ଆମ ଜିଲା ଖବର

୬୦ ପଏଣ୍ଟରେ ଜଳୁଛି ଶିମିଳିପାଳ: ବର୍ଷା ସତ୍ତ୍ୱେ ଲିଭୁନି ନିଆଁ

ବାରିପଦା ଅଫିସ,୧୦ା୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବଢ଼ିବାରେ ଲାଗିଛି। ଗୁରୁବାର ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନର ୬୦ଟି ପଏଣ୍ଟରେ ନିଆଁ ଜଳୁଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା...

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ପଠାଗଲା

ଖଣ୍ଡପଡ଼ା,୧୦ା୩(ସ୍ବ.ପ୍ର): ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରତିବର୍ଷ ପରି ଭୁବନେଶ୍ୱରରେ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ । ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା ଅଞ୍ଚଳରୁ ୯ ଟି ଆମ୍ବଗଛ ଗଣ୍ଡି ଭୁବନେଶ୍ୱର ପଠାଯାଇଛି। ଖଣ୍ଡପଡ଼ା ବନବିଭାଗ ପକ୍ଷରୁ...

ଖବର ପ୍ରକାଶ ପାଇବା ପରେ ତତ୍ପରତା

ଓଡ଼ଗାଁ,୧୦ା୩ (ସ୍ବ.ପ୍ର): ନୟାଗଡ଼ ଜିଲାର ଓଡ଼ଗାଁ ସମେତ ଅନ୍ୟ ବ୍ଲକରୁ ଧାନ ବିକ୍ରିରେ ସୁଧାର ଆଣିବାକୁ ଜିଲାପାଳ ସମ୍ବଲପୁର ମିଲରଙ୍କୁ ଧାନ କିଣିବାକୁ ଅନୁମତି ପ୍ରଦାନ କରିଥିଲେ। ବିନା କଟ୍‌ନୀ ଛଟନୀରେ ଧାନ କିଣିବାକୁ କୁହାଯାଇଥିଲା। ହେଲେ ସମ୍ବଲପୁର ମିଲର...

୫ ଦିନରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ

ନୟାଗଡ଼ ଅଫିସ,୧୦।୩: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ସହାୟତା ପ୍ରଦାନ ଶିବିର ନୟାଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ...

ଅଂଶୁଘାତ ମୃତ୍ୟୁ ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ

ଛତ୍ରପୁର,୧୦ା୩(ଡି.ଏନ୍‌.ଏ.): ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାବାସୀଙ୍କୁ ସତର୍କ ରହିବା ଓ ଅଂଶୁଘାତଜନିତ ସୁରକ୍ଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଆଭାସୀ ବୈଠକରେ ଜିଲାପାଳ ଅବଗତ କରାଇଥିଲେ ଯେ,...

୧୨ ବର୍ଷ ପରେ ଘର ବାହୁଡ଼ା

ନୟାଗଡ଼ ଅଫିସ/ନୂଆଗାଁ,୧୦।୩(ଡି.ଏନ.ଏ.): ୧୨ ବର୍ଷ ପରେ ଘରକୁ ବାହୁଡିଲେ ୧୯ ବର୍ଷର ଯୁବକ ଶାନ୍ତନୁ ଜାନି। ପଣ୍ଡିଚେରୀରେ ଜଣେ ଠିକାଦାରଙ୍କ ପାଖରେ ନିର୍ଯାତିତ ହୋଇ ଅଭିଶପ୍ତ ଜୀବନଯାପନ କରୁଥିଲେ । ବଞ୍ଚିବା ପାଇଁ ଠିକାଦାର କେବଳ ଖାଇବାକୁ ଓ ପିନ୍ଧିବାକୁ...

୩୧୮ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୨୧,୦୩୭ ଛାତ୍ରୀଛାତ୍ର

ଭଦ୍ରକ ଅଫିସ,୧୦ା୩: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ବା ସମେଟିଭ୍‌-୨ ପରୀକ୍ଷା। ଜିଲାର ମୋଟ୍‌ ୩୧୮ଟି ଉଚ୍ଚ ବିଦ୍ୟାଳୟର ୨୧୦୩୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୭ଟି ବ୍ଳକରେ ମୋଟ୍‌ ୧୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ...

ପରିବାର ପ୍ରତିପୋଷଣ ଚିନ୍ତାରେ ବ୍ୟବସାୟୀ

ପୁରୀ ଅଫିସ,୧୦ା୩: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅଗ୍ନିକାଣ୍ଡ ଯୋଗୁ ସେମାନଙ୍କର ସମସ୍ତ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଅନେକ ଦେକାନୀ ଧାରକରଜ ଆଣି ଦୋକାନ କରିଥିଲେ।...

ବିଡିଓଙ୍କ ବିଜ୍ଞାପନରେ ଶଙ୍ଖ ଚିହ୍ନ

ଅନୁଗୋଳ ଅଫିସ୍‌/ବଇଣ୍ଡା (ଡି.ଏନ୍‌.ଏ.),୧୦।୩:ଅନୁଗୋଳ ଜିଲା କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରା ଓଡ଼ିଶା ସରକାରୀ କର୍ମଚାରୀ ସର୍ଭିସ କୋଡ୍‌-୧୯୫୯ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ପଞ୍ଚାୟତିରାଜ ଦିବସରେ ସେ ବିଜେଡିର ଶଙ୍ଖ ଚିହ୍ନ ଥାଇ ଏକ ନିର୍ଦ୍ଦିଷ୍ଟ ଖବରକାଗଜକୁ ବିଜ୍ଞାପନ...

ଦୂର ହେଉନି ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୧୦ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଦିଆନଚକ ଗ୍ରାମର ଲୋକନାଥ ସ୍ବାଇଁଙ୍କ ପରିବାର ପଲିଥିନ ତଳେ ବାସ କରୁଛନ୍ତି। ଲୋକନାଥ ଆବାସ ପାଇଁ ୨ବର୍ଷ ହେଲା ବ୍ଲକ୍‌ କାର୍ଯ୍ୟାଳୟରେ ଟଙ୍କା ଫେରସ୍ତ କରି ଆସିଛନ୍ତି। ହେଲେ ପକ୍କା ଘର ନିର୍ମାଣ...

ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ଉଠାଣ

ଚଣ୍ଡିଖୋଲ,୧୦ା୩(ଡି.ଏନ୍‌.ଏ.):ଯାଜପୁର ଜିଲା ବଡ଼ଚଣା ବ୍ଲକ ମଝିପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଦସ୍ତଖତ ଜାଲିଆତି କରି ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ) ଟଙ୍କା ଉଠାଇ ନେଇଛନ୍ତି। ଏନେଇ ସରପଞ୍ଚ ଶୋଭା ବଜ୍ରକବାଟ ପିଇଓ ପ୍ରଶାନ୍ତ ଜେନାଙ୍କ ନାମରେ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦେବା...

ଓଡ଼ିଆ ବୈଜ୍ଞାନିକଙ୍କୁ ଆନ୍ତର୍ଜାତିକ ପୁରସ୍କାର

ବାଲିକୁଦା,୧୦।୩(ସ୍ବ.ପ୍ର.):ଭାବା ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ କାର୍ଯ୍ୟରତ ଓଡ଼ିଆ ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ୨୦୨୩ ମସିହାର ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର (ଆଇୟୁପିଏସି ଡିଷ୍ଟିଂଉଇସ୍‌ ଓମା୍ୟନ ଇନ୍‌ କେମେଷ୍ଟି ଅର୍‌ କେମିକାଲ ଇଞ୍ଜିନିୟରିଂ) ପାଇଁ ମନୋନୀତ ହୋଇଛନ୍ତି। ଭାରତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri