ଆମ ଜିଲା ଖବର

ପକ୍ଷୀଙ୍କ ସେବାରେ ଜ୍ୟୋତି

ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼ କରିପାରୁଛି। କିନ୍ତୁ ପ୍ରାଣୀ, ପକ୍ଷୀ ଆଦି ସେମାନଙ୍କ ଲାଗି କେଉଁଠୁ ପାଣି...

କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା, ଅନଶନରେ ବସିଲେ ସ୍ବେଚ୍ଛାସେବୀ

ବରଗଡ ଅଫିସ,୧୭।୫- ବରଗଡ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ବରଗ...

ଅସୁରକ୍ଷିତ ଖଣି, ପାଣି

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର ପରିବର୍ତ୍ତେ ମାତ୍ର ୧୦ ମିଟର ଦୂରତାରେ ଡମ୍ପ ରହିଛି। ତେଣୁ ନିୟମିତ...

ଡାକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

କଟକ ସଦର,୧୭।୫(ଡି.ଏନ୍‌.ଏ.): ଓଡ଼ିଶା ସରକାର ନିକଟରେ ବ୍ୟାଙ୍କ, ବୀମା ଓ ରେଲଓ୍ବେ କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ହେଲେ ସହର, ଗଁାରେ ଘର ଘର ବୁଲି ଡାକସେବା ଯୋଗାଉଥିବା କ୍ଷେତ୍ରୀୟ କର୍ମଚାରୀଙ୍କୁ ଏହି ସୁବିଧା ମିଳିନାହିଁ...

ବଣ୍ଡାଘାଟିରେ ୧୨ ସଂକ୍ରମିତ

ମାଲକାନଗିରି,୧୬ା୫: ସବୁଠି ପହଞ୍ଚତ୍ୟାଉଛି କରୋନା। କେଉଁ ଅଞ୍ଚଳ ମଧ୍ୟ ଏହି ମହାମାରୀ ପାଇଁ ଆଉ ଅପହଞ୍ଚ ହୋଇ ରହିନାହିଁ। ମାଲକାନଗିରି ଜିଲାର ସୁଦୂର ବଣ୍ଡାଘାଟିରେ ମଧ୍ୟ ପହଞ୍ଚତ୍ ଆକ୍ରାନ୍ତ କରିଛି ବଣ୍ଡା ଜନଜାତିଙ୍କୁ। ଏହି ଜନଜାତିର ୧୨ ଜଣ କରୋନା...

ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬ା୫: ସ୍ବାମୀ-ସ୍ତ୍ରୀ ମଧ୍ୟରେ ସାମାନ୍ୟ ଝଗଡାରୁ ଘଟିଛି ହତ୍ୟାକାଣ୍ଡ। ସବୁଦିନ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲେ ମଧ୍ୟ ଶନିବାର ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ଶେଷରେ ସ୍ବାମୀ ଉତ୍ତ୍ୟକ୍ତ ହୋଇ କାଠଫାଳିଆରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା...

ହାତୀ ହାବୁଡରେ ପଡିଲେ ଶ୍ରମିକ: ପହଞ୍ଚିଲା ନାହିଁ ବନ ବିଭାଗ

ଲୋଇସିଂହା,୧୬।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ନୁନିଆପାଲି ଗ୍ରାମରେ ରବିବାର ହାତୀ ଆକ୍ରମଣରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହେମେନ୍ତ ସାହୁ(୪୫)। ଗ୍ରାମବାସୀ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଲୋଇସିଂହା ଡାକ୍ତର ଖାନାରେ ଭର୍ତ୍ତି...

ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ,୧୬।୫: ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଜଗା ଦର୍ଶନ ମିଳିପାରିବ ନାହିଁ। କୋଭିଡ୍‌-୧୯ ସଂକ୍ରମଣ ହାର ବଢ଼ୁଥିବାରୁ ରବିବାର ଶ୍ରୀମନ୍ଦିର ଏବଂ ଜିଲା ପ୍ରଶାସନର ସମ୍ମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୀମିତ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି...

ଅନାଥ ଆଶ୍ରମରୁ ୧୦ ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୬।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣ ଜିଲାର ବିଭିନ୍ନ ଅନୁଷ୍ଠାନରେ ବ୍ୟାପିବାରେ ଲାଗିଛି । ଏଭଳି ଗୋଷ୍ଠୀ ସଂକ୍ରମଣକୁ ନେଇ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଛି। ଏଭଳି ସ୍ଥିତିରେ...

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକରେ ପୋଖରୀରେ ବୁଡ଼ି ଜଣେ ନାବାଳକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗଜପତି ଜିଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ବାହାଡ଼ାପଦା ଗ୍ରାମର ମିଖାଏଲ ଶବରଙ୍କ ପୁଅ ଆଲୋକ ଶବର। ସୂଚନାନୁଯାୟୀ, ଶନିବାର...

ଗଞ୍ଜାମକୁ ଫେରିଲେଣି ୨୮,୯୦୩ ପ୍ରବାସୀ

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧ ହଜାର ୫୮୩ ପ୍ରବାସୀ ଫେରିଛନ୍ତି। ବର୍ତ୍ତମାନ ୯ ହଜାର ୬୧୨ ଜଣ ହୋମ୍‌...

ଅସହାୟଙ୍କ ସାହା ପାଲଟିଛନ୍ତି ଜଳନ୍ଧର

ନିରାକାରପୁର,୧୬।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଓ ଶଟ୍‌ଡାଉନ ଘୋଷଣା କରିଛନ୍ତି। ଏଥିଯୋଗୁ ବିଭିନ୍ନ ଜାଗାରେ ନିରାଶ୍ରୟ, ଅସହାୟ, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri