ଆମ ଜିଲା ଖବର

ଅପେରାରେ ଅଶ୍ଳୀଳ ନାଚ ରୋକିବାକୁ ଭିଡିଓ ରେକର୍ଡିଂ

ମାଲକାନଗିରି,୩୧ା୧୨(ଦୁର୍ଯ୍ୟୋଧନ ପାତ୍ର): ଅପେରା ମଞ୍ଚରେ ଅଶ୍ଳୀଳତା ନେଇ ଅଭିଯୋଗ ହେବାପରେ ରେକର୍ଡ ଡ୍ୟାନ୍ସ ସମୟରେ କ୍ୟାମେରା ଲଗାଇ ରେକର୍ଡିଂ କଲା ପୋଲିସ। ପୋଲିସ ଛାଉଣୀରେ ଚାଲିଲା ଆଇଟମ ଗାର୍ଲଙ୍କ ନିଶା ମହାରଣାଙ୍କ ନାଚ। ସୂଚନା ଅନୁଯାୟୀ, ମାଲକାନଗିରି ଜିଲା କତାମେଟା...

ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା: ୨ ଦୁଇ ମୃତ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୩୧ା୧୨(ଚିଦାନନ୍ଦ ସାହୁ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ପୂଜାରୀଗୁଡା ଷ୍ଟାଡିୟମ ତେନ୍ତୁଳିଗଛ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଛନ୍ତି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ...

ସମୁଦ୍ର ବେଳାଭୂମିରେ ମଲା କଇଁଛ: ଖାଇଗଲେ ବିଲୁଆ, କୁକୁର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମସ୍ଥିତ ସମୁଦ୍ର ବେଳାଭୂମିରେ କିଛି ମଲା କଇଁଛ ପଡ଼ିଥିବା ଏବଂ ସେମାନଙ୍କୁ ବିଲୁଆ କୁକୁର ଖାଉଥିବା ଦେଖିବାକୁ ମିଳିଛି। କୌଣସି ସୂତ୍ରରୁ ଖବର ପାଇ ଖଲିକୋଟ ବନ...

୧୭୨୮ବୋତଲ କଫ୍‌ ସିରପ ଜବତ, ଜଣେ ଗିରଫ

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ କେସିଙ୍ଗା ପୋଲିସ ମଙ୍ଗଳବାର ଚଢାଉ କରି ଏକ କାର୍‌ରୁ ୧୭୨୮ ବୋତଲ କଫ୍‌ ସିରପ ଜବତ କରିଛି। ଏହାସହ ନୂଆପଡ଼ା ଜିଲା...

ପ୍ରଥମେ ଭାରତ ଆଉ ଏବେ ଓଡିଶା ବୁଲି ପ୍ରକୃତି ସୁରକ୍ଷା ଦେଉଛନ୍ତି ନନ୍ଦିଘୋଷ 

ଦାରିଙ୍ଗବାଡି,୩୧।୧୨ (ଅରୁଣ ସାହୁ ): ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ଗାଁଗାଁ ବୁଲି ଜନ ସଚେତନ କରୁଛନ୍ତି ନନ୍ଦିଘୋଷ ଖମାରୀ। ବରଗଡ଼ ଜିଲାର ବାସିନ୍ଦା ନନ୍ଦିଘୋଷ ଗତ ୨୫ ଦିନହେଲା ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସୁଦ୍ଧାସେ...

ରାସ୍ତାକାମ ନିମ୍ନମାନର, ହାତମାରିଲେ ଉଠିଯାଉଛି ପିଚୁ

ଥୁଆମୂଳ ରାମପୁର, ୩୧ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଡାକକୋଟା ଭାରତ ଯାତ୍ରାଠାରୁ ତୁକଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାକାମ ନିମ୍ନମାନର ବୋଲି ଅଭିଯୋଗ ହେଉଛି। ମାତ୍ର ଦିନ କେଇଟା ମଧ୍ୟରେ...

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ: ମିଳିଲା ଲୁହା ପାଇପ୍‌, ହତ୍ୟା ସନ୍ଦେହ

ବଲାଙ୍ଗୀର,୩୧।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ । ମୃତ ଯୁବକ ଜଣକ ହେଲେ...

ପୁୁରୀ ମେଡିକାଲରେ ନକଲି ଡାକ୍ତର: ୭ ଦିନ ହେଲା କରୁଥିଲେ ରୋଗୀଙ୍କ ଚିକିତ୍ସା

ଭୁବନେଶ୍ୱର, ୩୧।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ୭ ଦିନ ହେଲା ଜଣେ ଡାକ୍ତର ବେଶରେଆପ୍ରନ ପିନ୍ଧି ଷ୍ଟେଥୋସ୍କୋପ ପକାଇ ୱାର୍ଡ ବୁଲୁଥିଲେ। ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁ ନ ଥିଲେ।...

ଭାରତ ବନ୍ଦ ପାଳନ: ଜ଼ିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ବିକ୍ଷୋଭକାରୀ

ଛତ୍ରପୁର,୩୧।୧୨(ଦିଲ୍ଲୀପ ସାମଲ): ଭାରତ ମୁକ୍ତି ମୋର୍ଚ୍ଚା ତତ୍ତ୍ୱାବଧାନରେ ନ୍ୟାୟ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା, ଭିଟାମାଟି ସୁରକ୍ଷା ଅଭିଯାନ, ଗଞ୍ଜାମ ଜ଼ିଲା ବାଉରୀ ଖଡାଳ ସମାଜ ବିକାଶ ମଞ୍ଚ, ଦକ୍ଷିଣାଞ୍ଚଳ ମହିଳା ସଂଘ ଏବଂ ଅନ୍ୟାନ୍ୟ ଦଳିତ...

ପଥରକୁ ଧରି ସାନକୁଣ୍ଡ ଉପରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଥିଲେ ନାବାଳକ, ପରେ ଯାହାହେଲା…

ପାଟଣା,୩୧।୧୨(ବୀରକିଶୋର ଦାଶ): କଥାରେ ଅଛି ରଖେ ହରି ତ ମାରେ କିଏ। ଜଣେ ୧୪ରୁ ୧୫ବର୍ଷର ନାବାଳକଙ୍କୁ ମଙ୍ଗଳବାର ସକାଳୁ କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭିମକୁଣ୍ଡର ସାନକୁଣ୍ଡ ଉପରୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଯୁବକମାନେ ଉଦ୍ଧାର...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ: ଆଧାର କାର୍ଡରୁ ମିଳିଲା ପରିଚୟ

ତିହିଡି,୩୧।୧୨(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ପଣ୍ଡାପୋଖରୀ ଛକରୁ ମଙ୍ଗଳବାର ସକାଳେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି l ଯୁବକଙ୍କ ପାଖରେ ପଡ଼ିଥିବା ତାଙ୍କ ବ୍ୟାଗରେ ଥିବା ଆଧାର କାର୍ଡରୁ ମୃତ ଯୁବକଙ୍କ...

ଗାଁରେ ପଶିଲେ ୧୩ଟିକିଆ ହାତୀପଲ

କଣ୍ଟାବାଞ୍ଜି, ୩୧।୧୨: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ବାରବନ୍ଧ ଗାଁରେ ଏକ ୧୩ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି। ହାତୀପଲ ଧାନ ଫସଲ ଦଳି ନଷ୍ଟ କରିଦେବା ସହ ଘର ଭାଙ୍ଗି ଦେଇଥିବା ଗ୍ରାମବାସୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri