର୍ଭର

ବ୍ରହ୍ମପୁର ଅଫିସ,୧୬ା୪:ଗଞ୍ଜାମ ଜିଲାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୭୦% କେବଳ ବିଭିନ୍ନ ଚାଷ ଉପରେ ନିର୍ଭର କରୁଛନ୍ତି। ଏହି ଜିଲାରେ ଥିବା ୪ ଲକ୍ଷାଧିକ ହେକ୍ଟର ଜମି ମଧ୍ୟରୁ ଅର୍ଦ୍ଧେକରେ ଖରିଫ ଧାନ ଏବଂ ଅବଶିଷ୍ଟରେ ଅଣଧାନ ଓ ପନିପରିବା...

୨ ଗ୍ରାମବାସୀ ପିଇବା ପାଣି ପାଇବାରୁ ବଞ୍ଚିତ୍ତ

ଧର୍ମଶାଳା,୧୬।୩(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଧୀନ କୁମାରୀ ପଞ୍ଚାୟତର ଦେଉଳି ଓ ଜାଲସୁଖା ଗ୍ରାମରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ୨ ଗ୍ରାମର ଅଧିବାସୀ ପିଇବା ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ...

ଗାଁ ମୁହାଁ ନେତା

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୬।୪: ଯଦି ନିର୍ଦ୍ଧାରିତ ସମୟରେ ଆସନ୍ତା ସାଧାରଣ ନିର୍ବାଚନ ହୁଏ, ତା’ହେଲେ ଆଉ ୧ ବର୍ଷ କମ୍‌ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି। ଏଭଳିସ୍ଥଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ,...

ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଶ୍ୱାଳ କାଁ...

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ଜଣକ ହେଲେ ଉକ୍ତ ଥାନା ପାଡ଼ନକେତା...

ଏନ୍‌ଏସିର ପାର୍କ ଘରୋଇକରଣ ହେବ

ଆସିକା,୧୬ା୪(ଡି.ଏନ.ଏ.): ଆସିକା ଏନ୍‌ଏସିର ଆୟ ବୃଦ୍ଧି ଓ ରକ୍ଷଣାବେକ୍ଷଣ ପାଇଁ ସହର ମଧ୍ୟରେ ଥିବା କରୋନେଶନ ପାର୍କ ଏବଂ ବାଣୀବିହାର ଓ ତାଲୁକା ଛକଠାରେ ଥିବା କଲ୍ୟାଣ ମଣ୍ଡପକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ା ଏହାଛଡା ଷ୍ଟେଟ ବ୍ୟାଙ୍କ...

ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ...

ଜିଲା ଚିକିତ୍ସାଳୟ ମୁଖ୍ୟ ଫାଟକ ବନ୍ଦ

ଅନୁଗୋଳ ଅଫିସ, ୧୬ା୪: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଫାଟକକୁ ଶନିବାର ବନ୍ଦ କରାଯାଇଛି। ଡ୍ରେନ୍‌ କାର୍ଯ୍ୟ ପାଇଁ କିଛିଦିନ ପର୍ଯ୍ୟନ୍ତ ଫାଟକ ବନ୍ଦ ରହିବ ବୋଲି ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ମେଡିକାଲକୁ ଆସୁଥିବା...

ଶିଶୁଶ୍ରମିକ ନିୟୋଜିତ କରୁଛି ଠିକା ସଂସ୍ଥା

ମୋରଡ଼ା,୧୬ା୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା-ରାସଗୋବିନ୍ଦପୁର ବ୍ଲକ୍‌ରେ ଚାଲିଥିବା ସୁବର୍ଣ୍ଣରେଖା କେନାଲ ନିର୍ମାଣରେ ଶିଶୁ ଶ୍ରମିକ କାମ କରୁଛନ୍ତି। କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ସରକାରୀ ନିୟମ ଉଲ୍ଲଘଂନ କରି ନାବାଳକଙ୍କୁ ଡମ୍ପର ଡ୍ରାଇଭର ଓ ହେଲପର ଭାବେ ନିୟୋଜିତ କରିଥିବା...

ଦୁଇ ଜିଲା ମଧ୍ୟରେ ସୀମା ବିବାଦ: ପୋଡ଼ାଜଳା ସହ ଭଙ୍ଗାରୁଜା, ୨୦ରୁ ଊର୍ଦ୍ଧ୍ୱ ଲୋକ ମେଡିକାଲରେ

ହାଟଡିହୀ,୧୬।୪(ଡି.ଏନ୍‌.ଏ.): କେନ୍ଦୁଝର ଏବଂ ଭଦ୍ରକ ଜିଲା ମଧ୍ୟରେ ସୀମା ବିବାଦ ଏବେ ଉଗ୍ରରୂପ ଧାରଣ କରିଛି । କେନ୍ଦୁଝର ଜିଲା ନନ୍ଦିପଦା ଥାନା ଓରାଳି ଏବଂ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଆପଣ୍ଡା ଦୁଇ ଗ୍ରାମ ମଧ୍ୟରେ ବିବାଦ...

ଝାମୁଯାତ୍ରା ମେଳାରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି

ମହାକାଳପଡ଼ା,୧୬।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠରେ ଝାମୁ ଯାତ୍ରା ମେଳା ପଣା ସଂକ୍ରାନ୍ତିରୁ ଆରମ୍ଭ ହୋଇଛି। ଏହି ମେଳା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଦୋକାନ ଖୋଲିଛି ା ଯାତ୍ର ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନଙ୍କ...

ଡେରାବିଶ ତାପମାତ୍ରା ୪୦ ଛୁଇଁଲା

ଡେରାବିଶ,୧୬।୪(ସ୍ବ.ପ୍ର.): ସମଗ୍ର ରାଜ୍ୟରେ ତାପମାତ୍ରାର ବୃଦ୍ଧି ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ା ଏଥିରୁ ବି ବାଦ ପଡ଼ିନି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକର ବିଭିନ୍ନ ପଞ୍ଚାୟତ ା ଶନିବାର ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri