ଆମ ଜିଲା ଖବର

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ, ଅଧା ରାସ୍ତାରୁ ଝାମ୍ପି ନେଲେ

ଟିଟିଲାଗଡ଼,୩୧।୭(ଡି.ଏନ.ଏ): କିଛିଦିନର ନୀରବତା ପରେ ଶନିବାର ଲୁଟେରା ଆପାଚି ଗ୍ୟାଙ୍ଗ ଟିଟିଲାଗଡ ଅଞ୍ଚଳରେ ଲୁଟ୍‌ପାଟ୍‌ କରିଛନ୍ତି। ସହରର ଯୁବ ଠିକାଦାର ମହେଶ ଅଗ୍ରୱାଲଙ୍କ ଦୁଇଜଣ କର୍ମଚାରୀଙ୍କଠାରୁ ସେମାନେ ୨ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଖବର ପାଇ ଟିଟିଲାଗଡ...

ଘରେ ତାଲା ପକାଇ ଯାଇଥିଲେ , ଫେରିଲା ବେଳକୁ

ରାୟଗଡା ଅଫିସ,୩୧।୭: ରାୟଗଡ଼ାରେ ବଡ ଧରଣର ଚୋରି ହୋଇଛି। ରାୟଗଡା ରୟତ କଲୋନୀ ୬ ସାହିରେ ଏକ ଘରୁ ୩୦ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଓ ରୁପା ଅଳଙ୍କାର ଚୋରି ହୋଇଛି। ଘର ମାଲିକ ଗତ...

କଳାହାଣ୍ଡି ଗସ୍ତରେ ୫ଟି ସଚିବ

କେସିଙ୍ଗା,୩୧।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ଉତକେଲାଠାରେ ଅବତରଣ କରି ପ୍ରଥମେ ଏୟାରଷ୍ଟ୍ରିପର ସମୀକ୍ଷା କରିଥିଲେ। ପରେ ଭବାନୀପାଟଣା ଅଭିମ୍ମୁଖେ ଗସ୍ତ କରିଥିଲେ। ସହରରେ ଥିବା ବିଏମ ସ୍କୁଲ ପରିଦର୍ଶନ କରିଥିଲେ। ପରେ...

ଗୁଣିଗାରେଡ଼ି ସନ୍ଦେହ: ଘରେ ପଶି ନିସ୍ତୁକ ପିଟିଲେ

ପାରଳାଖେମୁଣ୍ଡି:୩୧।୭: ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ଆକ୍ରମଣ କରିଛନ୍ତି। ପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଫୋପାଡି ଦେଇଛନ୍ତି। ସେ ହେଲେ ରାଜାରାଓ ନାଗବଂଶ। ସୂଚନାଯୋଗ୍ୟ,...

ବୁଗୁଡ଼ାବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବୁଗୁଡ଼ା,୩୧ା୭(ଡି.ଏନ୍‌.ଏ.): ଗଞ୍ଜାମର ବୁଗୁଡ଼ା ସହରରେ ଏବେ ମଶାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ବିଭିନ୍ନ ସହରାଞ୍ଚଳରେ ଏବେ ଡେଙ୍ଗୁ ଆତଙ୍କ ଦେଖା ଦେଇଥିବାରୁ ବୁଗୁଡ଼ା ସହରବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ସହରର ପରିବା ବଜାର ନିକଟରେ ମଇଳା ଜମି...

କୋଭିଡ୍‌ ନିୟମ ଉଲ୍ଲଂଘନ କରି ଦଳୀୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୩୧।୭(ଡି.ଏନ୍‌.ଏ.): ବ୍ରହ୍ମପୁର ଏମ୍‌ପିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଭାଜପା ଓ କଂଗ୍ରେସ। ଗଜପତି ଜିଲା ଗୋଷାଣୀ ବ୍ଲକର ଗାରାବନ୍ଧଠାରେ ଏମ୍‌ପି ଚନ୍ଦ୍ରଶେଖର ସାହୁ କୋଭିଡ୍‌ କଟକଣାକୁ ଫୁ କରି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏମ୍‌ପି...

ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିଲା: ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ

କୋକସରା,୩୧ା୭(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଦ୍ରାବତୀରୁ ପ୍ରଥମଥର ପାଇଁ ମେଗା ଲିଫ୍ଟ କେନାଲ କାର୍ଯ୍ୟକ୍ଷମ ହୋଇ ଜୟପାଟଣା କୋକସରା ଓ ଧର୍ମଗଡ଼ ବ୍ଲକର ଅଣଜଳସେଚିତ ଚାଷଜମିକୁ ଜଳସେଚନ ପାଇଁ...

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୩୧।୭(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୫.୧୦ ଫୁଟ୍‌ ରହିଛି। ବାମ ପାର୍ଶ୍ୱର ୫ ଓ ଡାହାଣ ପାର୍ଶ୍ୱର ୩ ଗେଟ୍‌...

ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର ସମସ୍ତ ପ୍ରମୁଖ ଅନୁଷ୍ଠାନ ଓ ରାଜନୈତିକ ଦଳର ବିରୋଧ ପରେ ରାଜ୍ୟ ସରକାର...

ଦାରିଙ୍ଗବାଡ଼ି ବ୍ଲକ ପୂର୍ବତନ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧।୭: ୨୦୧୮ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।...

ବାଲେଶ୍ୱରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ବାଲେଶ୍ୱର ଅଫିସ, ୩୧।୭: ବାଲେଶ୍ୱର ଜିଲାରେ ପ୍ରଥମେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ସ୍ବତନ୍ତ୍ର ଡେଙ୍ଗୁ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ରେମୁଣା ଗୋଲେଇ ଅଞ୍ଚଳରେ ପରିବାର ସହ ଭଡ଼ାଘରେ ରହୁଥିବା ଜଣେ ୩୦...

ନିୟମ ମାନୁନାହାନ୍ତି ବ୍ୟବସାୟୀ

ଅନୁଗୋଳ ଅଫିସ, ୩୧ା୭ ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଅନୁଗୋଳ ସହରର ଅନେକ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ଅତ୍ୟନ୍ତ ଅସ୍ବାସ୍ଥ୍ୟକର। ବିଶେଷକରି ବର୍ଷାଦିନେ ଏପରି ଅପମିଶ୍ରିତ ଓ ବାସିଖାଦ୍ୟ ଲୋକଙ୍କୁ ନାନା ରୋଗରେ ପକାଇବ। ଏହାର ପ୍ରସ୍ତୁତି ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri