ଆମ ଜିଲା ଖବର

ନିର୍ମାଣାଧୀନ ହଷ୍ଟେଲ ନିକଟରେ ରହିଛି ଦେଶୀ ମଦଭାଟି

ଉମରକୋଟ, ୨୯।୩(ସ୍ବ.ପ୍ର.): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ନୂତନ ଭାବେ ତିଆରି କରାଯାଉଥିବା ହଷ୍ଟେଲ ନିକଟରେ ଦେଶୀ ମଦ ଭାଟିକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଉଛି। ଉମରକୋଟ ପୌରାଞ୍ଚଳ ଅଧୀନ ଝରିଗାଁ ରୋଡ଼ସ୍ଥିତ ଭସ୍କେଲ ନଦୀ କଡ଼ରେ...

ସ୍ତ୍ରୀକୁ ପିଟି ପିଟି ହତ୍ୟାକଲେ ସ୍ବାମୀ

ବାଲେଶ୍ୱର ଅଫିସ,୨୯।୩: ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ପିଟି ମାରିଦେଲେ ସ୍ବାମୀ। ଏଭଳି ଘଟଣା ବାଲେଶ୍ବର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଗହୀରାବନ୍ଧ ଗ୍ରାମରେ ଘଟିଛି। ପାରିବାରିକ ବିବାଦକୁ ନେଇ ସ୍ବାମୀ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,...

ଶ୍ରେଣୀଗୃହ ଭଙ୍ଗାକୁ ନେଇ ଉତ୍ତେଜନା

ବଇଣ୍ଡା, ୨୯।୩ (ଡି.ଏନ.ଏ.): କିଶୋରନଗର ବ୍ଲକ ଲୁହାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ଅତିରିକ୍ତ ଶ୍ରେଣୀଗୃହକୁ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥା ଜରିଆରେ ଭଙ୍ଗା ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ...

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର

ବୌଦ୍ଧ/ବଘିଅପଡା, ୨୯।୩: ବୌଦ୍ଧ ଜିଲା ବଘିଅପଡା ଫାଣ୍ଡି ନିକଟ ଖାଲିଆପଲି ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି। ସୂଚନାନୁଯାୟୀ, ବୌଦ୍ଧ ବନର କର୍ମଚାରୀ ରାତ୍ରୀ ପାଟ୍ରୋଲିଙ୍ଗରେ ଖାଲିଆପଲି ରାସ୍ତାରେ ଯାଉଥିବା ବେଳେ...

ଧଳାଜହର ବେପାର ବେଳେ ୪ ଗିରଫ

ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲାରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ହେଲା ଏ ନେଇ ପୋଲିସ ସତର୍କ ନଜର ରଖିଥିଲେ ବି ଚୋରା ବେପାରୀମାନେ ଏହି ନିଶା ସାମଗ୍ରୀର କିଣାବିକା ଚଳାଇଛନ୍ତି। ସୋମବାର ଅପରାହ୍ନରେ...

ଟ୍ରେନଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୩: ଭଦ୍ରକ ଜିଲା ବଉଦପୁର ରେଳ ଷ୍ଟେଶନ ନିକଟ ଟ୍ରେନଲାଇନରୁ ଜଣେ ଯୁବକଙ୍କ ମୃତଦେହ ଜିଆରପି ପୋଲିସ ଉଦ୍ଧାର କରିଛି। ମୃତକ ପଶ୍ଚିମବଙ୍ଗ ଆଲିପୁର ଜିଲା ଚି଼ଙ୍ଗାମିଛି ଅଞ୍ଚଳର ବାବୁଲୁ ଆଲାମ ବୋଲି ଜଣାପଡିଛି l ମଙ୍ଗଳବାର ଉକ୍ତ...

‘ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କର’

ଢେଙ୍କାନାଳ ଅଫିସ, ୨୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ମଙ୍ଗଳବାର ‘ମୋ ବ୍ଲକ-ମୋ ଢେଙ୍କାନାଳ’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଜୁନ୍‌ ସୁଦ୍ଧା ଜିଲାକୁ ଦୁର୍ଗମ ଅଞ୍ଚଳ ମୁକ୍ତ କରିବା...

ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ ସେମାନଙ୍କ ସାଙ୍ଗିଆ ‘ଶବର’ ପରିବର୍ତ୍ତେ ‘ସଅର’ ବୋଲି ଉଲ୍ଲେଖ କରୁଛନ୍ତି। ଫଳରେ ସେମାନଙ୍କୁ...

ଏପ୍ରିଲ ୧୮ରେ ହାଇକୋର୍ଟରେ ଏକତ୍ର ଶୁଣାଣି ଧାର୍ଯ୍ୟ

ଛତ୍ରପୁର,୨୯।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ କାଳିପଲ୍ଲୀଠାରେ ପ୍ରସ୍ତାବିତ ସ୍ମାର୍ଟକେମ୍‌ ଟେକ୍ନୋଲୋଜି କମ୍ପାନୀ ବିରୋଧରେ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି ା ଏହାକୁ ମିଶାଇ ୩ ଟି ମାମଲା ହାଇକୋର୍ଟରେ ରୁଜୁ ହେଲାଣି ା ଉକ୍ତ ମୂଳ...

କିଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କ ଟଙ୍କା ଠକେଇ

ଫୁଲବାଣୀ ଅଫିସ, ୨୯।୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଥିବା କିଓସ୍କ ବ୍ୟାଙ୍କି ସଂସ୍ଥା ହିତାଧିକାରୀଙ୍କ ଲକ୍ଷାଧିକ ଟଙ୍କା ଉଠାଇ ନେଇଛି ା ବାୟୋମେଟ୍ରିକ ପଦ୍ଧତି ଜରିଆରେ ୨୦ ରୁ ଅଧିକ ଗ୍ରାହକଙ୍କ ୭ ଲକ୍ଷରୁ ଅଧିକ ଟଙ୍କା ଠକି...

ବେଆଇନ ଗାଡ଼ି ଚାଳନା : ପ୍ରଥମ ଦିନରେ ଧରାପଡ଼ିଲେ ୧୪ ନାବାଳକ

ଛତ୍ରପୁର/ଭଞ୍ଜନଗର/ପାରଳାଖେମୁଣ୍ଡି,୨୯।୩(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ନାବାଳକ ବାଇକ ଚଳାଇବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏନେଇ ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରି ୧୪ ନାବାଳକଙ୍କୁ ଧରାଯାଇଛି। ଗଞ୍ଜାମ ଆରଟିଓ...

ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି

ବ୍ରହ୍ମପୁର ଅଫିସ,୨୯।୩:  ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍‌ମେଣ୍ଟ୍‌ ଫୋରମ୍‌ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଓ ସିପିଟିଏମ୍‌(ଚିଫ୍‌ ପାସେଞ୍ଜର ଟ୍ରାନ୍ସପ୍ରୋଟେକ୍‌ଶନ ମ୍ୟାନେଜର) ଜେ.ପି. ମିଶ୍ରଙ୍କ ସହ ଭୁବନେଶ୍ୱର ରେଲୱେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri