ଆମ ଜିଲା ଖବର

ବିପଦ ସଙ୍କେତ ଟପିଲା ବୈତରଣୀ

ଭଣ୍ଡାରିପୋଖରୀ,୨୪।୭(ଡି.ଏନ୍‌.ଏ.): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସିଛି। ଶନିବାର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟଠାରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ଟପିଛି। ରାତି ୧୦ଟା ସୁଦ୍ଧା ୧୭.୯୫ ମିଟର ଛୁଇଁଛି ଜଳସ୍ତର।...

ପୋଲିସ ତଦନ୍ତରେ ଭରସା ନାହିଁ: ସୌମ୍ୟଙ୍କ ବାପା

ଖଇରା,୨୪।୭(ଡି.ଏନ.ଏ.): ସମୟ ଯେତେ ଗଡୁଛି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଉପରୁ ପରଦା ହଟିବା ଆଶା କ୍ଷୀଣ ହେବାରେ ଲାଗିଛି। ବିଶେଷ କରି ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ସିଡିଆର ଯାଞ୍ଚ ପରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ...

ବାମଗୋଡ, ପେଟ ଓ କାନ୍ଧରେ ବାଜିଥିଲା ୪ ଗୁଳି

ବାଲେଶ୍ୱର ଅଫିସ/ସିମୁଳିଆ,୨୪।୭: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ନିହତ ହୋଇଛନ୍ତି। ଶନିବାର ଅପରାହ୍ନ ପ୍ରାୟ ୩ଟା ୨୦। ଚୌଦ୍ୱାର ଜେଲ୍‌ରୁ ସେକ୍‌ ହାଇଦରଙ୍କୁ ଜଣେ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର ଓ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ସହ...

ଏନ୍‌ଏଚ୍‌ଆର୍‌ସିରେ ପହଞ୍ଚିଲା ବଡ଼ବିଲ ବଳାତ୍କାର, ହତ୍ୟା ଘଟଣା

କେନ୍ଦୁଝର,୨୪ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ଜଙ୍ଗଲରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରି ମୃତ...

ହାଇଦରଙ୍କ ଅପରାଧିକ ସାମ୍ରାଜ୍ୟର ଅନ୍ତ: ଏନ୍‌କାଉଣ୍ଟରରେ ମୃତ

ବାଲେଶ୍ୱର ଅଫିସ,୨୪ା୭: କୁଖ୍ୟାତ ଅପରାଧୀ ହାଇଦରଙ୍କୁ ଶନିବାର ଅପରାହ୍ନରେ ବାରିପଦା ନିକଟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ତାଙ୍କ ଅପରାଧ ସାମ୍ରାଜ୍ୟର ଅନ୍ତ ଘଟିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଆଜି ହାଇଦରଙ୍କୁ ଚୌଦ୍ୱାର...

ସିମୁଳିଆରେ ହାଇଦରଙ୍କୁ ଗୁଳି: ସ୍ଥାନୀୟ ପୋଲିସ ପାଖରେ ସୂଚନା ନାହିଁ

ସିମୁଳିଆ,୨୪ା୭(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ କୁଖ୍ୟାତ ଅପରାଧୀ ହାଇଦରଙ୍କୁ ୧୬ ନଂ. ଜାତୀୟ ରାପଥରେ ବାଲେଶ୍ୱର ଜିଲା ସିମୁଳିଆରେ ଏନ୍‌କାଉଣ୍ଟର କରାଯାଇଛି। ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବା ବେଳେ ପରିସ୍ରା ବାହାନାରେ ସେ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ...

ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼,୨୪ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ରଞ୍ଜନ ବରିହା କହିଛନ୍ତି। ତେବେ ସାଇଣ୍ଟିଫିକ୍‌...

ହଦଗଡ଼ ଡ୍ୟାମ୍‌ରୁ ନିଖୋଜ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

ହାଟଡିହୀ,୨୪ା୭(ଡି.ଏନ୍‌.ଏ.): ନିଖୋଜ ଡାକ୍ତରୀ ଛାତ୍ରଙ୍କ ମୃତଦେହ ହଦଗଡ଼ ଡ୍ୟାମ୍‌ରୁ ଶନିବାର ଉଦ୍ଧାର କରାଯାଇଛିl ସେ ହେଉଛନ୍ତି କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଗନ୍ନାଥପୁର ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ପୁଅ ସ୍ମାରକ(୨୩)। ଗତ ଗୁରୁବାର ଅପରାହ୍ନରେ ସ୍ମାରକ ମୋଟର ସାଇକେଲରେ ହଦଗଡ଼...

ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ ଅଫିସ,୨୪।୭: ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି। ଶନିବାରଠାରୁ ପୁଣି ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ। ଭକ୍ତ ମହାପ୍ରସାଦ ପାଇବେ। କରୋନା କଟକଣା ଯୋଗୁ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ...

ବାରହା ପାଇଁ ବିଛାଯାଇଥିବା ଫାଶରେ ପଡ଼ି ହାତୀର ଜୀବନଗଲା

ହିନ୍ଦୋଳ,୨୪।୭: ହିନ୍ଦୋଳ ରେଞ୍ଜ କନ୍ତାମିଲା ପଞ୍ଚାୟତ ଡମେଇବାହାଳ ନିକଟସ୍ଥ କୁଶପଦା ଜଙ୍ଗଲରେ ଶୁକ୍ରବାର ରାତିରେ ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଗୋଟିଏ ହାତୀର ମୃତ୍ୟୁ ଘଟିଛି। ଖବରପାଇ ଶନିବାର ସକାଳେ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଲୋହିତ...

ଗହୀରମଥାରେ ବିରଳ ପ୍ରଜାତିର ବଗ

ମହାକାଳପଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ ଓଡ଼ିଶାରେ ଧଳା ଓ ଧୂସର ରଙ୍ଗର ବଗ ଦେଖିବାକୁ ମିଳିଥାନ୍ତି। କିଛିଦିନ ହେବ...

ଜୁଆର ମାଡ଼ରେ ପୁଣି ୧୧ ଘର ଭାଙ୍ଗିଲା

ଗୋପାଳପୁର,୨୪।୭(ଡି.ଏନ.ଏ.): ସମୁଦ୍ର ଜୁଆର ମାଡ଼ରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମର ପୁଣି ୧୧ ଘର ଗୁରୁବାର ଓ ଶୁକ୍ରବାର ଭାଙ୍ଗିଯାଇଛି। ଦିନକୁ ଦିନ ଏଭଳି ଘର ଭାଙ୍ଗିଯାଉଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପଟେ ୫୦ ରୁ ୬୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri