ଆମ ଜିଲା ଖବର

ସହର ମଧ୍ୟକୁ ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୭।୫(ଡି.ଏନ୍‌.ଏ.): ଗଞ୍ଜାମରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ ହୋଇପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କିନ୍ତୁ ଗତବର୍ଷ ଭଳି ଗଞ୍ଜାମ ସହର...

ମହାନଦୀ ଜଳ ବିବାଦ ମାମଲା ଶୁଣାଣି ସ୍ଥଗିତ

କଟକ ଅଫିସ,୭।୫: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହେବାକୁ ଥିବା ମହାନଦୀ ଜଳ ବିବାଦ ମାମଲା ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ...

ସୁନ୍ଦରଗଡ଼ରୁ ଆଜି ୨୦୭୩ ପଜିଟିଭ୍‌ ଚିହ୍ନଟ

ସୁନ୍ଦରଗଡ଼,୭।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଗ୍ରାଫ୍‌ ଏବେ ଉପର ମୁହାଁ ହୋଇଛି। କିଛିଦିନ ହେବ ଦୈନିକ ସଂକ୍ରମଣ ୧ ହଜାରେ ଉପରେ ରହୁଥବା ବେଳେ ଗତ ୨୪ ଘଣ୍ଟାରେ ଏହା ଲମ୍ବ ଡିଆଁ ମାରି ଦୁଇଗୁଣରେ ପହଞ୍ଚିଛି। ଅର୍ଥାତ୍‌ ଆଜି...

ଗାଁ ନିକଟରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଲମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ର ପର୍ଯ୍ୟନ୍ତ ଚାଲି ଆସିଥିଲା। ହାତୀଟି ପାଟଣା ଇଲେକ୍ଟ୍ରି ଅଫିସ କାର୍ଯ୍ୟାଳୟ...

କରୋନା ଛଡ଼ାଇ ନେଉଛି କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ,ର,୭।୫: କେନ୍ଦ୍ରାପଡ଼ା ଜିଲାକୁ କରୋନା ସଂକ୍ରମଣ ବେକାବୁ କରୁଛି। ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରବାସୀ ଘରକୁ ଫେରୁଛନ୍ତି। ରୋଜଗାର ନ ଥିବାରୁ ଜିଲାବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ପ୍ରାୟ ୧୬ ଲକ୍ଷରୁ ଅଧିକ...

ଦାଉ ସାଧୁଛି ପାରାଦୀପ ଶିଳ୍ପାଞ୍ଚଳର ନିର୍ଗତ ବିଷାକ୍ତ ଗ୍ୟାସ୍‌: ମହାକାଳପଡ଼ା ଲୋକେ ଅଣନିଃଶ୍ୱାସୀ

ମହାକାଳପଡ଼ା,୭।୫(ଡି.ଏନ୍‌.ଏ.): ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଅମ୍ଳଯାନ ସ୍ତର ହ୍ରାସ ପାଇବା ଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପକାଉଛି। କେନ୍ଦ୍ରାପଡ଼ା ଜିଲା ଅଧୀନ ଉପକୂଳ ଅଞ୍ଚଳର ମହାକାଳପଡ଼ା ଆକାଶର ବାୟୁରେ ମିଶୁଛି କାରଖାନାର ନିର୍ଗତ ବିଷାକ୍ତ ଗ୍ୟାସ ଓ...

ଟେଣ୍ଡର ଫିକ୍ସିଂ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭।୫: ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ସବୁ ନୀତିନିୟମ ଉଲ୍ଲଂଘନ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌: ରାଜ୍ୟରେ ଗୋପ ବ୍ଲକ ପ୍ରଥମ

ଗୋପ,୭।୫(ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାଜ୍ୟରେ ପୁରୀ ଜିଲାର ଗୋପ ବ୍ଲକ ପ୍ରଥମ ସ୍ଥାନ ଅଧିକାର କରିଛି। ଏଥିଯୋଗୁ ଗୁରୁବାର ବିଡିିଓ ଦୀପ୍ତିରାଣୀ ଦାସ, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ବେଶ୍ରା, ଅତିରିକ୍ତ କାର୍ଯ୍ୟକ୍ରମ...

ପାଣି ପାଇଁ ହଇରାଣ ୪୦୦ ପରିବାର

କାକଟପୁର,୭।୫(ଡି.ଏନ୍‌.ଏ.): କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଚାରିଗାଁରେ ପାନୀୟଜଳ ସଙ୍କଟ ସୃଷ୍ଟି ହୋଇଛି। କୁରୁଜଙ୍ଗ ପଞ୍ଚାୟତର ବାମରା, କୁରୁମ, ପାଟ୍ଟଶାଣୀପୁର ଓ ଆଢୁଆଳ ଗ୍ରାମକୁ ନେଇ ନାମିତ ଚାରିଗାଁରେ ଦୀର୍ଘବର୍ଷ ଧରି ପାନୀୟଜଳ ସମସ୍ୟା ଲାଗିରହିଛି। ଏହି ଗ୍ରାମଗୁଡ଼ିକରେ...

ଟିକା ନ ନେଇ ଆସୁଛି ମେସେଜ: କର୍ତ୍ତୃପକ୍ଷ କହିଲେ ଆମର କିଛି ଭୁଲ୍‌ ନାହିଁ

ପୁରୀ ଅଫିସ,୭।୫: ପୁରୀ ଜିଲାରେ କୋଭିଡ୍‌ ଟିକାକରଣରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗୋଟିଏ ପଟେ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ଘଟୁଛି। ଅନ୍ୟପଟେ ଜନସାଧାରଣ ଟିକା ପାଉ ନ ଥିବା ଅଭିଯୋଗ ହେଉଛି। ଗୁରୁବାର ପ୍ରଶାସନର ଅବହେଳା ପଦାରେ...

୧୪ ଦିନରେ ଗଲାଣି ୬୩୫୪.୭୪୨ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୭।୫: କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା। ୧୪ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୩୪୫ଟି...

ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ: ୩୦ ହଜାର ଜରିମାନା

ଭଣ୍ଡାରିପୋଖରୀ,୭।୫(ଡି.ଏନ.ଏ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଗ୍ରାମର ବିଦ୍ୟାଧର ସାମଲଙ୍କ ଝିଅ ବାହାଘର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri