ଆମ ଜିଲା ଖବର

୨ ଯୁବକଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୮ା୨: କନଷ୍ଟେବଲ ଲିଖିତ ପରୀକ୍ଷା ବେଳେ ନକଲି ପ୍ରଶ୍ନପତ୍ର ଭାଇରାଲ କରିଥିବା ୨ ଯୁବକଙ୍କ ନାଁରେ ବ୍ରହ୍ମପୁର ସାଇବର ଥାନାରେ ସୋମବାର ମାମଲା ରୁଜୁ ହୋଇଛି । ଟାଉନ ଥାନା ଏସ୍‌ଆଇ ରାଜକିଶୋର ପାତ୍ରଙ୍କ ଏତଲାକୁ ଭିତ୍ତିକରି ନଂ....

ମୋବାଇଲ ବଦଳରେ ଆସିଲା ଜୋତା, ବେଲ୍‌ଟ

ପାଟଣା,୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ାର ରଞ୍ଜନ ବେହେରା ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ମୋବାଇଲ ଲଟେରି ଉଠିଥିବା କହି ଦୁର୍ବୃତ୍ତ ତାଙ୍କଠାରୁ ୪ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି। ମୋବାଇଲ ବଦଳରେ ଜୋତା, ବେଲ୍ଟ ଓ...

ଯୋଡ଼ା ପୌରାଞ୍ଚଳରେ ୨୪ ଟିକିଆ ହାତୀପଲ

ଯୋଡ଼ା,୨୮ା୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୬ ନଂ. ୱାର୍ଡ ବାଚୁହଟିଂ ନିକଟରେ ୨୪ ଟିକିଆ ହାତୀପଲ ରହିଥିବା ଦେଖିବାକୁ ମିଳିଛି। ସୋମବାର ସକାଳ ସମୟରେ ବାଚୁହାଟିଂ ନିକଟ ରେଳ ଲାଇନ କଡ଼ରେ ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ହୋଇ...

ଈଶାଣପୁରରେ ହେବ ଅଣ୍ଡର ପାସ୍‌

ବୈଶିଙ୍ଗା,୨୮ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗପୁରା ରେଳ ଷ୍ଟେଶନଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଈଶାଣପୁର ଓ ଯୁଗପୁରା ଅଞ୍ଚଳର ବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ସୋମବାର ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ଦକ୍ଷିଣ...

କାର୍ଯ୍ୟଦିବସରେ ଅଫିସର, କର୍ମଚାରୀ ଅନୁପସ୍ଥିତ

ନୟାଗଡ଼ ଅଫିସ,୨୮।୨:ନୟାଗଡ଼ରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଓ କର୍ମଚାରୀ ସୋମବାର କାର୍ଯ୍ୟ ଦିବସରେ ଅନୁପସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମାସର ବିଭିନ୍ନ କାର୍ଯ୍ୟଦିବସରେ...

ଟୋକନ ଥାଇ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନି

ଖଣ୍ଡପଡା,୨୮ା୨(ସ୍ବ.ପ୍ର.):ବିଭିନ୍ନ ଅଞ୍ଚଳରେ ଧାନମଣ୍ଡି ବିଳମ୍ବରେ ଖୋଲିଥିବା ବେଳେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଅନେକ ଚାଷୀ ଟୋକନ ପାଇ ନ ଥିବା ଓ ଟୋକନ ଥାଇ ମଧ୍ୟ ଧାନ ବିକ୍ରି ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ...

ଅବ୍ୟବସ୍ଥାରେ ଗଣ୍ଡସାହି, ବେଙ୍ଗସାହି ଅଙ୍ଗନୱାଡି

ଫୁଲବାଣୀ ଅଫିସ/ଟିକାବାଲି, ୨୮ା୨:ସରକାର ଛୋଟ ପିଲା ଏବଂ ଗର୍ଭବତୀ ଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିକର ଆହାର ଯୋଗାଇ ଦେଉଛନ୍ତି ା ଯୋଜନାର ମୂଳ ଲକ୍ଷ୍ୟ ରହିଛି କେହି ଯେପରି ଅପପୁଷ୍ଟିର ଶୀକାର ନ ହେବେ ା କିନ୍ତୁ ଗ୍ରାମାଞ୍ଚଳରେ ଥିବା...

ମେଗା ପ୍ରକଳ୍ପ ଜଳରେ ପରିବା ଚାଷ

କାଳିଆପାଣି,୨୮ା୨(ଡି.ଏନ୍‌.ଏ.):ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଧିରେ ଧିରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ନଦୀ,ପୋଖରୀ,କୂଅ ଓ ନଳକୂପରୁ ଜଳ ଶୁଖିବା ଆରମ୍ଭ ହୋଇଛି। ଏଣେ...

ବନ ବିଭାଗ ଉନ୍ନୟନ କାର୍ଯ୍ୟରେ ଅନିୟମିତତା

ବଡ଼ଚଣା,୨୮ା୨(ଡି.ଏନ.ଏ.):ପରିବେଶ ସୁରକ୍ଷା, ଚାରା ରୋପଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର କେତେଜଣ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ଦୁର୍ନୀତଖୋର ମନୋବୃତ୍ତି ଯୋଗୁ ତାହା ସଫଳ ହୋଇପାରୁନାହିଁ। ଏହି...

୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ

ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି...

ବିମାନ ଶୋଭାଯାତ୍ରାରେ ଡିଜେ, ବାଣ ବନ୍ଦ

ଡେରାବିଶ, ୨୮ା୨(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଓ କଟକ ଜିଲାର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ପ୍ରସିଦ୍ଧ ଓଳକଣା ମେଳଣ ମାର୍ଚ୍ଚ ୬ରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କୋଭିଡ କଟକଣା ନ ଥିବାରୁ ମେଳଣରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଏହାକୁ...

ଶୁଖିଲାଣି ଜଳାଶୟ, ଆଗକୁ ଜଳ ସଙ୍କଟ ଆଶଙ୍କା

ଜଗତ୍‌ସିଂହପୁର ଅଫିସ, ୨୮ା୨:ଚଳିତବର୍ଷ ଖରାଦିନେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ଏହା ଏବେଠାରୁ ବାରି ହେଲାଣି। ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ଚାରାରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri