ଆମ ଜିଲା ଖବର

ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏଥିରେ ସମ୍ପୃକ୍ତ ମୃତ...

ମଦ ଦେବାକୁ ମନାକଲେ ବାର କର୍ମଚାରୀ, ପରେ…

ପୁରୁଷୋତ୍ତମପୁର,୧୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କରୁଣା ବାର୍‌ରେ ଶନିବାର ରାତିରେ ୩ ଜଣ ଯୁବକ ପହଞ୍ଚତ୍ ମଦ୍ୟପାନ କରିବାକୁ କହିଥିଲେ। ମାତ୍ର ଦୋକାନ ବନ୍ଦ ସମୟ ହୋଇ ଯାଇଥିବାରୁ ମଦ୍ୟପାନ ଲାଗି ବାର୍‌ କର୍ମଚାରୀ ମନା...

କାମ ସାରି ଫେରିଥିଲେ ଘରକୁ, ହେଲେ ବାପା ତୃତୀୟ ସ୍ତ୍ରୀ ସହ ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ନରଣଖୁଣ୍ଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ତିକ୍ତତାକୁ କେନ୍ଦ୍ରକରି ତୃତୀୟ ସ୍ତ୍ରୀ ସହ ମିଶି ଜଣେ ବାପା ପ୍ରଥମ ସ୍ତ୍ରୀର ପୁଅଙ୍କୁ ନୃଶଂସ ଭାବେ ହାଣି ହତ୍ୟା କରିଛନ୍ତି।...

ଘାଟିରୁ ଖସିଲା ଟ୍ରକ: ଡ୍ରାଇଭର ମୃତ

ବାରିପଦା ଅଫିସ,୧୮ା୭: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ରବିବାର ସକାଳୁ ଏକ ଲୁହାପଥର ବୋଝେଇ ଟ୍ରକ ତଳକୁ ଖସିପଡ଼ିଛି। ଭାରସାମ୍ୟ ହରାଇ ଟ୍ରକଟି ୧୦୦ ଫୁଟ ତଳକୁ ଖସି ଯାଇଥିବା ଜଣାପଡ଼ିଛି।...

ଶଟ୍‌ସର୍କିଟ୍‌ରେ ଜଳିଗଲା ଘର, ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ

କୋରୁକୋଣ୍ଡା,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନ୍‌ଏସିରେ ରବିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଶଟ୍‌ସର୍କିଟ ଯୋଗୁ ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁଯାୟୀ, ବାଲିମେଳା ଏନ୍‌ଏସିସ୍ଥିତ ୧ନଂ. ଓ୍ବାର୍ଡର ବାସିନ୍ଦା ମାଧବ...

ରାତିହେଲେ ସହର ଭିତରକୁ ଆସୁଥିଲା ଭାଲୁ , ଜିଲାପାଳଙ୍କ ବାସଭବନ ପରିସରରୁ ପଡ଼ିଲା ଧରା

ନୂଆପଡ଼ା ଅଫିସ,୧୮।୭: ନୂଆପଡ଼ା ବନ ବିଭାଗର କିଛିଦିନ ହେବ ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ରବିବାର ଭାଲୁଟିକୁ ଜିଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ରାତି ହେଲେ ନୂଆପଡ଼ା ସହର ଭିତରକୁ କିଛିଦିନ ହେବ ଏହି...

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍‌...

ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ ରହିଯାଇଛି। ଏଭଳି ନେଟୱର୍କ ସମସ୍ୟା ଥିବାରୁ ଲୋକମାନେ ବିଭିନ୍ନ କାମପାଇଁ ବହୁ ଅସୁବିଧାର...

କାରଖାନା ଫେରାଉଛି ଗରଳପାଣି

ଯାଜପୁର ଅଫିସ,୧୮।୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଳ ପ୍ରଦୂଷଣ ଉତ୍କଟ ହୋଇଛି। ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରୁ କାରଖାନାଗୁଡିକ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଫେରାଉଛନ୍ତି ଗରଳ। ଏଥିଯୋଗୁ ଗଣ୍ଡାନାଳର ପାଣିରେ ଅତି ବିଷାକ୍ତ ସାଏନାଇଡ୍‌...

୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍‌ଏଫ୍‌ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ଦୁଇ ମାଓବାଦୀଙ୍କ...

ସୁରଟରୁ ପ୍ରେମିକା ଆସି କବିସୂର୍ଯ୍ୟନଗର ଥାନାରେ: ୫ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି…

କବିସୂର୍ଯ୍ୟନଗର,୧୮ା୭-ସୁରଟର ଜଣେ ଯୁବତୀଙ୍କ ସହିତ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରି ଫେରାର୍‌ ହୋଇଗଲେ ପ୍ରେମିକ। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ସୁରଟର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଜଗନ୍ନାଥ ମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୧୮।୭: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ୍ସର୍ର୍ରେ ସ୍ଥାନ ପାଇଛି। ଶିଳ୍ପୀ ସତ୍ୟ ୨ ଏମ୍‌ଏମ୍‌ (ମିଲିମିଟିର) ଉଚ୍ଚତା ବିଶିଷ୍ଟ କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି କାଠରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri