ଆମ ଜିଲା ଖବର

ବୌଦ୍ଧରୁ ପୁରୀ ଗଲା ରଥକାଠ

ବୌଦ୍ଧ, ୭।୪(ସ୍ବ.ପ୍ର.)-ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଚଳିତବର୍ଷ ଶୁକ୍ରବାର ପ୍ରଥମ ରଥ କାଠ ବୌଦ୍ଧ ବନଖଣ୍ଡରୁ ପୁରୀକୁ ପଠାଯାଇଛି। ଏ ନେଇ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲାପାଳ...

ଦଣ୍ଡୁଆଙ୍କ ପନିକି ଚୋଟରେ ମହିଳାଙ୍କ ମୃତ୍ୟୁ

ବାଉଁଶୁଣୀ,୭।୪(ଡି.ଏନ୍‌.ଏ.): ଦଣ୍ଡୁଆଙ୍କ ପନିକି ଚୋଟରେ ମହିଳାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲା ବାଉଁଶୁଣୀ ଥାନା ତାଳେସରଡା ପଞ୍ଚାୟତ ପଲସପାଟ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ପଲସପାଟ ଗ୍ରାମରେ ଚାରିଶମ୍ଭୁ ଦଣ୍ଡ ଯାତ୍ରା...

ପ୍ରାଥମିକ ଶିକ୍ଷକ ସଂଘ ନିର୍ବାଚନ: ନବୀନ ସଭାପତି, କୃପାସିନ୍ଧୁ ସମ୍ପାଦକ

ବରଗଡ଼ ଅଫିସ,୭।୪: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଅଧୀନ ବରଗଡ଼ ଜିଲା ପ୍ରାଥମିକ ଶିକ୍ଷକ ମହାସଂଘର ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହିନ୍ଦୀ ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ନିର୍ବାଚନରେ ଶିକ୍ଷକ...

ଯୌତୁକ ଦାବିରେ ମହିଳାଙ୍କୁ ନିର୍ଯାତନା

ଗୋପବନ୍ଧୁ ନଗର,୭।୪(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କୁଶଳଦା ପଞ୍ଚାୟତ ଅନ୍ତର୍ଗତ ବଣକାଟି ଗ୍ରାମର ଜବାମଣି ହେମ୍ବ୍ରମଙ୍କୁ ତାଙ୍କ ସ୍ବାମୀ ଯୌତୁକ ଦାବିରେ ନିର୍ଯାତନା ଦେଇଥିବା ନେଇ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି। ଜବାମଣି ୮ବର୍ଷ ତଳେ କପ୍ତିପଦା...

୧୦ ୱାର୍ଡମେମ୍ବର ଆସନ ଲାଗି ୧୫ ପ୍ରାର୍ଥିପତ୍ର ଦାଖଲ

ବୁଗୁଡ଼ା,୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅଧୀନ ୧୦ଟି ପଞ୍ଚାୟତରେ ଖାଲି ପଡିଥିବା ୧୦ଟି ୱାର୍ଡ ସଭ୍ୟ ପଦ ଲାଗି ଗୁରୁବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ସୁଦ୍ଧା ୧୫ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ତଥା...

ଚାକିରି ଦେବା ନାମରେ ଠକେଇ, ଯୁବକ ଗିରଫ

କୋଡ଼ପଡ଼ା/ଆନନ୍ଦପୁର,୭ା୪(ଡି.ଏନ୍‌.ଏ./ସ୍ବ.ପ୍ର): କେନ୍ଦୁଝର ଜିଲା ଘସିପୁରା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ଗୋବିନ୍ଦ ହାସଦା ଓରଫ ମୁନା (୨୭)। ଅଭିଯୁକ୍ତ ୨୦୨୩ ଫେବୃୟାରୀ ୨୪ ତାରିଖରେ...

୧୫ ଲୁହାପଥର ବୋଝେଇ ଗାଡ଼ି ଅଟକ

ଆନନ୍ଦପୁର,୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ୧୫ ଲୁହାପଥର ବୋଝେଇ ଟ୍ରକ୍‌ ଓ ୪ ବାଲି ବୋଝେଇ ହାଇଓ୍ବା ଅଟକ ରହିଛି। ଓଭରଲୋଡିଂ କାରଣରୁ ବାଲି ବୋଝେଇ ହାଇଓ୍ବା ଜବତ କରାଯାଇଥିବାବେଳେ ରୁଟ୍‌ ପରମିଟ୍‌ ନ ଥିବାରୁ ୧୫ ଲୁହାପଥର...

୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବ ସ୍ବାସ୍ଥ୍ୟ ଉପକେନ୍ଦ୍ର

ବରଗଡ଼ ଅଫିସ, ୭।୪: ବରଗଡ଼ ବ୍ଲକ ତୋରା ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହେବ। ଏ ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶୁକ୍ରବାର ଭୂମି ପୂଜନ କରିଛନ୍ତି । ତୋରାଠାରେ...

ମୁମ୍ବାଇ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ମୁମ୍ବାଇ ସାକିନାକାସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ହିଞ୍ଜିଳିର ଜଣେ ଜଣାଶୁଣା ବ୍ୟକ୍ତି ରମେଶ ମୁନିଙ୍କ ଶୁକ୍ରବାର ପରଲୋକ ହୋଇଛି। ହିଞ୍ଜିଳି ଦେଉଳ ବନ୍ଧରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ନେଇ ହିଞ୍ଜିଳିକାଟୁ ସମେତ...

ନିର୍ମାଣ ସରୁନି, ବାରଣ୍ଡାରେ ଶିଶୁଙ୍କ ପ୍ରିକ୍ଲାସ

ଦେଓଗାଁ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ନାନା ଅବ୍ୟବସ୍ଥାରେ ଚାଲିଛି। କେନ୍ଦ୍ରର ନିଜସ୍ବ କୋଠାନାହିଁ। ଫଳରେ ପିଲାଙ୍କ ପ୍ରିକ୍ଲାସ ଅଙ୍ଗନଓ୍ବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି। ପ୍ରଶାସନିକ ଅବହେଳା ଯୋଗୁଁ ଆଜକୁ ୫ବର୍ଷ...

ଢେଙ୍କାନାଳ ପ୍ରସିଦ୍ଧ ବରାର ମଜା ନେଲେ ସହରବାସୀ

ଢେଙ୍କାନାଳ ଅଫିସ,୭ା୪: ଢେଙ୍କାନାଳ ବରା ସମଗ୍ର ରାଜ୍ୟରେ ପ୍ରସିଦ୍ଧ। ସ୍ବାଧୀନତା ପୂର୍ବରୁ ଢେଙ୍କାନାଳ ପ୍ରସିଦ୍ଧ ବରା ଆଜି ପର୍ଯ୍ୟନ୍ତ  ସମଗ୍ର ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଢେଙ୍କାନାଳର ପାରମ୍ପରିକ ଖାଦ୍ୟ ବରାକୁ ମଧ୍ୟ ଜିଆଇ ଟ୍ୟାଗ୍‌ ମାନ୍ୟତା...

ଗାଁ ସଫା କଲେ ବିଡିଓ

ଦାରିଙ୍ଗବାଡ଼ି,୭ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମରେ ଶୁକ୍ରବାର ଗାଁକୁ ସଫେଇ କରାଯାଇଛି। ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର। ଉକ୍ତ ଗ୍ରାମର ବଜାରଠାରୁ ସାହୁ ନଗର, ବିଦ୍ୟାଳୟ ପରିସର, ଶିବମନ୍ଦିର ରୋଡ୍‌, ଜଗନ୍ନାଥ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri