ଆମ ଜିଲା ଖବର

ପାଠ ପଢ଼ାନାଁରେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିଲେ ଶିକ୍ଷୟିତ୍ରୀ

ବାସୁଦେବପୁର,୨ା୪: ପାଠ ପଢ଼ାଇବା ଆଳରେ ଛାତ୍ରୀ ତଥା ୨ ଭଉଣୀଙ୍କୁ ଘରେ ରଖି ନିର୍ଯାତନା ଦେବା ଭଳି ଘଟଣା ଭଦ୍ରକ ଜିଲା ବାସୁଦେବପୁର ବ୍ଲକରୁ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ବାସୁଦେବପୁର ଥାନା ପୋଲିସ ଅଢୁଁଆ...

୩ ସପ୍ତାହ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା ଅଫିସ,୨।୪: ପଡୋଶୀ ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲାକୁ ଲାଗି ରହିଛି ଝାରସୁଗୁଡ଼ା ଜିଲା। ଉଭୟ ରାଜ୍ୟ ସୀମାନ୍ତରେ ଲୋକଙ୍କ ଯାତାୟାତ ରହିଥିବା ବେଳେ କରୋନା...

ଅଣ୍ଡରପାସ ରାସ୍ତା ନିର୍ମାଣକୁ ବିରୋଧ

ଖୋର୍ଦ୍ଧା ଅଫିସ,୨।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଣ୍ଡରପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚାଲିଥିବା ଅଣ୍ଡରପାସ ରାସ୍ତା ନିର୍ମାଣକୁ ଶୁକ୍ରବାର ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ତୀବ୍ର...

ପାଣି କୁଣ୍ଡରେ ଗଳିପଡ଼ିଥିଲା ହାତୀ ଛୁଆ, ଭଙ୍ଗା ହେବା ପରେ ଟେକି ନେଲା ମା’

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ଶୁକ୍ରବାର ଭୋରୁ ହାତୀ ଛୁଆଟି କୁଣ୍ଡରେ ଗଳି ପଡ଼ିଥିବା ଖବର...

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗାଁର ମହାନ୍ତ ସାହିରୁ ଶୁକ୍ରବାର ସାକଳେ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ। ନିକୁଞ୍ଜ...

ଦିଅରଙ୍କ ହାତରେ ଭାଉଜଙ୍କ ଜୀବନ ଗଲା

କଟକ ଅଫିସ,୨।୪: କଟକ ସହର ଶିଖରପୁର ଉପର ସାହିରେ ଜମିବାଡିକୁ କେନ୍ଦ୍ରକରି ଶୁକ୍ରବାର ସକାଳେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଦିଅରଙ୍କ ଆକ୍ରମଣରେ ବିଧବା ଭାଉଜଙ୍କର ମୃତ୍ୟୁ ଘଟିଛି। ମୃତ ଭାଉଜ ହେଲେ କାମାକ୍ଷୀ ସ୍ବାଇଁ (୪୫)। କାମାକ୍ଷୀଙ୍କ ଶରୀରର...

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରବାର ରାତି ପ୍ରାୟ ୮ଟାରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ବେଳେ...

ସମସ୍ୟାରେ ଶତାୟୁ ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ଅଫିସ,୨।୪: ଢେଙ୍କାନାଳର ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ (ବି.ବି ହାଇସ୍କୁଲ) ସମ୍ପ୍ରତି ସମସ୍ୟା ଭିତରେ ଗତି କରୁଛି। ଏହି ଐତିହ୍ୟସମ୍ପନ୍ନ ପୁରାତନ ଶିକ୍ଷାନୁଷ୍ଠାନରେ ୫ମାସ ହେଲା ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬ଷ୍ଠରୁ...

ପାଣି ପାଇଁ ଡହଳବିକଳ

ରାଜକନିକା,୨।୪(ଡି.ଏନ.ଏ): ରାଜକନିକା ବ୍ଲକର ଅବଦୁଲପୁର ଗାଁରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣା କରିଛି। ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଗାଁରେ ଥିବା ସଚଳ ନଳକୂପଟି ଭାଙ୍ଗି ଯିବାରୁ ଲୋକେ ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି।...

ରାସ୍ତା ମଝିରେ ଜଳିଗଲା କାର୍‌

ବାଉଁଶୁଣୀ,୨।୪(ଡି.ଏନ୍‌.ଏ.): ଶୁକ୍ରବାର ସକାଳେ ବୌଦ୍ଧ ଜିଲା ମନମୁଣ୍ଡା କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡ଼ରେ ଗୋଟିଏ କାର୍‌ରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା।ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା l ମିଳିଥିବା...

ସମୁଦ୍ର ଉପକୂଳ ସୀମା ସୁରକ୍ଷା ଢିଲା: ମ୍ୟାନ୍‌ମାର ଶରଣାର୍ଥୀଙ୍କ ପ୍ରବେଶ

ମହାକାଳପଡ଼ା,୨।୪(ଡି.ଏନ.ଏ.): ମ୍ୟାନମାର ଅଶାନ୍ତ ପରେ ଶରଣାର୍ଥୀମାନେ ଯେକୌଣସି ସମୟରେ ଡଙ୍ଗାରେ ବଙ୍ଗୋସାଗରର ଜଳ ସୀମା ଦେଇ କେନ୍ଦ୍ରାପଡ଼ା ଜିଲାରେ ପ୍ରବେଶକୁ ଏଡାଇ ଦେଇ ହେବନାହିଁ। ପ୍ରଶାସନ ପକ୍ଷରୁ ସମୁଦ୍ର ଜଳ ସୀମାରେ ହାଇ ଆଲର୍ଟ ଜାରି ହେବାର ଆବଶ୍ୟକତା ରହିଛି।...

ସାତଭାୟା ହେବ ଜନଶୂନ୍ୟ

କେନ୍ଦ୍ରାପଡ଼ା ଅଫିସ,୨।୪: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମୁଦ୍ରକୂଳବର୍ତ୍ତୀ ସାତଭାୟା ଅଞ୍ଚଳ ଦ୍ରୁତ ତଟକ୍ଷୟ ଯୋଗୁ ଏବେ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବାକୁ ଯାଉଛି। ୫ ଦଶନ୍ଧି ଧରି ଏହି ଅଞ୍ଚଳବାସୀଙ୍କ ସ୍ଥାନାନ୍ତର ଦାବି ହୋଇ ଆସୁଥିଲା। ଜିଲା ପ୍ରଶାସନ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri