ଆମ ଜିଲା ଖବର

ସୌର, ପବନଶକ୍ତିରେ ଚାଲୁଛି ସେଚ ପ୍ରକଳ୍ପ

ନବରଙ୍ଗପୁର,୨୮।୪ (ବି.ପ୍ର.) – ବିଦ୍ୟୁତ୍‌ ନ ଥାଇ ସୌର ଓ ପବନ ଶକ୍ତି ଦ୍ୱାରା ପାଣିମଟର ଚଳାଇ ଜମିକୁ କରାଯାଉଛି ଜଳସେଚନ । ଗୋଟିଏ ପ୍ରକଳ୍ପରୁ ଦୈନିକ ୨୦ହଜାର ଲିଟର ପାଣି ଜମିକୁ ପହଞ୍ଚା ଯାଇପାରୁଛି। ସାଉଥ୍‌ ଆଫ୍ରିକା ଜ୍ଞାନକୌଶଳରେ...

ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର

ଛତ୍ରପୁର,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ ମୁଣ୍ଡ ନେଇଛି। ଅପରପକ୍ଷରେ ଜିଲାରର ବ୍ରହ୍ମପୁର ସମେତ ୧୮ ସହରର ସମସ୍ତ ଦୋକାନ...

ନୂଆ ରୂପନେବ ନୂଆପୋଖରୀ

ଢେଙ୍କାନାଳ ଅଫିସ, ୨୮।୪ – ନୂଆରୂପ ନେବ ଢେଙ୍କାନାଳ ପୌରାଞ୍ଚଳର ପୁରାତନ ନୂଆପୋଖରୀ (ଭାଗୀରଥି ସାଗର)। ଏହାର ଉନ୍ନତୀକରଣ ଲାଗି ପୌରସଂସ୍ଥା ପକ୍ଷରୁ ସରକାରଙ୍କୁ ୪ କୋଟି ୭୨ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦିତ ହେଲେ କାର୍ଯ୍ୟ ଆରମ୍ଭ...

ବ୍ୟଥା ବଢ଼ାଉଛି ବିଜୁଳି ବିଚ୍ଛିନ୍ନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୮।୪ – ତତଲା କଡ଼େଇରେ ପରିଣତ ହୋଇଛି ଅନୁଗୋଳ। ପାରଦ ୪୦ ଡିଗ୍ରୀ ପାର୍‌କଲାଣି। ଅସହ୍ୟ ଗ୍ରୀଷ୍ମପ୍ରବାହ କଲବଲ କରୁଥିବାବେଳେ କରୋନା ଆତଙ୍କରେ ଲୋକେ ଘରେ ଅଧିକ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି।...

ଅପରାହ୍ନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ

ବୁଗୁଡ଼ା,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଞ୍ଚଟି ଓ୍ବାର୍ଡରୁ ବୁଧବାର ୧୦ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ସହରରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ବୁଗୁଡ଼ାର ବଣିକ ସଂଘ, ଚ୍ୟାମ୍ବର ଅଫ କମର୍ସ,...

ଅଣଓଡ଼ିଆଙ୍କ କବ୍‌ଜାରେ ମେଗା ପ୍ରକଳ୍ପ

ଯାଜପୁର ଅଫିସ,୨୮ା୪: ଲିଜ୍‌ ପରିମାଣଠାରୁ ବହୁ ଅଧିକ ଖଣିଜ ପଦାର୍ଥ ଦୀର୍ଘବର୍ଷ ଧରି ଲୁଟିନେଇ ଓଡ଼ିଶା ରାଜକୋଷ ଓ ଭୂସମ୍ପତ୍ତିର ବିପୁଳ କ୍ଷତି ଘଟାଇଥିଲେ ଖଣି ଲିଜ୍‌ଧାରୀ। ୨୦୦୦ରୁ ୨୦୧୦ ମଧ୍ୟରେ ହୋଇଥିବା ଏହି ମହା ଲୁଟ୍‌କୁ ଧରିଥିଲେ ଶାହା...

ମହିଳାଙ୍କଠାରୁ ଝାମ୍ପି ନେଲେ ୩ ଲକ୍ଷ ୫୦ହଜାର ଟଙ୍କା

ପଦ୍ମପୁର,୨୭।୪(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧିନ ଇରମ -ପଢ଼ୁଆଁ ଟ୍ରେକର ଷ୍ଟାଣ୍ଡ ନିକଟରେ ଭାଟପଡା ଗ୍ରାମର ଦୁଇ ଜଣ ମହିଳାଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଛନ୍ତି ଦୁର୍ବୃତ୍ତ। ପଲସର ବାଇକରେ ଆସିଥିବା ଦୁଇ...

ମେଡିକାଲ କର୍ମଚାରୀଙ୍କ ଘରୁ ଚୋରି, ଶୋଇଥିବା ବେଳେ ବୁଲିଲା କଳାକନା

ହିନ୍ଦୋଳ,୨୭।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନଗେନ୍ଦ୍ର ନାୟକଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଏକ ଲୁଟ୍‌ ହୋଇଛି l ଲୁଟେରାମାନେ ମାନେ ୩ଟି ସୁନା ହାର, ରୁପା ପାଉଁଜି...

ଡଙ୍ଗାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛେଣ୍ଡିପଦା,୨୭।୪(ସ୍ବ.ପ୍ର): ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ନୂଆଗାଁ ଗ୍ରାମ ପଞ୍ଚାୟତର ଡଙ୍ଗାପାଳ ଗାଁକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଛେଣ୍ଡିପଦା ବ୍ଲକର ପ୍ରଥମ ଗାଁ ଭାବେ କରୋନା ସଂକ୍ରମିତଙ୍କ...

ମହିଳା ସରପଞ୍ଚଙ୍କୁ ମାଡ଼ : ଭିଡିଓ ଭାଇରାଲ

ପରଜଙ୍ଗ,୨୭।୬(ଡି.ଏନ୍‌.ଏ.): ସର୍ବ ସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ। ଗତ ବର୍ଷ କୋଭିଡ୍‌ ସମୟରେ ରନ୍ଧା ଖାଦ୍ୟ ଲୋକମାନଙ୍କୁ ଦିଆଯାଇଥିଲା। ଏହାର ଫାଇଲ ନ ଦେବାରୁ...

ଭୁଶୁଡ଼ିଲା ମନ୍ଦିର କୋଠା

ଗଞ୍ଜାମ,୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ସୂର୍ଯ୍ୟନାରାୟଣପୁର-ଗାଖରକୁଦା ଯିବା ରାସ୍ତାରେ ଥିବା ବହୁ ପୁରାତନ ହାଡ଼ିଆ ଗଡ଼ ମନ୍ଦିର କୋଠା ମଙ୍ଗଳବାର ଭୋରରୁ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ପ୍ରାୟ ଲୋକ ସେଠାରେ ଦୈନନ୍ଦିନ ଭିଡ଼...

ଦାଉ ସାଧୁଛି କରୋନା: ମିନି ଷ୍ଟାଡିୟମକୁ ଘୁଞ୍ଚିଲା ଦୋକାନ

ଗଞ୍ଜାମ,୨୭।୪(ଡି.ଏନ୍‌.ଏ.): ଗଞ୍ଜାମରେ ଦିନକୁ ଦିନ କରୋନା ମହାମାରୀ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗୋଟିଏ ଦିନରେ ୩୨୩ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି l ଏ ନେଇ ଜିଲାକୁ ରେଡ୍‌ ଜୋନ ମଧ୍ୟ ଘୋଷଣା କରାଯାଇଛିି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri