ଆମ ଜିଲା ଖବର

ସୁନ୍ଦରଗଡ ଜିଲାର ପ୍ରଥମ ଆଦିବାସୀ ଆଇଏଏସ୍‌ ଅଫିସରଙ୍କ ପରଲୋକ

ସୁନ୍ଦରଗଡ,୧୯।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ପ୍ରଥମ ଆଇଏଏସ୍‌ ଅଫିସର ଲିଭନିସ୍‌ କିଣ୍ଡୋଙ୍କର ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ ସୁନ୍ଦରଗଡ ଜିଲାର ପ୍ରଥମ ଆଦିବାସୀ ଆଇଏଏସ୍‌ ଅଫିସର ଭାବେ ପରିଚିତ ଥିଲେ। ଗତ...

ମ୍ୟୁନିସିପାଲଟି ଅଧିକାରୀଙ୍କ ମାଡ଼ରେ ପରିବା ବିକାଳି ବେହୋସ୍‌, ଉତ୍ତେଜନା

ବଲାଙ୍ଗୀର ଅଫିସ, ୧୯ା୪: ବଲାଙ୍ଗୀର ସହରର ରାସ୍ତାକଡ଼ ପନିପରିବା ବିକାଳିଙ୍କୁ ସୋମବାର ସକାଳୁ ମ୍ୟୁନିସିପାଲଟି ଅଫିସର ଜଣେ ଅଧିକାରୀ ମାଡ଼ ମାରିଥିଲେ। ଏଥିରେ ଜଣେ ପରିବା ବିକାଳି ବେହୋସ୍‌ ହୋଇଯାଇଥିଲା ବେଳେ ଅନ୍ୟ ୪ଜଣ ମାଡ଼ ଖାଇବା ଜଣାପଡ଼ିଛି। ତେବେ...

‘ପ୍ରାଣୀ, ପକ୍ଷୀଙ୍କ ସେବାରୁ ମିଳୁଛି ଆତ୍ମତୃପ୍ତି’

ବନ୍ତ,୧୯।୪ (ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତରୁ ପୁରୀ ୨୩୦ କି.ମି. ମାତ୍ର ୨୮ ଘଣ୍ଟାରେ ଦୌଡ଼ି ଚର୍ଚ୍ଚାରେ ଥିଲେ ଯୁବ ଧାବକ ସୌରଭ ସେଠୀ। ମାନସିକ ଅନଗ୍ରସର, ଦିବ୍ୟାଙ୍ଗ, କ୍ଷୁଦାର୍ତ୍ତ, ରୋଗୀ ଓ ଅସହାୟ ଲୋକଙ୍କୁ ସହାୟତା କରିଆସୁଥିବା ବେଳେ ବିଶେଷ...

ସନ୍ଧାନ ପାଉନି ଶୃଙ୍ଖଳା କମିଟି

ଅନୁଗୋଳ ଅଫିସ, ୧୯।୪:  ଅନୁଗୋଳରେ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ସହରର ବିଭିନ୍ନ ଛକ ଜଗିଛି ପୋଲିସ। ରାତି ୯ଟାରୁ ଭୋର ୫ଟା ମଧ୍ୟରେ ଯାଉଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ହେଲେ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ କଟକଣାରୁ ବାହାରେ...

ପରିବର୍ତ୍ତନ ସ୍ରୋତରେ ଜଳେଶ୍ୱର ଉପକାରାଗାର

ଜଳେଶ୍ୱର,୧୯।୪- କାରାଗାରର ଅନ୍ୟ ନାମ ନିଃସଙ୍ଗ ଜୀବନ। ଭାରତୀୟ ଆଇନ ବ୍ୟବସ୍ଥାରେ ଦଣ୍ଡନୀୟ ଅପରାଧୀଙ୍କ ଲାଗି ଏପରି ବ୍ୟବସ୍ଥା ରହିଛି। କିନ୍ତୁ କାରାଗାର ଅନ୍ତେବାସୀଙ୍କ ଜୀବନରେ ସୁଧାର ଲାଗି ମାନସିକତାରେ ପରିିବର୍ତ୍ତନ ସହିତ ସ୍ବାବଲମ୍ବୀ କରାଇବାର ଆବଶ୍ୟକତା ରହିଛି। ନିଜର...

ଓ୍ବେବସାଇଟରେ ମିଛ ତଥ୍ୟ

ଭଦ୍ରକ ଅଫିସ,୧୯।୪:  ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ସ୍ଲୋଗାନ ଦେଇ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ନାମରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଇନ୍‌ଫରମେଶନ ଟେକ୍ନାଲୋଜିର ସହାୟତା ନିଆଯାଇ ପୂର୍ଣ୍ଣ ସ୍ବଚ୍ଛତା ସହ ଯୋଜନାର କାର୍ଯ୍ୟକାରିତା ପାଇଁ ନୂଆ...

କାଳବୈଶାଖୀର ତାଣ୍ଡବ: ଭୁଷୁଡିଲା ୫ ବଖରା

ପାଟଣା,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ନେଉଳୀପଶି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ହୋଇଥିଲା। ଏହାର ପ୍ରଭାବରେ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ୫ ବଖରା ଖପର ଘର ରବିବାର ବିଳମ୍ବିତ ରାତିରେ ଭୁଷୁଡି ପଡିଛି। ତେବେ ପରିବାର...

ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି । ସୂଚନାଯୋଗ୍ୟ, ବହୁ ବର୍ଷ ହେଲା ଏଠାରେ ଜବରଦଖଲକାରୀମାନେ ରାସ୍ତା ଉପରେ ଥିବା ନାଳ...

ଫୋନ୍‌ରେ ଗପୁଥିବା ସମୟରେ ମାରିଲା ଘଡ଼ଘଡ଼ି, ଚାଲିଗଲା ଯୁବ ଇଞ୍ଜିନିୟରଙ୍କ ଜୀବନ

ମହାକାଳପଡ଼ା,୧୯।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରବିବାର ରାତିରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଫଳରେ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଏହି ସମୟରେ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ...

ଜଙ୍ଗଲ, ଦ୍ୱୀପପୁଞ୍ଜ ମନ୍ତ୍ରଣାକକ୍ଷ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା,୧୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ୪୮କି.ମି. ସମୁଦ୍ରତଟ। ସମୁଦ୍ରତଟରେ ୬୮୨ବର୍ଗକି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାରେ ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା, ରାଜନଗର ଓ ମହାକାଳପଡା ଥାନା...

ମୌଳିକ ସୁବିଧାରୁ ବଞ୍ଚିତ ସାହାଡ଼ାକୋଳି ଗ୍ରାମବାସୀ

ରଗଡ଼ି,୧୯।୪(ଡି.ଏନ.ଏ.): ଯାଜପୁର ଜିଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଇବା ପାଇଁ ଗତ ୨ ବର୍ଷ ହେବ ୮୮ କୋଟି ୮୪ ଲକ୍ଷ ୫୮ ହଜାର ଟଙ୍କାର ୯୫ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଶତାଧିକ ନଳକୂପ ଖନନ କରାଯାଉଛି। କିନ୍ତୁ ଆଜି...

ହସ୍ପିଟାଲ ନାଁରେ ସାଇବର ଠକେଇ ଅପରାଧ

ପୁରୀ ଅଫିସ,୧୯।୪: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଠକମାନେ ନୂଆ ତରିକା ଆପଣାଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ନମ୍ବର,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri