ଆମ ଜିଲା ଖବର

ଉପନିର୍ବାଚନ ପାଇଁ ରଣନୀତି: ପିପିଲି ଦାୟିତ୍ୱରେ ବିଜେଡି ନେତାଙ୍କ ତାଲିକା

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ପିପିଲି ଉପନିର୍ବାଚନ ୧୭ ଏପ୍ରିଲରେ ଅନୁଷ୍ଠିତ ହେବ। ପିପିଲିବାସୀଙ୍କ ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ଶାସକ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଗୋଟିଏ ଗୋଟିଏ ପଞ୍ଚାୟତରେ ଏକାଧିକ ନେତାକୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟତଃ ପିପିଲି...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଦ୍ୟାଜ୍ୟୋତି: ୧ ମିନିଟ୍‌ରେ ଆବୃତ୍ତି କରିଥିଲେ ସର୍ବାଧିକ ଶ୍ଳୋକ

ଯାଜପୁର ଟାଉନ,୨୦।୩(ଡି.ଏନ.ଏ.): ୧ ମିନିଟ୍‌ରେ ଭଗବତ ଗୀତାର ସର୍ବାଧିକ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଦ୍ୟାଜ୍ୟୋତି ଦାଶ(୧୧)। ଫେବୃୟାରୀ ୫ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ଆୟୋଜିତ ଭର୍ଚୁଆଲ ଶ୍ଳୋକ ପ୍ରତିଯୋଗିତାରେ ଆଦ୍ୟାଜ୍ୟୋତି...

ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୦।୩ ରାଜ୍ୟରେ ଆରମ୍ଭ ହୋଇଛି ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ୍‌ (ଇଆରଏସ୍‌ଏସ୍‌) ବ୍ୟବସ୍ଥା। ଏଥିସହ ଜାରି କରାଯାଇଇଛି ହେଲ୍‌ପ ଲାଇନ୍‌ ନମ୍ବର-୧୧୨। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାର ଶୁଭାରମ୍ଭ କରିବା ପରେ ଢେଙ୍କାନାଳ ଜିଲା ପୋଲିସ...

ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ

ପରଜଙ୍ଗ, ୨୦।୩ (ନିଗମାନନ୍ଦ ଦଳବେହେରା) କାହାର ଗୋଡ଼ ତ ଆଉ କାହାର ଅଚଳ ହୋଇଯାଇଛି ହାତ। କିଏ ଦୃଷ୍ଟିଶକ୍ତି ହରାଇଛନ୍ତି ତ ଆଉ କିଏ ଜନ୍ମରୁ ମାନସିକ ରୋଗୀ। ଏମାନେ ସବୁ ଦିବ୍ୟାଙ୍ଗ ବୋଲି ସ୍ବୀକାର କରିଛନ୍ତି ସରକାର। ଭିନ୍ନକ୍ଷମ...

ପୋଲିସ-ଜନତା ଦୂରତ୍ୱ କମିବ

ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ ଡାଏଲ କରିବା ମାତ୍ରେ ଜିପିଏସ୍‌ ପଦ୍ଧତିରେ ଠିକଣା ଠାବ କରି ପୋଲିସ ପହଞ୍ଚିବା...

ବନ୍ଦ କୋଠରିରେ ବିତିଲାଣି ୫ ବର୍ଷ

ଖଇରା,୨୦।୩(ଡି.ଏନ.ଏ.)-ଭଲ ପାଇ ବିବାହ କଲେ। ୧୯ବର୍ଷ ଧରି ସୁଖର ସଂସାର କଲେ। ୨ପୁତ୍ର ସନ୍ତାନର ଜନନୀ ଓ ଜନକ ହେବାର ସୌଭାଗ୍ୟ ଅର୍ଜନ କଲେ। ଖୁସି ମଜାରେ ପୂରି ଉଠୁଥିଲା ତାଙ୍କ ପରିବାର। ହେଲେ ବିଧିର ବିଧାନ ଥିଲା କିଛି...

ପ୍ରେମିକାଙ୍କ ଗର୍ଭପାତ କରାଇ ପ୍ରେମିକ ଗିରଫ

ବାଉଁଶୁଣୀ,୨୦।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ଗର୍ଭପାତ ମାମଲାରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ୬ ବର୍ଷ ତଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ଯୁବକ...

ରାଜବାଟି ପରିସରରେ ବିରଳ ନାଗ

ସଜନାଗଡ଼,୧୯।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ରାଜବାଟି ପରିସରରୁ ବିରଳ ନାଗ ଉଦ୍ଧାର କରାଯାଇଛି। ରାଜ ପରିବାର ସଦସ୍ୟ ସାହେବ ମର୍ଦ୍ଦରାଜ ସହ ଘରେ ଥିବାବେଳେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ତାଙ୍କ ରୋଷେଇ ଘର ଛାତ ଓରାରୁ ଏକ...

ମାଲକାନଗିରିରେ ବିଏସ୍‌ଏଫ୍‌ ଏଡିଜି

ମାଲକାନଗିରି,୧୯ା୩: ବିଏସ୍‌ଏଫ୍‌ ଏଡିଜି ଡ. ଏସ୍‌.ଏଲ୍‌. ଥାଓସେନ୍‌ ଶୁକ୍ରବାର ମାଲକାନଗିରି ଜିଲା ବଣ୍ଡାଘାଟିର ଅଣ୍ଡ୍ରାହାଲ ଓ ମୁଦୁଲିପଡା ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ। ଏପରି କି ସେ ମୁଦୁଲିପଡାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବିଏସ୍‌ଏଫ କ୍ୟାମ୍ପର କାର୍ଯ୍ୟ ସମୀକ୍ଷା...

୨୭ ଜଣଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ମାଓବାଦୀ

ଗୁଡ଼ାରି/ରାୟଗଡ଼ା ଅଫିସ,୧୯ା୩: ରାୟଗଡ଼ା ଜିଲା ଗୁଡ଼ାରିରେ ଶୁକ୍ରବାର ମାଓବାଦୀ ନାମରେ ୨ଟି ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟରଟି ସ୍ଥାନୀୟ ବଂଶଧାରା ନଦୀ ବ୍ରିଜ୍‌(ବାଇନାଗୁଡ଼ା ଛକ) ନିକଟରେ ଲଗାଯାଇଛି। ଏଥିରେ ଅଞ୍ଚଳର ୨୭ ଜଣ ରାଜନେତା, ସରକାରୀ କର୍ମଚାରୀ, ପୂର୍ବତନ ସରପଞ୍ଚଙ୍କ...

ଜଙ୍ଗଲ ନିଆଁ ଲିଭାଉଛନ୍ତି ଗ୍ରାମବାସୀ, ବିଭାଗୀୟ କର୍ମଚାରୀଙ୍କ ଦେଖାନାହିଁ

ନୂଆପଡ଼ା ଅଫିସ,୧୯।୩ :  ନୂଆପଡ଼ା ସଦର ବ୍ଲକ ସୀମାନ୍ତ ଅଞ୍ଚଳ ସିରିଗିଡି ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ପୋଡ଼ି ଧ୍ୱଂସ ହେବାକୁ ବସିଲାଣି। ନିଆଁର ପ୍ରକୋପ ଏତେ ଯୋରରେ ବଢିଚାଲିଛି ଯେ, ଆୟତ୍ତ କରିବା କଷ୍ଟକର ହେଉଛି। ଜଙ୍ଗଲ ତଳି...

ବିଚାରପତିଙ୍କ ଘରୁ ଚୋରି

କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍‌ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri