ଆମ ଜିଲା ଖବର

ପୋଖରୀରେ ବୁଡ଼ି ଶିଶୁ ମୃତ

ପରଜଙ୍ଗ,୨୮।୩: ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ସ୍ଥିତ ବଡ଼ଥାଳିଆ ପୋଖରୀରେ ବୁଡ଼ି ରବିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ମୁଣ୍ଡାସାହିର ବିଭୁ ପିଙ୍ଗୁଆଙ୍କ ୪ ବର୍ଷର ପୁଅ ରୋଶନ। ମଧ୍ୟାହ୍ନରେ ରୋଶନ ସାଙ୍ଗମାନଙ୍କ ସହ...

ମରାମତି ନାମରେ କାଟିଦେଲେ ଶତାଧିକ ଗଛ

ସରଣ୍ଡା,୨୮।୩: ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖାଇରପାଲି ରେଳଲାଇନପଡ଼ା। ଏହି ପଡାରେ ୫୦ ପରିବାରର ରହୁଛନ୍ତି। କାମଧନ୍ଦା କରି ସେମାନେ ଚଳନ୍ତି। ପଡ଼ାବାସୀଙ୍କ ସମ୍ମୁଖରେ ଖାଇରପାଲି-ସରଣ୍ଡା କେନାଲ ଯାଇଛି। ପଡାବାସୀ ଖରାରୁ ରକ୍ଷା ପାଇଁ କେଲାନ ହୁଡାରେ ଶାଗୁଆନ,...

ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଅଡୁଆରେ ବିଜେଡି ପଦାଧିକାରୀ

ଚନ୍ଦାହାଣ୍ଡି, ୨୮।୩: ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍‌ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। କଂଗ୍ରେସ କର୍ମୀ ଜିଲା ସଂଯୋଜକ ପ୍ରମୋଦ ପାଢୀଙ୍କ ଗିରଫ ଦାବି କରି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ,...

ରାଉରକେଲା ଏନ୍‌ଆଇଟିରୁ ୪ ପଜିଟିଭ୍‌

ରାଉରକେଲା ଅଫିସ,୨୮।୩: ରାଉରକେଲାସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ରବିବାର ୪ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଉକ୍ତ ଶିକ୍ଷାନୁଷ୍ଠାନରୁ ୩ ଜଣ ଆକ୍ରାନ୍ତ ହୋଇଥିଲେ। ଏହି ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ କର୍ମଚାରୀ...

ଆଇଆଇଟି କ୍ୟାମ୍ପସରେ ପୁଣି କରୋନା ପଜିଟିଭ, ଆଜି ୮ ଚିହ୍ନଟ

ଖୋର୍ଦ୍ଧା ଅଫିସ,୨୮।୩: ଆଇଆଇଟି ଅରୁଗୁଳ, ଭୁବନେଶ୍ବର କ୍ୟାମ୍ପସରେ କରୋନା ଚିନ୍ତାର ବିଷୟ ସାଜିଛି। ପୂର୍ବରୁ ୨ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୪୦ରୁ ଊଦ୍ଧର୍‌ବ ଛାତ୍ରଙ୍କ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା। ଆରଟିପିସିଆର ରିପୋର୍ଟରେ...

ଉମରକୋଟ ହୀରାପୁର ଅଞ୍ଚଳରେ ହେଟାବାଘ ଆତଙ୍କ

ଉମରକୋଟ, ୨୮।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗ୍ରାମରେ ହେଟାବାଘ ଆତଙ୍କ ଦେଖାଯାଇଛି। ଗାଁର ଶୁକୁ କଲାରଙ୍କ ଗୋଟିଏ ବଳଦକୁ ହେଟାବାଘ ମାରି ଦେଇଥିବା ସୂଚନା ମିଳିଛି। ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ଭୟ ଓ...

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି, ୨୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ମାଓବାଦୀମାନେ ଜଣେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କରିଥିବା ସୂଚନା ମିଳିଛି। ସେ ହେଲେ ଛତିଶଗଡ ରାଜ୍ୟ ବିଜାପୁର ଜିଲା ମିରତୁର ଅଞ୍ଚଳର ଜିଲା ପଞ୍ଚାୟତ ସଦସ୍ୟ ବୁଦ୍ଧରାମ କଶ୍ୟପ। ତେବେ...

ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’

ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ...

କୋଭିଡ୍‌ ନିୟମ କଡ଼ାକଡ଼ି: ମଲ୍‌ ବୁଲି ଲୋକଙ୍କୁ ବୁଝାଇଲେ ତହସିଲ୍‌ଦାର

ରାୟଗଡ଼ା ଅଫିସ,୨୮।୩: ସାରା ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଖାଦେଇଛି। ଏନେଇ କଟକଣା କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ରାୟଗଡା ଜିଲାରେ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ...

କମ୍ପ୍ୟୁଟର ସେଣ୍ଟରରେ ଲାଗିଲା ନିଆଁ : ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ରାୟଗଡା ଅଫିସ,୨୮।୩: ରାୟଗଡ଼ା ଜିଲା ଏଚ୍‌ପି ଗ୍ୟାସ ଅଫିସ ପୁରୁଣା ହାତୀ ପଥର ରୋଡ଼ ଲାଇନରେ ଥିବା ଏକ କମ୍ପ୍ୟୁଟର ସେଣ୍ଟରରେ ଶନିବାର ବିଳମ୍ବିିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟ ଘଟି ନିଆଁ ଲାଗି କମ୍ପ୍ୟୁଟର ଜେରକ୍ସ ମେଶିନ ନଷ୍ଟ...

କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି: ବୌଦ୍ଧରେ କେବେ ?

ବାଉଁଶୁଣୀ,୨୮।୩( ଡି.ଏନ୍‌. ଏ.): ଗଞ୍ଜାମ ପରେ କନ୍ଧମାଳ ଜିଲାପାଳ ଦଣ୍ଡଯାତ୍ରାକୁ ଅନୁମତି ମିଳିଛି। ତେବେ ବୌଦ୍ଧରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏ ନେଇ କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତମାନେ ଚାତକ...

ନଦୀ ନିକଟରେ ଓଲଟିଲା ଗାଡ଼ି, ଚାଲିଗଲା ଜୀବନ

ଭଞ୍ଜନଗର,୨୮।୩: ଗଞ୍ଜାମ ଜିଲା ତୁରୁମୁ ଗ୍ରାମ ନିକଟରେ ଥିବା ଏକ ନଦୀ ପାଖରେ ରବିବାର ଦୁର୍ଘଟଣା ଘଟିଛି। ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ମୃତକ ଜଣକ ହେଲେ କାଳିଆ ନାୟକ। ତେବେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri