ଆମ ଜିଲା ଖବର

ଅଜିତଙ୍କ ପାଇଁ ପ୍ରଚାର କଲେ ସୁର

ଡେଲାଙ୍ଗ/ପିପିଲି,୧୦।୪(ଡି.ଏନ୍‌.ଏ.): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର କରୁଛନ୍ତି। ସେ ପିପିଲି ନିର୍ବାଚନମଣ୍ଡଳୀର ପ୍ରତି ଗଁା ବୁଲି ନିଜ ମଜାଦାର ଢଙ୍ଗରେ ଲୋକଙ୍କୁ ପ୍ରାର୍ଥୀ ଅଜିତଙ୍କୁ ଭୋଟ...

ଅଦାଲତଙ୍କ ବିନା ଆଦେଶରେ ଗର୍ଭପାତ କରାଇପାରିବେ ଡାକ୍ତରୀ ଟିମ୍‌: ହାଇକୋର୍ଟ

କଟକ ଅଫିସ,୧୦।୪: ଗର୍ଭବତୀ ହୋଇଥିବା ଏକ ନାବାଳିକାର ଗର୍ଭପାତ ଲାଗି ଶୁକ୍ରବାର ହାଇକୋର୍ଟ ଏସ୍‌ସିବିର ଏକ ୩ଜଣିଆ ଡାକ୍ତରୀ ଟିମ୍‌ ଗଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନାବାଳିକାର ଗର୍ଭପାତ ହେବା ଜରୁରୀ ବୋଲି ଏହି ଟିମ୍‌ ହୃଦ୍‌ବୋଧ କରିବ ତେବେ...

୪୮ଘଣ୍ଟାରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୦।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ପକ୍ଷରୁ ଗୁରୁବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୪୮ଘଣ୍ଟା ମଧ୍ୟରେ ୫୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଡ୍ରାଇଭ୍‌...

୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ୧୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମନହାସ୍‌ଙ୍କୁ ଅପହରଣ କରି ନେଇଥିଲେ।...

ମାସ୍କ ଚେକିଂ ବେଳେ ପୋଲିସକୁ ଦୁର୍ବ୍ୟବହାର, ଯୁବକ ଅଟକ

ଭଦ୍ରକ ଅଫିସ,୧୦।୪-ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ସହରରେ ମାସ୍କ ଚେକିଂ ଜୋରଦାର କରିଛି ପୋଲିସ। ଶୁକ୍ରବାର ମାସ୍କ ଚେକିଂ ବେଳେ ଟାଉନ ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଥାନାରେ ଅଟକ...

ମାଛ ଜାଲରେ ପଡ଼ିଲା ବାଇକ୍‌

ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍‌ ପଡ଼ିଥିଲା। ଭଦ୍ରକ ଜିଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ଏଭଳି...

ଆକ୍ରମଣ କରି ଟଙ୍କା ଲୁଟି ନେଲେ ନକଲି ଆର୍‌ଟିଓ

ଜଳେଶ୍ୱର, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲାର ୬୦ନଂ. ଜାତୀୟ ରାଜପଥ ଜଳେଶ୍ୱର ନିକଟରେ ବାରମ୍ବାର ଚୋରି, ଛିନ୍‌ତାଇ, ରାହାଜାନି ଭଳି ଅଭିଯୋଗ ହୋଇଆସୁଛି। ଗୁରୁବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶରୁ ଚିଙ୍ଗୁଡି ଖାଦ୍ୟ ବୋଝେଇ କଣ୍ଟେନର (ନଂ.ଓଡି୦୧ଏକେ ୨୩୭୦) ଭୋଗରାଇକୁ ଆସୁଥିବା ବେଳେ ୬୦ନଂ. ଜାତୀୟ...

ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ...

ଜଙ୍ଗଲ କାଟି ପୋଡ଼ି ଦେଲେ

କେନ୍ଦୁଝର,୧୦।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତରେ ଥିବା ଜଙ୍ଗଲ ବିଭିନ୍ନ କାରଣରୁ ପଦା ହେବାକୁ ବସିଛି। ସେହିପରି କାଞ୍ଜିପାଣି-ଓରିଆ-ତେଲକୋଇ ଘାଟି ରାସ୍ତାରେ ବ୍ୟାପକ ଜଙ୍ଗଲ କଟାଯାଇ ପୋଡ଼ି ଦିଆଯିବା ଘଟଣାକୁ ନେଇ...

ଶେଷ ହେଉନି ଶୋଷ ସଂଘର୍ଷ

ଛେଣ୍ଡିପଦା,୧୦ା୪(ସ୍ବ.ପ୍ର.) ନଦୀକୂଳିଆ ଗାଁ । କୂଅ ଅଛି। ନଳକୂଅ ବସାଯାଇଛି। ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ ମଧ୍ୟ କରାଯାଇଛି। ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ। ନଦୀରେ ଚୁଆ ଖୋଳି ସେମାନେ ସଂଗ୍ରହ କରୁଛନ୍ତି...

ଗୋଟିଏ ଦିନରେ ସିଲ୍‌ ହେଲା ୫ ସିନେମା ହଲ୍‌

ପାରଳାଖେମୁଣ୍ଡ/ରାୟଗଡ଼ା ଅଫିସି,୯।୪: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଦ ହୋଇଛି ୫ଟି ସିନେମା ହଲ୍‌। କରୋନା ଗାଇଡ୍‌ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଲଷ୍ମୀ ହଲ, ଜୟା ହଲ, ଓ ଏସ୍‌.କେ ହଲକୁ ଶୁକ୍ରବାର ସିଲ...

ସମୁଦ୍ର କୂଳରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ରାଜନଗର, ୯ା୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ପେଣ୍ଠ ସାମୁଦ୍ର ବେଳାଭୂମିରେ ଶୁକ୍ରବାର ମିଳିଛି ପ୍ରେମୀ ଯୁଗଳଙ୍କ ମୃତଦେହ। ମିଳିଥିବା ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଛଙ୍କୁ ସୁରକ୍ଷା ଦେବାକୁ ପଇଁତରା ଦେଉଥିବା ବନ କର୍ମଚାରୀ ମୃତଦେହ ୨ଟିକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri