ଆମ ଜିଲା ଖବର

ବାର୍‌କାଉନସିଲ ସଭ୍ୟ ଲାଗି ନାମାଙ୍କନ ଦାଖଲ

ପୁରୁଷୋତ୍ତମପୁର,୬।୩(ଡି.ଏନ୍‌.ଏ.): ଷ୍ଟେଟ ବାର୍‌କାଉନସିଲ (ରାଜ୍ୟ ଆଇନଜୀବୀ ପରିଷଦ) ସଭ୍ୟ ଲାଗି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଅରୁଣ କୁମାର ପଣ୍ଡା ନିଜ ସମର୍ଥକଙ୍କ ସହ ସୋମବାର କଟକ ଷ୍ଟେଟ ବାର୍‌କାଉନସିଲ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର...

ଛାତ୍ରୀଛାତ୍ର ତିଆରି କଲେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ପ୍ରିୟ ଡାକୋଟା ବିମାନ

ଛତ୍ରପୁର,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ଆଇଟିଆଇର ଛାତ୍ରୀଛାତ୍ରଙ୍କ ଦ୍ୱାରା ଅଦରକାରୀ ପଦାର୍ଥରୁ ତିଆରି ହୋଇଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଏବଂ ପ୍ରିୟ ଡାକୋଟା ବିମାନକୁ ଉଦ୍‌ଘାଟନ କରିଛନ୍ତି ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର...

ଫ୍ୟାକ୍ଟ୍ରି ଷ୍ଟାଫ୍‌ କ୍ୱାର୍ଟର୍ସ ଭିତରେ ୭ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

କେସିଙ୍ଗା,୬ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍‌ଏମ୍‌ଏନ୍‌ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରି ଷ୍ଟାଫ୍‌ କ୍ୱାର୍ଟର୍ସ ଭିତରେ ଫ୍ୟାକ୍ଟ୍ରିର ଟ୍ରେଲର ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହରିୟାଣା ରାଜ୍ୟର ଲକ୍ଷ୍ମଣ (୪୫)...

ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି

ନିରାକାରପୁର,୬ା୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୩ଜଣ ଗୁରୁତର ହୋଇଥିଲେ। ଏହି ଗୁରୁତରଙ୍କ ମଧ୍ୟରୁ ପୁଣି ଜଣଙ୍କର ଜୀବନ...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଜଳିଗଲେ, ୪ ଗୁରୁତର

ଖୋର୍ଦ୍ଧା ଅଫିସ,୬ା୩: ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଟାଙ୍ଗୀ ପରେ ଭୁବନେଶ୍ବର ମେଡିକାଲକୁ...

ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଛତ୍ରପୁର,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଲକ୍ଷ୍ମଣଭବନଠାରେ ରାଜ୍ୟ ସଂଘର ଡାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର...

କାର୍‌ରୁ ମିଳିଲା କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ୨ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୬ା୩: ଗଞ୍ଜେଇ ଚୋରା ଚାଲାଣର ଭୂସ୍ବର୍ଗ ପାଲଟିଛି ବ୍ରହ୍ମପୁର। ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟବକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର...

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା...

ମା’ବାପାଙ୍କଠାରୁ ତଥ୍ୟ ସଂଗ୍ରହ କଲା ପୋଲିସ

ସମ୍ବଲପୁର,୬ା୩(ବ୍ୟୁରୋ):ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ ପାୱାର ଚ୍ୟାନେଲକୁ ଡେଇଁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣା ୬ଦିନ ପରେ ବି ରହସ୍ୟାବୃତ୍ତ ହୋଇରହିଛି। ହତ୍ୟା ଅଭିଯୋଗ ଆଣିଥିବା ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ...

ଓଲଟିଲା କାର୍‌, ୨ ଗୁରୁତର

ବଲାଙ୍ଗୀର ଅଫିସ,୬ା୩: ବଲାଙ୍ଗୀର-ସୋନପୁର ୫୭ ନମ୍ବର ରାଜ୍ୟ ରାଜପଥର ସାତମାଇଲଛକଠାରେ ସୋମବାର ଭୋର୍‌ରୁ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଦୁର୍ଘଟଣା...

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀ ବଞ୍ଚିତ

ଭୁବନ, ୬।୩(ଡି.ଏନ.ଏ.):ଶିକ୍ଷା ବିଭାଗର ତ୍ରୁଟି କାରଣରୁ ଜଣେ ଛାତ୍ରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଢେଙ୍କାନାଳ ଜିଲା କାଙ୍କଡ଼ପାଳ ସିମିଳିଆ ଗ୍ରାମ ସରସ୍ବତୀ ବିଦ୍ୟାମନ୍ଦିରର ୫ମ ଶ୍ରେଣୀ ଛାତ୍ରୀ ତଥା ପ୍ରଦୀପ କୁମାର ସାହୁଙ୍କ ଝିଅ...

ରାସ୍ତା କାମ ଫଳକରେ ସୀମିତ: ଆନ୍ଦୋଳନ ଚେତାବନୀ

ନୟାଗଡ଼ ଅଫିସ,୬ା୩:ନୟାଗଡ଼ ଜିଲା ଦେଇ ଯାଇଥିବା ୨୧ ନଂ. ରାଜ୍ୟ ରାଜପଥର ନୟାଗଡ଼ ଲେମ୍ବୁ ବିକ୍ରି ଛକଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାରେ ଖଲଖମା ଯୋଗୁ ଦୁର୍ଘଟଣା ବଢୁଛି। ତେବେ ରାସ୍ତାର ପୁନରୁଧାର ନଁାରେ ଫଳକ ରାସ୍ତାକଡ଼ରେ ଝୁଲି ଅଯଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri