ଆମ ଜିଲା ଖବର

ନାବାଳିକା ଶାଳିଙ୍କୁ ଗର୍ଭବତୀ କରି ଜେଲ ଗଲେ ଭିଣୋଇ

ଭଦ୍ରକ ଅଫିସ, ୮।୪: ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଏକ ଆଶ୍ରମ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ନେଇ ତିହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ. ୧୬୫/୨୧) ରୁଜୁ କରି ତଦନ୍ତ...

ଦୁର୍ଘଟଣାରେ ଚାଲିଗଲା କୋଭିଡ୍‌ ଟିକା ନେବାକୁ ଯାଉଥିବା ଦମ୍ପତିଙ୍କ ଜୀବନ

ବୌଦ୍ଧ,୮।୪: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାଧାନଗରଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଆଦର୍ଶ ଥାନା ଅଧୀନ ରାଧାନଗର ଗାଁର ଲଳିତ ମୋହନ ସାହୁ (୬୫) ଓ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଶେଷରେ ଆଖିବୁଜିଲେ ପୀଡ଼ିତା

କୋରୁକୋଣ୍ଡା,୮୪(ଡି.ଏନ୍‌. ଏ.): ବଳାତ୍କାରର ଶୀକାର ହୋଇଛନ୍ତି ଜଣେ ନାବାଳିକା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମାଲକାନଗିରି ଜିଲାରେ। ଗତ କିଛିଦିନ ତଳେ ଏହି ଜିଲାରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିବାହରେ ଜଣେ ନାବାଳିକା ନାଚ ଗୀତରେ ମସ୍‌ଗୁଲ...

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ପଳାସପଦର ଗ୍ରାମ ନିକଟରୁ ୧୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଗୋଟି ଟଙ୍କା। ଏ ନେଇ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ...

ଅପମିଶ୍ରିତ ମଦ ନେଲା ଜୀବନ

ବନ୍ତ,୮।୪: ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ଅଭିମନ୍ୟୁ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମଦ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରବାର କେନାଲ ଛକଠାରେ ମହିଳାମାନେ ରାସ୍ତାରେ ମୃତଦେହ ରଖି...

ଓପିଜିସିର ୨ ୟୁନିଟ୍‌ ବନ୍ଦ: ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ବୁଢ଼ିପଦର ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ପରେ ବନହରପାଲି ସ୍ଥିତି ଓ ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ୨ଟି ୟୁନିଟ୍‌ ଗୁରୁବାର ଅପରାହ୍ନ ୨ଟା ବନ୍ଦ ହୋଇଯାଇଛି। ଏହି ୟୁନିଟ୍‌ ଦ୍ୱୟ ବନ୍ଦ ହେବା ଫଳରେ...

ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା, ୩ ଗିରଫ

ଯାଜପୁର ଅଫିସ,୭।୪: ଯାଜପୁର ଜିଲା ଧର୍ମଶାଳା ବ୍ଲକର ସୂଚନାକର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ସେମାନଙ୍କ ପରିଚୟ ଦେବାକୁ ପୋଲିସ ମନା କରିଦେଇଛି। ଲଘୁ ଖଣି କାରବାରରେ ବେଆଇନ...

ପରିବା ବଗିଚାରୁ ହରିଣ ଉଦ୍ଧାର

ପାଟଣା,୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ ଗଣିଆବରେଇ ଗ୍ରାମରୁ ଗୁରୁବାର ସକାଳୁ ଏକ ହରିଣ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ହରିଣଟି ପାଣି ପିଇବା ଉଦ୍ଦେଶ୍ୟରେ ଗାଁ ଭିତରକୁ ପଶି ଆସିଥିବା ବେଳେ ବାଡ଼ରେ ଥିବା...

ସ୍କାଏ ଲାଇଟ୍‌ ତାଡ଼ି ଲକ୍ଷାଧିକ ଟଙ୍କା,ସୁନା-ରୂପା ଲୁଟ: ଥାନାରେ ଅଭିଯୋଗ

ମହାକାଳପଡ଼ା,୮।୪(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନସ୍ଥ ସୁନିତି ପଞ୍ଚାୟତର ସୁଗଲ ଦତ୍ତପୂର ଗ୍ରାମରେ ଲୁଟ୍‌ ହୋଇଛି। ବୁଧବାର ବିଳମ୍ବିତ ରାତ୍ରିିରେ କେହି ଦୁର୍ବୃତ୍ତ ଉକ୍ତ ଗାଁର ନିରଞ୍ଜନ ପାତ୍ରଙ୍କ ସ୍କାଏ ଲାଇଟ ତାଡ଼ି ଘର ଭିତରକୁ ପ୍ରବେଶ କରି...

ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ବେଦାନ୍ତ ପ୍ରକଳ୍ପ ସମ୍ମୁଖରେ କାତିକେଲାବାସୀଙ୍କ ଆନ୍ଦୋଳନ

ଝାରସୁଗୁଡା ଅଫିସ, ୮।୪: ଝାରସୁଗୁଡା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ ପ୍ରକଳ୍ପ ଫାଟକ ସମ୍ମୁଖରେ କାତିକେଲାବାସୀ ଗୁରୁବାର ସକାଳ ୬ଟାରୁ ଧାରଣା ଦେଇଛନ୍ତି। ପାଉଁଶ ପୋଖରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା କାତିକେଲାବାସୀ ଗ୍ରାମକୁ ବିସ୍ଥାପିତ କରିବା ଦାବିରେ ଏହି ଆନ୍ଦୋଳନ କରିତିବା...

ଶ୍ରଦ୍ଧାଳୁଙ୍କ ପାଇଁ ହେବ ପ୍ରାଥମିକ ଚିକିତ୍ସା କେନ୍ଦ୍ର

ପୁରୀ ଅଫିସ, ୮ା୪: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ସେବାୟତ ଓ କର୍ମକର୍ତ୍ତାଙ୍କ ନିମନ୍ତେ ଶ୍ରୀମନ୍ଦିର ନିକଟରେ ଏକ ଶୀତତାପ ନିୟନ୍ତ୍ରିତ ପ୍ରାଥମିକ ଚିକିତ୍ସା କେନ୍ଦ୍ର ନିର୍ମାଣ ହେବ। ଆସନ୍ତା ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଅବସରରେ ଏହାକୁ ଲୋକାର୍ପଣ କରାଯିବ।...

ମରାମତି ହେବ ହିରଣ୍ୟକଶିପୁ ମୂର୍ତ୍ତି

ପୁରୀ ଅଫିସ,୮ା୪: ସମ୍ପ୍ରତି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଛି। ବୁଧବାର ପ୍ରତ୍ନତତ୍ତ୍ବ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାର ଏହି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକ ଅରୁଣ ମଲ୍ଲିକ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri