ଆମ ଜିଲା ଖବର

ଦାନା ମୁକାବିଲା ପାଇଁ ଅଣ୍ଟା ଭିଡିଲାଣ କେନ୍ଦୁଝର ଜିଲା ପ୍ରଶାସନ

ପାଟଣା,୨୨।୧୦(ବୀର କିଶୋର ଦାଶ): ବାତ୍ୟା ମୁକାବିଲା  ପାଇଁ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶିବ ଶଙ୍କର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ପ୍ରଶାସନିକ ଅଧିକାରୀ ସହ, ଅଗ୍ନିଶମ...

ପଇସା ପଛେ ଯାଉ ଆଳୁ ଘରେ ଥାଉ

କଟକ,୨୨।୧୦: ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ ବିକ୍ରି କରିବାକୁ ଆସୁଥିବା ବନବାସୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ସେମାନେ...

କରୁଥିଲେ କଳାବଜାରୀ ଆଳୁ କିଲୋ ୫୦, ପିଆଜ ୭୦: ହଠାତ୍‌ ଛତ୍ରବଜାର ସବୁ ଦୋକାନରେ ପଶିଲା ଯୋଗାଣ ବିଭାଗ

କଟକ,୨୨।୧୦: ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକ ଆତଙ୍କିତ ହୋଇ ଅଧିକା କିଣାକିଣି କରୁଛନ୍ତି। ଏହାର ଫାଇଦା ଉଠାଇ କେତେଜଣ ଅସାଧୁ ବେପାରୀ ଦର ବଢ଼ାଇ ଦେଇଛନ୍ତି। ବାତ୍ୟା ପୂର୍ବରୁ ପରିବା ମାର୍କେଟରେ ଆଳୁ, ପିଆଜ ସମେତ ବିଭିନ୍ନ ପନିପରିବା ଦର...

କାଶିଆ ପୋଲ ନିକଟରେ ଦୁର୍ଘଟଣା: ହଠାତ୍‌ ଗୋରୁଙ୍କୁ ଧକ୍କା ଦେଲା କୁକୁଡ଼ା ଦାନା ବୋଝେଇ ପିକ୍‌ଅପ୍‌

ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କି କୋଟ ଦେଇ ଯାଇଥିବା ୨୨୦ନଂ ଜାତୀୟ ରାଜପଥ କାଶିଆ ପୋଲ ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ଦାନା ବୋଝେଇ ପିକ୍‌ଅପ୍‌ ଧକ୍କାରେ ୨ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ...

ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ପରଲୋକ

ଭବାନୀପାଟଣା,୨୨।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ଖବରଦାତା ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୋମବାର ଦେହ ଅସୁସ୍ଥ ହେବା ପରେ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲ...

ଦାନା ପାଇଁ ଏମ୍‌କେସିଜି ଡାକ୍ତର, କର୍ମଚାରୀଙ୍କ ଛୁଟି ବାତିଲ

ବ୍ରହ୍ମପୁର,୨୧।୧୦: ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହିତ...

ବୁଧବାର ସନ୍ଧ୍ୟାରୁ ବଦଳିବ ପାଗ: ଏହି ୭ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨ା୧୦: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର...

ବିଇଏମସିରେ ବିଜେଡି କର୍ପୋରେଟର ଦୁଇ ଫାଳ: ରହସ୍ୟ ଘେରରେ ପୂର୍ବତନ ଏମପି, ବିଧାୟକଙ୍କ….

ବ୍ରହ୍ମପୁର,୨୧ା୧୦(ନରସିଂହ ସାହୁ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ବିଜେଡି କର୍ପୋରେଟର ଦୁଇ ଫାଳ ହୋଇଯାଇଛି। ସୋମବାର ଦଳର ବୈଠକରେ ୨୫ରୁ ଅଧିକ ଅନୁପସ୍ଥିତ ଥିବାରୁ ବିବାଦ ପକାକୁ ଆସିଛି। ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା...

ସମ୍ବଲପୁରୀ ଭାଷାରେ ହେଉ ଧନୁଯାତ୍ରା

ବରଗଡ଼,୨୨।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁୟାରୀ ୩ରୁ ଆରମ୍ଭ ହେବ। ତେବେ ଆଗାମୀ ଧନୁଯାତ୍ରା ମହୋତ୍ସବକୁ ସମ୍ବଲପୁରୀ ଭାଷାରେ କରିବାକୁ ସ୍ଥାନୀୟ କୋଶଲ ଜଏଣ୍ଟ ଆକ୍ସନ କମିଟି ଦାବି କରିଛି। ଏହି ଦାବି...

ରେନ୍‌ବୋ ଜଳପ୍ରପାତର ବିକାଶ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ

ଦାରିଙ୍ଗବାଡି, ୨୨।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ତାହା ମଧ୍ୟରେ ରେନ୍‌ବୋ ଜଳପ୍ରପାତ ଅନ୍ୟତମ।ଏହି ଜଳପ୍ରପାତ ଉକ୍ତ ବ୍ଲକ ପ୍ଳିହେରି ପଞ୍ଚାୟତ ପାଙ୍ଗାଲି ଗ୍ରାମରେ ରହିଥିବାବେଳେ ଏହାର ବିକାଶ ସହ...

ବାତ୍ୟା ଛନକା: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ

ପୁରୀ,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଭଳିସ୍ଥିତିରେ ବୁଳିବାକୁ ଆସିଥିବା ପର୍ଯ୍ୟଟକ ମଙ୍ଗଳବାର ପୁରୀ ଛାଡି ପଳାଉଥିବା ଦେଖିବାକୁ ମିଳିଛି। ଏନେଇ ବସ୍‌ଷ୍ଟାଣ୍ଡ ସାଙ୍ଗକୁ ବିଭିନ୍ନ ଛକରେ ଲୋକ ଠିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri