ଆମ ଜିଲା ଖବର

ଗାଧୋଇବା ବେଳେ ନଦୀରେ ବୁଡି ୩ ମୃତ

ଭଦ୍ରକ ଅଫିସ,୪।୪: ଭଦ୍ରକ ବ୍ଲକ ନାଳିଆ ନଦୀ ହରିପୁର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ୩ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ହରିପୁର ଗ୍ରାମର ପ୍ରଣୟ ଲେଙ୍କା (୧୭), ସ୍ମୃତି ରଞ୍ଜନ...

ମେ ୨ରେ ୫ ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ

ଗଞ୍ଜାମ, ୪।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକରେ ୧୫ ପଞ୍ଚାୟତ ମଧ୍ୟରୁ ସୁବଳୟା, ମଲାଡ଼, ପାଲଙ୍ଗ, ସାନ ରାମଚନ୍ଦ୍ରପୁର ଏବଂ ହୁମା ଆଦି ୫ଟି ପଞ୍ଚାୟତରେ ୱାର୍ଡ ମେମ୍ବର ନିର୍ବାଚନ ହୋଇ ନ ଥିଲା। ପଞ୍ଚାୟତର ବିଭିନ୍ନ ୱାର୍ଡ ସଭ୍ୟ ପାଇଁ ଏସ୍‌ଟି...

ଚାଲିଗଲା ଯାତ୍ରୀଙ୍କ ଜୀବନ

ନୂଆପଡ଼ା ଅଫିସ,୪।୪: ନୂଆପଡା ଜିଲା ସଦର ମହକୁମାସ୍ଥିତ ଏକତା ଛକଠାରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଏକ ଘରୋଇ ବସ୍‌ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ...

ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ୨୦୨୦ରେ ନିଜ କକାଙ୍କୁ ପୁତୁରା ଛୁରି ଭୁଶିବା ଘଟଣାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାରେ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିକରି ଜୟପାଟଣା ଜେଏମଏଫିସ କୋର୍ଟ ବିଚାରପତି ପ୍ରତାପ...

ଗୋଟିଏ ସୂଚନା ଫଳକରେ ୨ ପ୍ରକଳ୍ପର ନାମ

ବରୀ,୪।୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ୍‌ରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଅନିୟମିତତା ହେବା ନୂଆ କଥା ନୁହେଁ। କେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ରୋଗୀମାନେ କାମ କରୁଥିବା ଦର୍ଶାଇ ଅର୍ଥ ଆତ୍ମସାତ୍‌...

ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗୀର ଅଫିସ, ୪ା୪: କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅନୁସନ୍ଧାନ କରୁଛି। ମାମଲାର ଦୁଇ ପୀଡିତା ତଥା ସାକ୍ଷୀଙ୍କୁ ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ଧାରାରେ ବୟାନ ରେକର୍ଡ...

ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଓଡ଼ିଶା ଦିବସ ପାଳିତ

କାଳିଆପାଣି,୪।୪(ଡି.ଏନ୍‌.ଏ.): ଟାଟାଷ୍ଟିଲ ମାଇନିଂ କମ୍ପାନୀ ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟରତ ଟାଟା ଷ୍ଟିଲ ମାଇନିଂ କମ୍ପାନୀର କର୍ମଚାରୀ ଓ କଲୋନୀବାସୀ କମ୍ପାନୀର ପ୍ରଶାସନିକ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ କଲୋନୀ ପରିସରରେ ପ୍ରଭାତ...

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା

ଯାଜପୁର ସଦର,୪।୪(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟପଦ ରଦ୍ଦ ଏକ ଅଗଣତାନ୍ତ୍ରିକ ବ୍ୟବସ୍ଥା। ଏହାକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଯାଜପୁର ବ୍ଲକ କଂଗ୍ରେସର ସଭାପତି ଗଦାଧର ଦାସଙ୍କ ନେତୃତ୍ୱରେ ବରୁଆଁଠାରେ ଆୟୋଜିତ ଏକ ଖବରଦାତା...

ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ

ଲହୁଣୀପଡ଼ା/ବଣାଇଁ,୪।୪(ଡ଼ି.ଏନ୍‌.ଏ./ସ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ମହୁଲପଦା ସଂରକ୍ଷିତ ଜଙ୍ଗଲରେ ଅଫିମ ଚାଷ ହେଉଥିବା ଖବର ମିଳିବା ପରେ ସୋମବାର ପୋଲିସ, ଅବକାରୀ ବିଭାଗ ଓ ବନବିଭାଗ ସ୍କ୍ବାଡ ମିଳିତ ଭାବେ ଘଟଣଶସ୍ଥଳରେ ପହଞ୍ଚି ଥିଲା l ଅବକାରୀ ବିଭାଗ...

ପିଏଚ୍‌ସିରେ ନିରାମୟ ଯୋଜନା ପ୍ରହସନ

କୋରେଇ,୪।୪(ଡି.ଏନ.ଏ.): ରାଜ୍ୟ ସରକାର ବର୍ତ୍ତମାନ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ କିପରି ନିଃଶୁଳ୍କ ସେବା ପାଇବେ ସେନେଇ ରାଜ୍ୟରେ ଗତ ୬ବର୍ଷ ହେବ ନିରାମୟ ଯୋଜନା...

ଦୁର୍ଦ୍ଦଶାରେ ବୁଡ଼ିଛନ୍ତି ମେସ୍କୋ ଷ୍ଟିଲ୍‌ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୪।୪: ଶିଳ୍ପପ୍ରୀତି ରାଜନୀତି ଯୋଗୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ କର୍ମଚାରୀ ଓ ଶ୍ରମିକ ଛଟେଇ ବଢ଼ିିବାରେ ଲାଗିଛି। ଭିଟାମାଟି ହରାଇଥିବା ବିସ୍ଥାପିତମାନେ ଜୀବିକା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ବିସ୍ଥାପିତଙ୍କ ଏଭଳି ଦୁର୍ଦ୍ଦଶା କଳିଙ୍ଗନଗର ଶିଳ୍ପାଞ୍ଚଳର...

ଏକାଧିକ କ୍ରଶର ଉପରେ ଆୟକର ବିଭାଗର ଚଢ଼ାଉ

ଚଢ଼େଇଧରା, ୪।୪(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବରଡା, ଲୁଣିବେର, ବିଛାଖଣ୍ଡି ଓ ରାହାଡପୁରଠାରେ ଥିବା ଏକାଧିକ କ୍ରସର ଉପରେ ସୋମବାର ଆୟକର ବିଭାଗ ତରଫରୁ ଚଢାଉ କରାଯାଇଛି। ସକାଳୁ ଆରମ୍ଭ ହୋଇଥିବା ଚଢାଉରେ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ। ବରଡା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri