ଆମ ଜିଲା ଖବର

ସ୍ବର୍ଗଦ୍ୱାର ଛାତରୁ ଗଳୁଛି ପାଣି

ପୁରୀ ଅଫିସ,୨୭। ୭: ଗତ ଅକ୍ଷୟତୃତୀୟାଠାରୁ ନୂଆ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଆରମ୍ଭ ହୋଇଛି। ଏହାର କିଛି ମାସ ପରେ ଏବେ ମୃତଦେହ ଦାହ ପିଣ୍ଡି ଉପର ଛାତରୁ ପାଣି ଗଳିଲାଣି। ସ୍ଥିତି ଏଭଳି ଯେ, କିଛି ପିଣ୍ଡିରେ ମୃତଦେହ...

ସର୍ବଶ୍ରେଷ୍ଠ ଆଇଟିଆଇରେ ରାଜ୍ୟର ୬

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସୋମବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ...

ପୁରୀବାସୀଙ୍କୁ ଟ୍ୟାପ୍‌ରେ ସ୍ଵଚ୍ଛ ପାଣି

ଭୁବନେଶ୍ୱର(ବ୍ୟୁରୋ)/ପୁରୀ ଅଫିସ,୨୭। ୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ସୋମବାର ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ପୁରୀ ହେଉଛି ଦେଶର...

କୋଭିଡ୍‌ ନିୟମ ଉଲ୍ଲଂଘନକୁ ବିଧାୟକଙ୍କ ଖଣ୍ଡନ

ସୋରଡ଼ା,୨୭। ୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସୋମବାର ପୈତୃକ ଗ୍ରାମରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡାକ୍ତରୀ ଦଳ ୫୦୧ ୟୁନିଟ ରକ୍ତ...

ବେଦାନ୍ତର ଓସ୍ତପାଳ ଖଣି ବନ୍ଦ

ଯାଜପୁର ଅଫିସ,୨୭। ୭: ବେଦାନ୍ତ କମ୍ପାନୀ ଦ୍ୱାରା ପରିଚାଳିତ ଯାଜପୁର ଜିଲା ଓସ୍ତପାଳ କ୍ରୋମାଇଟ୍‌ ଖଣିକୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫଟି (ଡିଜିଏମ୍‌ଏସ୍‌) ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି...

ସମ୍ପୂର୍ଣ୍ଣ ହେବନି ଶିକ୍ଷା

ବଇଣ୍ଡା,୨୭ା୭ ଶିକ୍ଷାରେ ବାଧକ ସାଜିଛି କରୋନା। ମହାମାରୀ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍କୁଲ ପାଠପଢ଼ା ସ୍ବାଭାବିକ ହୋଇପାରୁ ନାହିଁ। ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ବାଧ୍ୟ ହୋଇ ସରକାର ପାଠ୍ୟକ୍ରମ ହ୍ରାସ ସହ...

ଉଲ୍ଲାସ ଅଧିକ, ଉପସ୍ଥାନ କମ୍‌

ଢେଙ୍କାନାଳ / ଅନୁଗୋଳ ଅଫିସ, ୨୭ା୭ କରୋନା ସଂକ୍ରମଣ ସାମାନ୍ୟ ଥମିବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ୨୬ ତାରିଖ ସୋମବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ...

ନୂଆ ରୂପ ପାଇବ ଶାଳ ଜଙ୍ଗଲ

କେନ୍ଦୁଝର, ୨୭।୭ (ସ୍ବ.ପ୍ର.)-ଖଣିଖାଦାନରେ ଭରା କେନ୍ଦୁଝର ଜିଲାର ଜଙ୍ଗଲ ସମ୍ପଦକୁ ସମୃଦ୍ଧ କରିଛି ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ଯୋଗୁ ଏହି ମୂଲ୍ୟବାନ ଜଙ୍ଗଲ ଏବେ ଅବକ୍ଷୟମୁଖୀ। ଏକଦା ଘଞ୍ଚ ଶାଳ ଗଛରେ...

ଛତା ମରାମତି କରିବାକୁ ଯାଇ ଫେରିଲେନି ଲୋଚନ

ନୂଆପଡ଼ା ଅଫିସ,୨୬।୭: ନୂଆପଡ଼ା ଜିଲା ସିନାପାଲି ଥାନା ଅନ୍ତର୍ଗତ ଚଲନା ଗାଁ ଶିବ ମନ୍ଦିର ନିକଟ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଡାଲ ପଞ୍ଚାୟତ ପଳସାପଡ଼ା ଗାଁର ଲୋଚନ ଜଗତ(୪୫)। ମିଳିଥିବା ସୂଚନା ମୁତାବକ,...

କାର୍‌-ଟ୍ରକ୍‌ ମୁହାଁମୁହିଁ, ଗଲା ୨ ଜୀବନ

ସମ୍ବଲପୁର,୨୬ା୭(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ୫୫ନଂ. ଜାତୀୟ ରାଜପଥର ସମ୍ବଲପୁର ଜିଲା ଯୁଯୁମୁରା ଥାନା ଜରାଙ୍ଗ ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଉରକେଲା...

ପ୍ରେମରୁ ଆତ୍ମହତ୍ୟା

ପାଟଣା,୨୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ଗ୍ରାମର ନାଏକ ସାହିରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ମୃତକ ହେଲେ ଅନୀଲ କୁମାର ନାଏକ। ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ତୁରୁମୁଙ୍ଗା...

ଯାନବାହନ ଯାଞ୍ଚ ସମୟରେ କାରରୁ ଗଞ୍ଜେଇ ଜବତ

ସୋରଡ଼ା,୨୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସମୟରେ ଏକ କାରରୁ ଗଞ୍ଜେଇ ଜବତ ହୋଇଛି। (ଓ ଆର ୦୫ଏ କ୍ୟୁ ୬୭୬0)ବିଶିଷ୍ଟ କାରରୁ ୩୫ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଗାଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri