ଆମ ଜିଲା ଖବର

ଶରଧାବାଲିରେ ଲାଗିଲା ୩ ରଥ

ପୁରୀ ଅଫିସ,୧୨।୭: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ୩ ରଥ। ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ୫ଟାରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲା। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୫ଟା ୩୦ରେ...

ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିନେଲେ ସୁନା ଅଳଙ୍କାର

ବେଗୁନିଆପଡ଼ା,୧୨ା୭: ଗଞ୍ଜାମ ଜିଲା ସୀମାନ୍ତ ତଥା ଖୋର୍ଦ୍ଧା ଜିଲା ବାଣପୁର ଥାନା ଶାଳିଆ ଡ୍ୟାମ ନିକଟରେ ଦୁର୍ବୃତ୍ତମାନେ ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ବେଗୁନିଆପଡ଼ା ଫାଣ୍ଡି ପି. ନୂଆଗାଁ ଗ୍ରାମର କଲ୍ୟାଣ...

ରଥ ଟଣା ବନ୍ଦ: ରୀତିନୀତି ରେ ପୂଜା ପାଇଲେ ୩ ଠାକୁର

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ କେବଳ ପରମ୍ପରା ଅନୁସାରେ ରୀତିନୀତି ରେ ପୂଜାର୍ଚ୍ଚନା କରାଯାଇଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ସମେତ ପୋଲିସ ଫୋର୍ସ ବିଭିନ୍ନ...

ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି ଅନୁଯାୟୀ ଗଡ଼ିଛି ରଥ। କେବଳ ସେବାୟତ, ବ୍ରାହ୍ମଣ ତଥା ପହଣ୍ଡିଆ ତଥା କେତେକ...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ‘ବ୍ରହ୍ମୋସ’

ବାଲେଶ୍ୱର ଅଫିସ,୧୨ା୭: ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଆଜି ଉତ୍‌କ୍ଷେପଣ ହୋଇଛି ସୁପରସୋନିକ୍‌ କ୍ରୁଜ ମିସାଇଲ ‘ବ୍ରହ୍ମୋସ’। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଏହା ଗତି କରିପାରିବ। ଏହାର...

ବଡ଼ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ପୁରୀ ଅଫିସ,୧୨ା୭: ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ରତ୍ନବେଦିରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି ତିନିଠାକୁର। କୋଭିଡ୍‌ ମହାମାରୀ ଯୋଗୁ ଶ୍ରଦ୍ଧାଳୁମାନେ ରଥ ଟାଣିବାରୁ ଚଳିତବର୍ଷ ବଞ୍ଚିତ ହୋଇଥିବା ବେଳେ...

ଅଡିଟ ପରେ ଗଞ୍ଜାମରେ ବଢୁଛି ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାରୁ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅଡିଟ ପରେ ଘୋଷଣା ହୋଇଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ...

୧୦ ବ୍ଲକ, ୮ ସହରରେ ଅଭାବ ଦ୍ୱିତୀୟ ଡୋଜ ଟିକା: ଗଡ଼ିଲାଣି ଅବଧି ତାରିଖ

ଛତ୍ରପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଟିକାର ଅଭାବ ଲାଗି ରହିଛି । ଶନିବାର ଜିଲାର ମାତ୍ର ୪ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ତେବେ ରବିବାର ଜିଲାର ୨୨ ବ୍ଲକ ମଧ୍ୟରୁ ୧୦ ଟି ବ୍ଲକ ଏବଂ ୧୮ ସହରାଞ୍ଚଳରୁ ୮...

ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ରଥ

ପୁରୀ ଅଫିସ୍‌,୧୨।୭: ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଛି। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ ରଥରେ ଛେରାପହଁରା ନୀତି ସମ୍ପାଦନ କରିବା ପରେ ରଥରେ ସାରଥି ବନ୍ଧା ଯାଇ ରଥ ଟଣା ଆରମ୍ଭ...

ଛେରାପହଁରା ନୀତି ଶେଷ: ଏବେ ଗଡିବ ରଥ

ପୁରୀ ଅଫିସ୍‌,୧୨।୭: ଶେଷ ହେଲା ତିନି ଠାକୁରଙ୍କ ଛେରାପହଁରା ନୀତି। ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ନୀତି ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ତାମ୍‌ଜାନ୍‌ ବସି ଗଜପତି ମହାରାଜ ରଥ ଖଳାକୁ ଆସିଥିଲେ। ରାଜବେଶରେ ଗଜପତି ମହାରାଜ ଗୋଟିଏ ପରେ ଗୋଟିଏ...

ବାଟ କଢ଼ାଇଥିଲେ ଶ୍ରୀଜଗନ୍ନାଥ

ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥଠାରୁ ୫କିମି ଦୂର ଜାଗୁଳିପାଟଣାଠାରେ ରହିଛି ପ୍ରସିଦ୍ଧ ଶ୍ରୀ ଅନନ୍ତ ପୁରୁଷୋତ୍ତମଙ୍କ ମନ୍ଦିର। ଏଠାରେ ତିନି ଠାକୁରଙ୍କ ପୂର୍ଣ୍ଣବିଗ୍ରହ ପୂଜା ପାଉଛନ୍ତି। ଚକା ଉପରେ ବିଜେ କରିଛନ୍ତି ଠାକୁର। ଶ୍ରୀଜଗନ୍ନାଥ ଏଠାରେ ଶ୍ରୀ ଅନନ୍ତ...

ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା ଶ୍ରୀଜୀଉଙ୍କ ବିଶେଷତ୍ୱ ଭିନ୍ନ। ଏଠାରେ ଦେବୀ ସୁୁଭଦ୍ରା ହେଉଛନ୍ତି ରକ୍ତବର୍ଣ୍ଣା। ଶ୍ରୀକ୍ଷେତ୍ର ପୁରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri