ଆମ ଜିଲା ଖବର

ପୁଞ୍ଜିଲାଲ ମେହେର ଜାମିନ୍‌ ଆବେଦନ ମାମଲା: ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୧୪ା୪: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ହୋଇଛି। ପୁଞ୍ଜିଲାଲ ପିଏଚ୍‌ଡି ଥେସିସ ଦାଖଲ କରିବା ନିମନ୍ତେ ୩ ମାସ ଜାମିନରେ ଯିବା...

ଯାଞ୍ଚବେଳେ ସନ୍ଦେହ ଘେରରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌

ରାୟଗଡ଼ା (ସ୍ବ.ପ୍ର.)/ ରାୟଗଡ଼ା ଅଫିସ ,୧୪।୪: ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରେ ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚବେଳେ ସନ୍ଦେହ ଘେରରେ ଜଣେ ପ୍ରାର୍ଥୀ। ସେ ହେଲେ ବିଷମକଟକ ବ୍ଲକ ଘଣ୍ଟିଖାଲ ଗ୍ରାମର ରବି ହିଆଲ। ଡାକ ବିଭାଗର ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରି...

ଆଜି ବିଷୁବ ମିଳନ, ରାୟଗଡ଼ା ଉତ୍ସବମୁଖର

ରାୟଗଡ଼ା,୧୪।୪(ସ୍ବ.ପ୍ର.): ରାୟଗଡ଼ାରେ ଓଡ଼ିଆ ନବବର୍ଷ ଧୁମଧାମରେ ପାଳନ କରାଯିବ। ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ଓଲିଉଡ୍‌ କଳାକାରଙ୍କ ସମେତ ରାଜ୍ୟର ଅନେକ ନାମୀ ଗାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ...

ବିସିସି ବ୍ୟାଙ୍କ କୃଷିଋଣ ଦେଇଛି ୨୩୨.୬୫ କୋଟି

ବ୍ରହ୍ମପୁର ଅଫିସ,୧୪।୪: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ୨୦୨୨-୨୩ ବର୍ଷରେ ରବି ଫସଲ ପାଇଁ ଗଞ୍ଜାମ-ଗଜପତି ଜିଲାର ୬୦,୬୬୨ ପଞ୍ଜୀକୃତ ଚାଷୀଙ୍କୁ ୨୩୨.୬୫ କୋଟି ଟଙ୍କା କୃଷିଋଣ ଦେଇଛି। ସରକାରୀ ଲକ୍ଷ୍ୟ ଧାର୍ଯ୍ୟଠାରୁ ୧୨.୬୫ କୋଟି ଅଧିକ ହୋଇଛି।...

୪୨ ଡିଗ୍ରୀ ପାର୍‌କଲା ତାତି: ଲୋକେ ଆଉଟୁପାଉଟୁ

ଅନୁଗୋଳ ଅଫିସ,୧୪ା୪: ଅନୁଗୋଳ ଜିଲାରେ ଗୁରୁବାର ପାରଦ ୪୨ ଡିଗ୍ରୀ ପାର କରିଛି। ଚଳିତବର୍ଷ ଅନୁଗୋଳରେ ଏହା ସର୍ବାଧିକ ତାପମାତ୍ରା ବୋଲି ସୂଚନା ମିଳିଛି। ଫଳରେ ଏପରି ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମ ଓ ଗୁଳୁଗୁଳିରେ ଅନୁଗୋଳବାସୀ ଆଉଟୁପାଉଟୁ ହୋଇଛନ୍ତି।...

୪ ବର୍ଷ ପରେ ବି ସରୁନି ୪୦ ମିଟର ରାସ୍ତା କାମ

କଟକ ଅଫିସ,୧୪ା୪: ୪୦ ମିଟର ରାସ୍ତା କାମକୁ ୪ ବର୍ଷ ବିତିଯାଇଥିଲେ ବି ଶେଷ ହୋଇପାରୁନାହିଁ। ଏଥିପାଇଁ କଲ୍ୟାଣନଗର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ କର୍ତ୍ତୃପକ୍ଷ ଶୁଣୁ ନ ଥିବା ବେଳେ ଯାତାୟାତ ପାଇଁ ହଇରାଣ...

ଲୋକାୟୁକ୍ତ ଟିମ୍‌ର ତଦନ୍ତ ଆରମ୍ଭ

ମଙ୍ଗୁଳି-ଜଗତପୁର/ଚୌଦ୍ୱାର, ୧୪ା୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୮ଟି ୱାର୍ଡରେ ୧୪ଟି ଉନ୍ନୟନ ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଚୌଦ୍ୱାର ସୂଚନାକର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତରେ ଏକ...

ଢେଙ୍କାନାଳରେ ଡିପୋ, ରାଜସ୍ଥାନ ଯାଏ ଚେର

ଢେଙ୍କାନାଳ ଅଫିସ,୧୪।୪: ବୌଦ୍ଧ, କନ୍ଧମାଳ ଜିଲାରୁ ଆସୁଥିଲା ଗଞ୍ଜେଇ। ଏହାକୁ ରଖିବା ଲାଗି ଢେଙ୍କାନାଳରେ କରାଯାଇଥିଲା ଡିପୋ। ସେଠାରୁ ପ୍ୟାକେଟ୍‌ କରାଯାଇ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ରାଜସ୍ଥାନ ସୀମାନ୍ତରେ ରହି ଏହାକୁ ଅପରେଟ...

ଶ୍ରୀକ୍ଷେତ୍ରରେ ଅଧିକାଂଶ ସିସିଟିଭି ଅଚଳ

ପୁରୀ ଅଫିସ,୧୪ା୪: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରାକୁ ସମାପନ କରିବା ପାଇଁ ପୁରୀ ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀ ଏସ୍‌ପି ଡ. କନୱର ବିଶାଳ...

ଶ୍ରୀ ଜଗନ୍ନାଥ ହାଇସ୍କୁଲରେ ଖୋଲିଲା ଯୁକ୍ତ ୨

ଯୋଡ଼ା,୧୪ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଜୁରୁଡ଼ିସ୍ଥିତ ଶ୍ରୀ ଜଗନ୍ନାଥ ହାଇସ୍କୁଲକୁ ହାୟର ସେକଣ୍ଡାରୀ ସ୍କୁଲର ମାନ୍ୟତା ମିଳିଛି। ଏଠାରେ ଚଳିତ ଶିକ୍ଷା ବର୍ଷରୁ ଛାତ୍ରୀଛାତ୍ର +୨ କଳାରେ ନାମ ଲେଖାଇ ପାରିବେ। ବୁଧବାର ଏ ସଂକ୍ରାନ୍ତୀୟ ପ୍ରଥମ...

ଦକ୍ଷିଣଦିଆରେ ଗୋଚର ଜମି ଜବରଦଖଲ

ପଟ୍ଟାମୁଣ୍ଡାଇ, ୧୪ା୪(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଦକ୍ଷିଣଦିଆ ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର, ଅନାବାଦୀ କିସମ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ଉକ୍ତ ଜମିକୁ ପ୍ଳଟିଂ କରି ବିକ୍ରି କରୁଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ...

୫୭ ହଜାର ଘନମିଟର ବାଲି ଡେରାବିଶରୁ ଯିବ ଆଣ୍ଡାମାନ

କେନ୍ଦ୍ରାପଡା ଅଫିସ,୧୪ା୪: ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କୁ କେନ୍ଦ୍ରାପଡ଼ା ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣା ଗୁରୁବାର ଲେଖିଥିବା ଚିଠି (ନଂ.୧୦୦୫) ସ୍ଥାନୀୟ ଅଞ୍ଚଳର ପରିବେଶବିତ୍‌ଙ୍କୁ ଚିନ୍ତାରେ ପକାଇଛି। ବାରମ୍ବାର ଲଘୁ ଖଣିଜ ସମ୍ପଦ ଚୋରି ହେଉଥିବା ନେଇ ନ୍ୟାଶନାଲ ଗ୍ରୀନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri