ଆମ ଜିଲା ଖବର

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଜଣେ ଅଟକ

ଗୋପାଳପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣକୁ ଠାବ କରିଛି। ଏହି ଚୋରାଚାଲାଣରେ ଦୁଇଜଣ ଚମ୍ପଟ ମାରିଥିବା ବେଳେ ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁସାରେ, ଗଜପତି ଜିଲା ମୋହନା...

ପତ୍ନୀଙ୍କୁ ନିର୍ଯ୍ୟାତନା, ହତ୍ୟା ଅଭିଯୋଗ: ଜେଲ୍‌ ଗଲେ ଦୁଇ ସ୍ବାମୀ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁର ଥାନା ପୋଲିସ ଦୁଇଟି ପୃଥକ ପୃଥକ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଦୁଇ ସ୍ବାମୀଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତ୍ରପୁର ଥାନା ଅଧିନ ବଳରାମପୁର ଗ୍ରାମର ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ ଦାସଙ୍କ ଜୁନ...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା ଓ ଟଙ୍କା ଲୁଟ ଘଟଣା ଏବଂ ମହିଳାଙ୍କ ବେକରୁ ସୁନା ଚେନ ଓ...

ସୁକପାଇକା ନଦୀ ପୁନରୁଦ୍ଧାର ହେଉ

କଟକ ଅଫିସ, ୩ା୭: କଟକ ସଦର ଉପଖଣ୍ଡ ଅଧୀନ ୨୭.୫କିମି ଦୈର୍ଘ ସୁକପାଇକା ନଦୀ ଓ ଏବଂ ସେରୁଆ ନଦୀର ବାମପାର୍ଶ୍ୱ ଅବବାହିକା ୧୩.୧୨ କିମି ଦୈର୍ଘ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମାହୁତି ଘଟଣା: କୁଳପତିଙ୍କ ସମେତ ୩ ଜଣଙ୍କୁ ଆଗୁଆ ଜାମିନ

କଟକ ଅଫିସ, ୩ା୭: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ ଶୁକ୍ରବାର କୁଳପତି ପ୍ରଫେସର ସଞ୍ଜୀବ ମିତଲ, ୱାର୍ଡନ ବିଶ୍ୱଜିତ୍‌ ଶତପଥୀ ଓ ସହକାରୀ ନିର୍ଦ୍ଦେଶକ(କ୍ରୀଡା) ଅବିନାଶ କରଙ୍କୁ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।...

ଗଞ୍ଜାମ ଜିଲାରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ମାସରୁ ଗଞ୍ଜାମ ଜିଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଗଞ୍ଜାମ ଜିଲାପାଳ,...

କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ

ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା...

ସମିତି ବଢ଼ାଉଛି ବିହନ ସମସ୍ୟା

ପାଲଲହଡ଼ା,୩ା୭ ଚାଷ ପାଇଁ ସଜବାଜ ହେଉଥିବା ଚାଷୀ ପାଇବେ ଧାନ ବିହନ। ଚଳିତବର୍ଷ ଏଥିପାଇଁ ଆଗୁଆ ବ୍ୟବସ୍ଥା କରାଯାଇଛି। ଗୋଟିଏ ପରିବର୍ତ୍ତେ ଦୁଇଟି ଗୋଦାମରୁ ଯୋଗାଣ ହୋଇଛି। ଅତୀତର ତ୍ରୁଟି ଆଉ ଦୋହରାଯିବ ନାହିଁ ବୋଲି ଅନୁଗୋଳ ଜିଲା କୃଷି...

ଯାତ୍ରୀ ନାହାନ୍ତି, ତେଲ, ଡ୍ରାଇଭର ଖର୍ଚ୍ଚ ତୁଲାଇବୁ କେମିତି

କୁଚିଣ୍ଡା,୨ା୭: ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଗୁରୁବାରଠାରୁ ରାଜ୍ୟର ୨୦ ଜିଲାରେ ଆରମ୍ଭ ହୋଇଛି ବସ୍‌ ସେବା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ ବସ୍‌ରେ ଚଢିବାକୁ ଭୟ କରୁଛନ୍ତି। ତେଣୁ ବିନା ଯାତ୍ରୀରେ ଖାଲି ଗଡୁଛି ବସ୍‌।...

ପୁଣି ବିବାହ ବନ୍ଧନରେ ବିଧାୟକ ବ୍ୟୋମକେଶ

ଭୁବନେଶ୍ୱର,୨।୭: ଚିଲିକା କୂଳରେ ଥିବା ଏକ ତାରକା ହୋଟେଲରେ ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଶୁକ୍ରବାର ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ଝିଅଙ୍କୁ ବିବାହ କରିଛନ୍ତି। ବିବାହର ଏକ ଫଟୋ ଫେସବୁକରେ ଅପ୍‌ଲୋଡ...

ଶର୍ଟସର୍କିଟରୁ ଜଳିଗଲା ୨୧ ବଖରା

ଖଲ୍ଲିକୋଟ,୨ା୭: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ନାଇକାଣିପଲି ଗ୍ରାମରେ ଶୁକ୍ରବାର ଶର୍ଟସର୍କିଟରୁ ନିଆଁ ଲାଗି ୧୨ ପରିବାରର ୨୧ ବଖରା ଜଳିଯାଇଛି। ଅଗ୍ନିକାଣ୍ଡରେ ନାଇକାଣିପଲି ଗ୍ରାମ ମଝି ସାହିରେ ରହୁଥିବା ମଞ୍ଜୁ ଖୁଣ୍ଟିଆ, ରାଜନ ଖୁଣ୍ଟିଆ, ଲକ୍ଷ୍ମଣ ଗୌଡ଼, ଛାୟା...

ସ୍ତ୍ରୀଙ୍କ ମୃତଦେହକୁ ସ୍ବାମୀ ଏକାକୀ ବୋହିବା ଘଟଣା: ୨ ନିଲମ୍ବିତ, ଜଣେ ବହିଷ୍କୃତ

ଫୁଲବାଣୀ ଅଫିସ,୨।୭: କନ୍ଧମାଳ ଜିଲା ଫୁଲବାଣୀରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀଙ୍କ ମୃତଦେହକୁ ସ୍ବାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଏ ନେଇ ସିଡିଏମ୍‌ ତୁରନ୍ତ ମାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri