ଆମ ଜିଲା ଖବର

ହଜାରେ ଅଣ୍ଡାରୁ ଗୋଟିଏକୁ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡା ଅଫିସ, ୪ା୩: ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ପୂର୍ଣ୍ଣିମା ତିଥି ମଧ୍ୟରେ ଅନୂକୂଳ ପବନ ଆସିଲେ ଗହୀରମଥା ନିଷିଦ୍ଧାଞ୍ଚଳରେ...

ବଦଳିଲେ କପ୍ତିପଦା ଉପଖଣ୍ଡ ଉପ ଜିଲାପାଳ

ଉଦଳା,୩ା୩(ଡି.ଏନ.ଏ.)- ଦୀର୍ଘ ୪ ବର୍ଷରୁ ଅଧିକ ସମୟ ହେବ କପ୍ତିପଦା ଉପଖଣ୍ଡର ଉପ ଜିଲାପାଳ ଭାବେ ଦାୟିତ୍ୱରେ ଥିବା ଭଗବାନ ବେହେରାଙ୍କର ବଦଳି ହୋଇଛି। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅର୍ଡର ନଂ-ଜିଏଡି-ଏସ୍‌ଇଆର୨-ଆଇଡି-୦୦୧୪-୨୦୨୨-୬୩୪୪/ଏସସିଏସ୍‌...

ଖୁବ୍‌ ଶୀଘ୍ର ହେବ ଆନନ୍ଦ ବଜାର-ବସଷ୍ଟାଣ୍ଡ ଅଣ୍ଡରପାସ୍‌

ବେତନଟୀ,୩ା୩ (ଡି.ଏନ୍‌.ଏ.)- ବେତନଟୀ ରେଳଷ୍ଟେଶନ ନିକଟରେ ରେଳଲାଇନ ମଧ୍ୟ ଦେଇ ଆନନ୍ଦ ବଜାରରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଣ୍ଡରପାସ ରାସ୍ତା ହେବ। ଏନେଇ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ଦକ୍ଷିଣ ପୂର୍ବ ରେଳପଥ ଖଡଗପୁର ଡିଭିଜନର ଡିଆର୍‌ଏମ୍‌ଙ୍କ ମଧ୍ୟରେ...

ଶିମିଳିପାଳ ଉତ୍ତର ଡିଭିଜନରେ ଲାଗିଲା ନିଆଁ

ବାରିପଦା ଅଫିସ,୩ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଉତ୍ତର ଡିଭିଜନରେ ନିଅଁା ଲାଗିଛି। ୪୫ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ତେବେ ସମସ୍ତ ସ୍ଥାନରେ ଲାଗିଥିବାନିଆଁକୁ ଆୟତ୍ତ କରାଯାଇଥିବା ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ...

ସୁନା ଅଳଙ୍କାର ଠକେଇ ମାମଲାରେ ୨ ଗିରଫ

ଆସିକା,୩ା୩ (ଡି.ଏନ.ଏ.): ଆସିକା ବିନାୟକ ବଜାରଠାରେ ଥିବା ଏକ ଦୋକାନର ମାଲିକଙ୍କଠାରୁ ବିକ୍ରି କରିବା ଲାଗି କହି ୨ ଅଭିଯୁକ୍ତ ଅଳଙ୍କାର ନେଇ ଫେରାର ହୋଇଥିଲେ। ପୋଲିସ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଜୁ ରେଡ୍ଡୀ...

ନିମ୍ନମାନର ରାସ୍ତା କାମକୁ ବିରୋଧ

ବାରିପଦା ଅଫିସ,୩ା୩: ବାରିପଦା-ଲୁଲୁଙ୍ଗ ରାସ୍ତା ମରାମତି କାର୍ଯ୍ୟ ନିମ୍ନ ମାନର ହେଉଥିବା ନେଇ ପୋଡାଅସ୍ତିଆଠାରେ ଗୁରୁବାର ସାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବରପାଇ ପୋଲିସ ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ପହଞ୍ଚତ୍ ସମାଧାନ ପାଇଁ ଗ୍ରାମବାସୀମାନଙ୍କ ସହ...

ଘର ତାଲା ଭାଙ୍ଗି ନେଇ ୫ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର

ପାରଳାଖେମୁଣ୍ଡି,୩ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଚନ୍ଦ୍ରଶେଖର ପଣ୍ଡା ସାହି କୃଷ୍ଣଚନ୍ଦ୍ର ଗନ୍ତାୟତଙ୍କ ଘର ତାଲା ଭାଙ୍ଗି ସୁନା ରୁପା, ଟିଭି ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ କରିଛନ୍ତି। ଗନ୍ତାୟତ ପୁଅ ପାଖକୁ ବେଙ୍ଗାଲୁରୁ ଯାଇଥିବା ବେଳେ ତାଙ୍କ ଝିଅ ଘରକୁ ଆସି...

ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ବ୍ରହ୍ମପୁର/ଗୋପାଳପୁର,୩ା୩(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବୈଷୟିକ ଶିକ୍ଷା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ‘ଉଡାନ୍‌’ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା...

ଏନ୍‌ଆର୍‌ଇଜିଏସ୍‌ରେ ସରକାରୀ ଅର୍ଥ ହଡ଼ପ

ବାଲେଶ୍ୱର ଅଫିସ,୨।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତରେ ଥିବା ପୋଖରୀଗୁଡ଼ିକରୁ ବେଆଇନ ଭାବେ ମାଟି ଚୋରି ହେଉଛି। ପରେ ଏହାକୁ ଏମ୍‌ଜିଏନଆରଇଜିଏସ୍‌ରେ ସାମିଲ କରି ଜାଲ୍‌ ଜବ୍‌କାର୍ଡ଼ଧାରୀଙ୍କ ସହ ସଲାସୁତରା କରି ଲକ୍ଷ ଲକ୍ଷ ଟଙ୍କା...

ଇନ୍ଦୋର ପିଚ୍‌କୁ ନିମ୍ନମାନର ବିବେଚନା କଲା ଆଇସିସି

ଇନ୍ଦୋର, ୩ା୩: ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ ପିଚ୍‌କୁ ନିମ୍ନମାନର ବିବେଚନା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଠାରେ ବର୍ଡର-ଗାଭାସ୍କର ଟ୍ରଫି ତୃତୀୟ ଟେଷ୍ଟ ଖେଳାଯାଇଥିଲା। ଏହି ମ୍ୟାଚ ୩ ଦିନ ଭିତରେ ଶେଷ ହୋଇଯାଇଥିଲା। ଏଥିପାଇଁ ଇନ୍ଦୋର ପିଚ୍‌କୁ...

‘୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗିଛି’

କୋରାପୁଟ, ୩ା୩(ସ୍ବ.ପ୍ର.): କୋରାପୁଟଠାରେ ବନ ବିଭାଗ ଓ କୋଟସ୍‌ର ମିଳିତ ଆନୁକୂଲ୍ୟରେ ଗୁରୁବାର ଜଙ୍ଗଲ ନିଆଁ ଲିଭାଇବା ନେଇ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅବଦାଲ ଏମ୍‌. ଅଖତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲକୁ...

ଭୁଲ୍‌ ଇଞ୍ଜେକ୍ସନରେ ନାବାଳକଙ୍କ ମୃତ୍ୟୁ: ଥାନାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ,୩।୩: ଭଦ୍ରକର ଏକ କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ବୁଧବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୨୧/୨୩) ରୁଜୁ କରିଛି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri