ଆମ ଜିଲା ଖବର

୩୧ରୁ ନୟାଗଡ଼-ଭଦ୍ରକକୁ ଗଡ଼ିବ ମେମୁ ଟ୍ରେନ୍‌

ନୟାଗଡ଼ ଅଫିସ,୨୯ା୩: ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି...

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୨୯ା୩(ସ୍ବ.ପ୍ର): ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଶାସିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୨ଦିନିଆ ମାଲକାନଗିରି ଗସ୍ତରେ ୫-ଟି ସଚିବ: ପରିଦର୍ଶନ କଲେ ଚିତ୍ରକୋଣ୍ଡା ମାଟି ବନ୍ଧ ଡ୍ୟାମ୍‌

ଚିତ୍ରକୋଣ୍ଡା ୨୯ା୩ (ଡି.ଏନ୍‌.ଏ.): ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ୨ଦୁଇଦିନିଆ ମାଲକାନଗିରି ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ...

ଏପ୍ରିଲ ୯ ତାରିଖରେ କେନ୍ଦୁଝର ଗସ୍ତରେ ଯିବେ ଅପରାଜିତା ଷଡ଼ଙ୍ଗୀ

କେନ୍ଦୁଝର,୨୯।୩(ସ୍ବ.ପ୍ର.): ଆସନ୍ତା ଏପ୍ରିଲ ୯ ତାରିଖରେ ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ତଥା ନ୍ତର୍ଜାତୀୟ ଏମ୍‌ପି ସଂଘର କାର୍ଯ୍ୟକାରୀ ସଦସ୍ୟା ଅପରାଜିତା ଷଡ଼ଙ୍ଗୀ କେନ୍ଦୁଝର ଗସ୍ତ କରିବେ। ଏ ନେଇ ବଡ଼ବିଲରେ ପଦଯାତ୍ରା ଓ ବଲାଣୀ ଠାରେ ବିଶାଳ ଶ୍ରମିକ ସମାବେଶ...

ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ: ଦ୍ୱିତୀୟ ସ୍ଥାନରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ

ଚିତ୍ରକୋଣ୍ଡା,୨୯।୩(ଡି.ଏନ୍‌.ଏ.): ଚଳିତ ବର୍ଷ ସ୍ବାସ୍ଥ୍ୟ ବିଭାଗ ଓଡ଼ିଶା କାୟାକଳ୍ପ ଚୟନ ତାଲିକାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଦ୍ୱତୀୟ ସ୍ଥାନରେ ରହିଛି। ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟ ସେବା, ପରିଷ୍କାର ପରିଚ୍ଛନତା, ସ୍ବଚ୍ଛତା ନିଦାନ ଭଳି ପ୍ରତେକ...

ବାଳିମେଦରୁ ଗୁପ୍ତଚର ପାରା ଠାବ

ପଦ୍ମପୁର,୨୯।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମେଦଠାରୁ ଏକ ଗୁପ୍ତଚର ପାରା ଠାବ କରାଯାଇଛି। ଗ୍ରାମର ସୁଶିଲ ମହାନ୍ତି ପାରାଟିକୁ ମଙ୍ଗଳବାର ଝଡ଼ବର୍ଷା ସମୟର ପାଇଥିଲେ। ପାରାର ଗୋଡ଼ରେ କିଛି ନାମ ଓ ମୋବାଇଲ ନମ୍ବର ଥିବା ଦେଖି...

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ନାବାଳକଙ୍କୁ ୨୫ ହଜାର ଜରିମାନା

କେନ୍ଦୁଝର,୨୯।୩(ସ୍ବ.ପ୍ର.): ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୮ ଜଣ ନାବାଳକଙ୍କୁ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ ଧରିଛି। ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଫାଇନ୍‌ କରାଯିବା ସହ ତାଙ୍କ ନାମରେ ଚାଲାଣ କଟାଯାଇଥିବା ଆରଟିଓ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।

ସୁରକ୍ଷାର ପଞ୍ଚରତ୍ନ ନାଟକ ମଞ୍ଚସ୍ଥ

ରାଉରକେଲା ଅଫିସ,୨୯।୩: ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆର୍‌ଏସ୍‌ପିର ଷ୍ଟିଲ ମେଲ୍ଟିଙ୍ଗ ସପ୍‌-୨ ସାମୂହିକମାନଙ୍କ ଦ୍ୱାରା ମଙ୍ଗଳବାର ସୁରକ୍ଷାର ପଞ୍ଚରତ୍ନ ନାଟକ ମଞ୍ଚସ୍ଥ ହୋଇଛି। ଏଥିରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍‌. ଆର୍‌. ସୂର୍ଯ୍ୟବଂଶୀ ମୁଖ୍ୟଅତିଥି...

ମାନ୍ଦାବସ୍ଥାରେ ନିଯୁକ୍ତିରେ ଆଇଆଇଏମ୍‌କୁ ସଫଳତା

ସମ୍ବଲପୁର,୨୯।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଚାଲିଥିବା ବେଳେ ସମ୍ବଲପୁର ଆଇଆଇଏମ୍‌କୁ ଚଳିତ ଶିକ୍ଷାବର୍ଷରେ ସଫଳତା ମିଳିଛି। ଛାତ୍ରୀଛାତ୍ରଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ଶତପ୍ରତିଶତ ନିଯୁକ୍ତି ମିଳିଛି। ଦୁଇ ଛାତ୍ରୀ ଆଭା ମାଲହୋତ୍ରାଙ୍କୁ ବାର୍ଷିକ ସର୍ବାଧିକ ୬୪ ଲକ୍ଷ ୧୬...

ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି

ଡାବୁଗାଁ, ୨୯।୩ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ୧ ଏପ୍ରିଲ ୨୦୨୨ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା...

ଜରିମାନା ଗଣିବେ ପିଇଓ, ଜିଆର୍‌ଏସ୍‌ଙ୍କ ସହ ଯନ୍ତ୍ରୀ

ନନ୍ଦପୁର, ନନ୍ଦପୁର, ୨୮ା୩ (ଡି.ଏନ.ଏ.): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ...

ବନ୍ଧୁଙ୍କ ପାଇଁ ମଶାଣି ପାଲଟିଛି ଘର

ମାଥିଲି,୨୯।୩ (ଡି.ଏନ.ଏ.): ମଶାଣି ନାଁ ଶୁଣିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଜଣେ ମୃତ୍ୟୁବରଣ କରିବା ପରେ ସେଠାକୁ କୋକେଇରେ ଯାଏ। ମାତ୍ର ମାଥିଲି ବ୍ଲକରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମଶାଣିକୁ ନିଜ ଘର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri