ଆମ ଜିଲା ଖବର

ସପ୍ତାହକରେ ୬୧ ଲକ୍ଷ ଜରିମାନା

ଅନୁଗୋଳ ଅଫିସ, ୯ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍‌ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ...

ବୃଦ୍ଧଙ୍କୁ ଟେକି କଚାଡ଼ିଦେଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି

କଣ୍ଟାମାଳ,୯ା୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହାତୀ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ୬୫ ବର୍ଷୀୟ ସମାରୁ ସାହୁ...

ଦେହରେ କିରୋସିନ ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ/ସିମୁଳିଆ,୯ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଛକର କବିତା ପତ୍ରୀ(୫୦) ନାମକ ଜଣେ ମହିଳା ରବିବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭୁବନେଶ୍ୱରର ଏକ ଘରୋଇ...

ପ୍ରକଳ୍ପ ଥାଇ ଚୁଆ ଭରସା

ଢେଙ୍କାନାଳ ଅଫିସ,୯।୪: ପ୍ରକଳ୍ପ ଅଛି। ହେଲେ ପାଣି ଆସୁନାହିଁ। ଫଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଚୁଆକୁ ଭରସା କରି ଦିନ କାଟୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥେକା ପଞ୍ଚାୟତ ନୂଆପଡ଼ା ଗ୍ରାମବାସୀ। ଅଚଳ ମୋଟର ସଜଡ଼ାଯାଉ ନ...

ଗାଁ ମୁହାଁ ହାତୀପଲ, ନଷ୍ଟକଲେ ଏକର ଏକର ଡାଳୁଅ ଧାନଚାଷ

ମାଧପୁର,୯ା୪(ଡି.ଏନ୍‌.ଏ.): ଆଠମଲ୍ଲିକ ବନଖଣ୍ଡ ଅଧୀନ ମାଧପୁର ବନାଞ୍ଚଳ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୧୨ଟି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଅମଳ ମୁହାଁ ଚାଷଜମି ଭିତରକୁ ଧସେଇ ପଶି ମାଡ଼ି ଦଳି...

ଗାଡ଼ି ଧକ୍କାରେ ଜଣଙ୍କର ଜୀବନ ଗଲା

ରେଢ଼ାଖୋଲ,୯ା୪(ଡି.ଏନ୍‌.ଏ.): ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ଼ ଠାରେ ରବିବାର ଏକ ଟାଟା ଏସି ଅଟୋ ଧକ୍କାରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ କଦଳୀଗଡ଼ର ହାଡୁ ନାଏକ (୪୧)। ସୂଚନାନୁଯାୟୀ, ଆଜି ଭୋର୍‌ରୁ ହାଡୁ ମହୁଲ ସଂଗ୍ରହ ପାଇଁ...

କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୯ା୪: ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୋଲିସକୁ ନିର୍ଘାତ ପ୍ରହାର କରିବାରୁ ମୁଣ୍ଡ ଫାଟି ଚେତା ଶୂନ୍ୟ ହୋଇଛନ୍ତି କନଷ୍ଟେବଳ ବାବୁ। କାଠ ଫାଳିଆରେ ମାରଣାନ୍ତକ ଆକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାର୍ଥା...

ସରଗିତଳିଆ ଅଞ୍ଚଳରେ ଅପପୁଷ୍ଟି

ଯୋଡ଼ା,୯ା୪(ଡି.ଏନ୍‌.ଏ): ଓଡ଼ିଶାର ରତ୍ନଗର୍ଭା ଜିଲା କେନ୍ଦୁଝରର ଯୋଡ଼ା ପୌରପାଳିକା ୧୩ ନଂ. ୱାର୍ଡ ଅଧୀନ ସରଗିତଳିଆ ଅଞ୍ଚଳବାସୀ ଦାରିଦ୍ର୍ୟର କଷାଘାତରେ ପେଷି ହେଉଛନ୍ତି। ଖଣିଖାଦାନ ଘେରା ଅଞ୍ଚଳବାସୀ କାମ ଅଭାବରୁ ଅସହାୟ ଅବସ୍ଥାରେ କାଳତିପାତ କରୁଛନ୍ତି। ଖାଦ୍ୟ ଅଭାବରୁ ମହୁଲ...

ଦୁର୍ଦ୍ଦିନରେ ଦଣ୍ଡାଧର ବିସ୍ଥାପିତ

ଢେଙ୍କାନାଳ ଅଫିସ,୯।୪: ଜଳସେଚନ ପ୍ରକଳ୍ପରେ ଯାଇଛି ବାସ। ଉଜୁଡ଼ିଛି ମୂଲ୍ୟବାନ୍‌ ଚାଷଜମି। ଭିଟାମାଟିରୁ ପର ହେବାର ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୪ ଦଶନ୍ଧି। ତଥାପି ମିଳୁନାହିଁ ନ୍ୟାୟ। ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦଣ୍ଡାଧାର ବିସ୍ଥାପିତ। ଜମିକୁ ଜଳସେଚନ ଯୋଗାଇଦେବା...

ଭୁଲ୍‌ ଇଞ୍ଜେକ୍ସନ ନେଲା ଗ୍ରାମରକ୍ଷୀଙ୍କ ଜୀବନ

ବାଣପୁର୯।୪(ଡି.ଏନ୍‌.ଏ.): ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ହୋଇଥିବା ଶନିବାର ଅଭିଯୋଗ ହୋଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ କୋଳଥଡ଼ିହ ଗ୍ରାମର ପାଣ୍ଡବ ନାୟକ (୫୪)। ସେ ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ...

ଡିଜିପିଏସ୍‌ ସର୍ଭେ ପରେ ଖୋଲିବ ଗୁମର

କେନ୍ଦୁଝର,୯ା୪(ସ୍ବ.ପ୍ର.): ଲଘୁ ଖଣିଜ ସଇରାତର ସୁପରିଚଳାନା ପାଇଁ ସରକାରଙ୍କ ନୂତନ ନିୟମ ବେଆଇନ ଖଣିଜ ପଥର ଏବଂ ବାଲି ଉତ୍ତୋଳନ କରୁଥିବା ଲିଜ୍‌ଧାରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ନୂତନ ନିୟମ ଅନୁଯାୟୀ ଲଘୁ ଖଣିଜ ରାଜସ୍ବ ବିଭାଗରୁ ବାଦ୍‌...

ଆଜିଠାରୁ ମା’ ତାରିଣୀଙ୍କ ଚଇତିପର୍ବ

ଘଟଗାଁ,୯ା୪(ଡି.ଏନ.ଏ): କେନ୍ଦୁଝର ଜିଲାର ଘଟଗାଁରେ ଅବସ୍ଥିତ ମା’ ତାରିଣୀଙ୍କ ୮୭ତମ ଚଇତିପର୍ବ ରବିବାରଠାରୁ ଆରମ୍ଭ ହେବ। ପର୍ବ ସପ୍ତାହେ ବ୍ୟାପି ଚାଲିବ। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମାଗଣା ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହି ଉପଲକ୍ଷେ ମନ୍ଦିର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri