ଆମ ଜିଲା ଖବର

ଛତିଶଗଡ଼ ଜଗଦଲପୁର ସୀମା ସିଲ୍‌

କୋଷାଗୁମୁଡ଼ା,୯।୪: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରୁ ଛତିଶଗଡ଼ର ଜଗଦଲପୁର ରାସ୍ତାକୁ ପ୍ରଶାସନ ସିଲ୍‌ କରିଛି। କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ତଥା ଡିଆର୍‌ଡିଏ ଆଉଁଳି ଗ୍ରାମରେ ପୋଲିସ ମୁତୟନ କରାଯାଇଛି। ପଡ଼ୋଶୀ ଛତିଶଗଡ଼ରେ ଏବେ...

ଜିଲାପାଳ ଅଫିସ ଆଗରେ ସ୍ବାମୀ-ସ୍ତ୍ରୀଙ୍କ ମାରପିଟ

ସମ୍ବଲପୁର,୯ା୪(ବ୍ୟୁରୋ): ଆପୋସ ସମାଧାନ ସତ୍ତ୍ୱେ ସମ୍ବଲପୁର ଜିଲାରେ ଏକ ପାରିବାରିକ ଗଣ୍ଡଗୋଳ ଶେଷରେ ପଦାକୁ ଆସିଛି। ଜିଲାପାଳଙ୍କ ଅଫିସ ସମ୍ମୁଖରେ ଶୁକ୍ରବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଟାଉନ ଥାନା ପୋଲିସ ପହଞ୍ଚତ୍ ଉଭୟଙ୍କୁ ଥାନାକୁ ନେବା ପରେ...

ସିଲ୍‌ ହେଲା ୨ ସିନେମା ହଲ୍‌

ରାୟଗଡ଼ା ଅଫିସ,୯ା୪: କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ସିନେମା ହଲ୍‌ ପରିସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଯୋଗୁ ରାୟଗଡ଼ାସ୍ଥିତ ଅଶୋକ ସିନେମା ହଲ୍‌ ଏବଂ ଉଦୟ ପ୍ଲାଜାକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି। ଜିଲାରୁ ଲଗାତର ୧୦ରୁ ଊର୍ଦ୍ଧ୍ୱ କରୋନା...

ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ବାରୁଣୀ ସ୍ନାନ ବନ୍ଦ : ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଠାରେ ଋଷିକୁଲ୍ୟା ନଦୀର ତୁମ୍ବେଶ୍ବର ଘାଟରେ ହେଉଥିବା ବାରୁଣୀସ୍ନାନ ବନ୍ଦ କରାଯାଇଛି। କରୋନା କଟକଣା ନେଇ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ୧୪୪ ଧାରା ଜାରି ହୋଇଛି। ଏକ୍‌ଜିକ୍ୟୁଟିଭ...

ହଜିଗଲା ମାନବିକତା,ବିଲରୁ ନବଜାତ ଶିଶୁକନ୍ୟାର ମୃତଦେହ ଜବତ

ପଦ୍ମପୁର,୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତ ଦାମୋଡ଼ରପୁର ଗ୍ରାମର ଏକ ବିଲରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଜବତ କରାଯାଇଛି। ପ୍ରକାଶ ଯେ, କିଛି ପିଲା ଗୁରୁବାର ବିଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଶାଢ଼ିରେ...

କୋଭିଡ୍‌ କଟକଣା ଉଲ୍ଲଂଘନ: ରାୟଗଡ଼ାରେ ଫିଲ୍ମ ହଲ ସିଲ୍‌

ରାୟଗଡା ଅଫିସ, ୯।୪: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାର ମଧ୍ୟରେ ଜିଲାର ଏକ ଫିଲ୍ମ ହଲକୁ ପ୍ରଶାସନ ପକ୍ଷରୁ ଶୁକ୍ରବାର ସିଲ୍‌ କରାଯାଇଛି।...

ଆଜିଠୁ ଆରମ୍ଭ ହେଲା ମା’ ତାରିଣୀଙ୍କ ଚଇତି ପର୍ବ

ଘଟଗାଁ,୯।୪(ସ୍ବ.ପ୍ର.): ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ । କରୋନା କଟକଣା ଭିତରେ ଚଳିତବର୍ଷ ଏହି ପର୍ବ ପାଳନ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ...

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ଆସିବ ଆଜ୍ଞାମାଳ

ବ୍ରହ୍ମପୁର ଅଫିସ୍‌,୯।୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବୁଧବାର ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ମଧ୍ୟରେ ସମନ୍ବୟ ବୈଠକ...

ଆଜି ଟିଟିଲାଗଡ଼ ରେଳ ଓଭରବ୍ରିଜ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଟିଟିଲାଗଡ଼/କେସିଙ୍ଗା,୯।୪(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ତଥା ବ୍ୟସ୍ତବହୁଳ ରେଳ ଜଙ୍କସନ ଭାବେ ଟିଟିଲାଗଡ଼ ରେଲଓ୍ବେ ଷ୍ଟେଶନ ବେଶ୍‌ ଜଣାଶୁଣା। ଏହି ରେଳ ଓଭରବ୍ରିଜକୁ ଭିଡିଓ କନ୍ସଫରେନ୍ସିଂ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନ ୫.୩୦ ମିନିଟ୍‌ରେ ଉଦ୍‌ଘାଟନ...

ଯମେଶ୍ୱର ମନ୍ଦିର ଅବହେଳିତ

ପୁରୀ ଅଫିସ,୯।୪: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବକିତାବ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନ ବୁଝିଥାଏ। ଅର୍ଥାତ ପ୍ରତିବର୍ଷ ଶ୍ରୀମନ୍ଦିର ପ୍ରଶାସନ ବଜେଟ୍‌ ଉପସ୍ଥାପନ କରି ଆୟବ୍ୟୟ ଦର୍ଶାଇଥାଏ। ସେହିଭଳି ପରମ୍ପରା ଅନୁଯାୟୀ, ପ୍ରଭୁ ଯମେଶ୍ୱର ହେଉଛନ୍ତି ଶ୍ରୀମନ୍ଦିରର ହିସାବ ରକ୍ଷକ। ସେ ବର୍ଷକୁ...

ରଗଡ଼ି ଛକରେ ଜଳ ସଙ୍କଟ ଉତ୍କଟ

ରଗଡି,୯।୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଗଡି ଛକ ଆନନ୍ଦପୁରର ମୁଖ୍ୟ ଫାଟକ ଭାବେ ପରିଚିତ। କେନ୍ଦୁଝର ସୀମାନ୍ତରୁ ମାତ୍ର ୨ କି.ମି ପୂର୍ବରୁ ଅବସ୍ଥିତ ଏହି ଛକରେ ପ୍ରତିଦିନ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଭିଡ଼ ଜମେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri